Home ଓଡ଼ିଶା ସୁଶାନ୍ତ ସିଂ ରାଜପୁତଙ୍କ ଡୋମେଷ୍ଟିକ ହେଲ୍ପ ଦୀପେଶ ସାୱନ୍ତକୁ ଗିରଫ କଲା ଏନସିବି

ସୁଶାନ୍ତ ସିଂ ରାଜପୁତଙ୍କ ଡୋମେଷ୍ଟିକ ହେଲ୍ପ ଦୀପେଶ ସାୱନ୍ତକୁ ଗିରଫ କଲା ଏନସିବି

97

ନୂଆ ଦିଲ୍ଲୀ ୫-୯ (ଓଡ଼ିଆ ପୁଅ) ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ସୁଶାନ୍ତ ସିଂ ରାଜପୁତଙ୍କ ଘରୋଇ ସହାୟତା ଦୀପେଶ ସାୱନ୍ତଙ୍କୁ ଗିରଫ କରିଥିବା ଖବର ମିଳିଛି। ଏ ନେଇ ଏନସିବିର ଡେପୁଟି ଡାଇରେକ୍ଟର କେପିଏସ୍ ମାଲହୋତ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟଯେ, ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀ ଏବଂ ରାଜପୁତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଏନସିବି ଶୁକ୍ରବାର ଦିନ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.