Home Coronavirus Outbreak ୧୧୪୩ ସେବାୟତଙ୍କ କୋଭିଡ୍ ୧୯ ପରୀକ୍ଷଣ – ଜଣକୁ ଛାଡ଼ି ସମସ୍ତଙ୍କର କରୋନା ନେଗେଟିଭ୍ –...

୧୧୪୩ ସେବାୟତଙ୍କ କୋଭିଡ୍ ୧୯ ପରୀକ୍ଷଣ – ଜଣକୁ ଛାଡ଼ି ସମସ୍ତଙ୍କର କରୋନା ନେଗେଟିଭ୍ – ପୁରୀ ପ୍ରଶାସନ

154

ପୁରୀ ୨୩-୬ (ଓଡ଼ିଆ ପୁଅ) ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୨-୬-୨୦୨୦ ରେ ୧୧୪୩ ସେବାୟତଙ୍କ କୋଭିଡ୍ ୧୯ ପରୀକ୍ଷା କରାଯାଇଥିଲା। କେବଳ ଜଣକୁ ଛାଡ଼ି ସମସ୍ତଙ୍କର କୋଭିଡ୍ -୧୯ ଟେଷ୍ଟ ନେଗେଟିଭ୍ ଆସିଛି ବୋଲି ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ କନଫର୍ମ କେସ୍ କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଟ୍ରେସିଂ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.