Home Coronavirus Outbreak ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯, ୪୫୯ କରୋନା ଆକ୍ରାନ୍ତ ୩୮୦ ମୃତ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯, ୪୫୯ କରୋନା ଆକ୍ରାନ୍ତ ୩୮୦ ମୃତ

162

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,
– ଦେଶରେ ୨୪ ଘଣ୍ଟାରେ ୧୯, ୪୫୯ ନୂଆ କରୋନା କେସ୍
– ୩୮୦ ଲୋକଙ୍କ ମୃତ୍ୟୁ
– ବର୍ତ୍ତମାନ ଦେଶରେ କରୋନାଭାଇରସ୍‌ର ୨, ୧୦, ୧୨୦ ସକ୍ରିୟ ମାମଲା ଅଛି।
– କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ୧୬, ୪୭୫ ରୋଗୀଙ୍କ ମୃତ୍ୟୁ ଘଟିଛି
– ୩, ୨୧, ୭୨୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
– ମୋଟ ଆକ୍ରାନ୍ତ – ୫, ୪୮, ୩୧୮ କୁ ବୃଦ୍ଧି
– ମହାରାଷ୍ଟ୍ର କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.