Home Coronavirus Outbreak ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?

ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ ?

286

– ନୂଆ ଆକ୍ରାନ୍ତ: ୨୪୫

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୪

– ସ୍ଥାନୀୟ ଅଞ୍ଚଳରୁ – ୩୧

– ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ

 

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

 

୧- ବାଲେଶ୍ୱର ଜିଲ୍ଲାରୁ –  ୨

୨- ବରଗଡ଼ ଜିଲ୍ଲାରୁ –  ୧୦

୩- ଭଦ୍ରକ ଜିଲ୍ଲାରୁ –  ୨

୪- କଟକ ଜିଲ୍ଲାରୁ –  ୭

୫- ଢେଙ୍କାନାଳ ଜିଲ୍ଲାରୁ –  ୩

୬- ଗଜପତି ଜିଲ୍ଲାରୁ –  ୭

୭- ଗଞ୍ଜାମ ଜିଲ୍ଲାରୁ –  ୯୬

୮- ଜଗତସିଂହପୁର ଜିଲ୍ଲାରୁ –  ୯

୯- ଯାଜପୁର ଜିଲ୍ଲାରୁ –  ୪୦

୧୦- ଝାରସୁଗୁଡ଼ା ଜିଲ୍ଲାରୁ –  ୧

୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮

୧୨- କେନ୍ଦୁଝର ଜିଲ୍ଲାରୁ –  ୭

୧୩- ଖୋର୍ଦ୍ଦା ଜିଲ୍ଲାରୁ –  ୨୮

୧୪- ମୟୁରଭଞ୍ଜ ଜିଲ୍ଲାରୁ –  ୫

୧୫- ନବରଙ୍ଗପୁର ଜିଲ୍ଲାରେ: ୭

୧୬- ନୟାଗଡ଼ ଜିଲ୍ଲାରୁ –  ୩

୧୭- ରାୟଗଡ଼ା ଜିଲ୍ଲାରୁ –  ୧

୧୮- ସୋନପୁର ଜିଲ୍ଲାରୁ –  ୧

୧୯- ସୁନ୍ଦରଗଡ଼ ଜିଲ୍ଲାରୁ : ୬

୨୦- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ )/ ODRAF: ୦୨

 

– ନୂଆ ସୁସ୍ଥ ହୋଇଥିଲେ ୧୩୭

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୨୬୦୪୨୮

– ମୋଟ ଆକ୍ରାନ୍ତ ୬୮୫୯

– ମୋଟ ସୁସ୍ଥ ହେଲେଣି ୪୭୪୩

– ସକ୍ରୀୟ ଆକ୍ରାନ୍ତ –  ୨୦୮୬

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.