Home Coronavirus Outbreak ଦେଶରେ ୨୯, ୪୨୯ନୂଆ କରୋନା ଆକ୍ରାନ୍ତ, ୫୮୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୪, ୩୦୯

ଦେଶରେ ୨୯, ୪୨୯ନୂଆ କରୋନା ଆକ୍ରାନ୍ତ, ୫୮୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୪, ୩୦୯

239

ନୂଆ ଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୨୯, ୪୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୮୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୩୬, ୧୮୧ କୁ ବୃଦ୍ଧି ପାଇଛି ଏବଂ ୩, ୧୯, ୮୪୦ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୫, ୯୨, ୦୩୨ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୪, ୩୦୯ କୁ ବୃଦ୍ଧି ପାଇଛି।

ଆରୋଗ୍ୟହାର ୬୩.୨୦% କୁ ବୃଦ୍ଧି ପାଇଛି। ଆରୋଗ୍ୟ/ ମୃତ୍ୟୁ ଅନୁପାତ ୯୬.୦୫%:୩.୯୫%।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.