Home Coronavirus Outbreak ମାମଲା ବଢ଼ିଲା ଫେରିଲା ଲକ୍‌ଡାଉନ୍‌: ୩୧ ଜୁଲାଇ ଏବଂ ୧ ଅଗଷ୍ଟରେ କେରଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ମାମଲା ବଢ଼ିଲା ଫେରିଲା ଲକ୍‌ଡାଉନ୍‌: ୩୧ ଜୁଲାଇ ଏବଂ ୧ ଅଗଷ୍ଟରେ କେରଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍

93

ନୂଆ ଦିଲ୍ଲୀ ୨୯ ଜୁଲାଇ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ଭାରତର ୫୦% ରୁ ଅଧିକ COVID୧୯ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩, ୫୦୯ ଟି ନୂଆ ମାମଲା ରିପୋର୍ଟ ହୋଇଥିବା ବେଳେ କେରଳରେ ୨୨ ହଜାର ପାଖାପାଖି ମାମଲା ରିପୋର୍ଟ ହୋଇଛି।

NCDC ନିର୍ଦ୍ଦେଶକଙ୍କ ନେତୃତ୍ୱରେ କେରଳକୁ ୬ ଜଣିଆ ଏକ କେନ୍ଦ୍ରୀୟ ଦଳ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା : ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ପ୍ରକାଶ କରିଛନ୍ତି। ଏହି ଟିମ୍‌ କେରଳର କରୋନା ପରିସ୍ଥିତି ଉପରେ ଅନୁଧ୍ୟାନକରି ରିପୋର୍ଟ ଦେବ।

ଅପର ପକ୍ଷରେ ଆଇସିଏମଆର ସେରୋ ସର୍ଭେରୁ ଜଣାପଡିଛି ଯେ କେରଳରେ ସର୍ବନିମ୍ନ କୋଭିଡ ଆଣ୍ଟିବଡି ଥିବା ବେଳେ ମଧ୍ୟପ୍ରଦେଶ ଆଣ୍ଟିବଡ଼ିରେ ସବୁଠାରୁ ଉପରେ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.