Home Coronavirus Outbreak ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୫୦୯ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୫୦୯ ନୂଆ ଆକ୍ରାନ୍ତ ଚିହ୍ନଟ, ୬୪୦ ମୃତ

53

ନୂଆ ଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୫୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪, ୦୩, ୮୪୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩, ୦୭, ୦୧, ୬୧୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୮, ୪୬୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୧୫, ୨୮, ୧୧୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪, ୪୦୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୪୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪, ୨୨, ୬୬୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୮%

ଆରୋଗ୍ୟ ହୋଇଛନ୍ତି ୯୭.୩୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୩୮% ରେ ଅଛି।

ଦୈନିକ ସକରାତ୍ମକତା ହାର ୨.୫୨% ରେ, ୩% ରୁ କମ୍।

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୫, ୦୭, ୦୬, ୨୫୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୩, ୯୨, ୬୯୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୬, ୨୬, ୨୯, ୭୭୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୨୮, ୭୯୫

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୩୯୫ ୧୨୯
ଆନ୍ଧ୍ରପ୍ରଦେଶ ୨୦୯୯୯ ୧୯୨୫୬୩୧ ୧୯୫୬ ୧୩୩୧୨ ୨୦
ଅରୁଣାଚଳ ପ୍ରଦେଶ ୪୩୦୧ ୪୨୬୧୭ ୩୨୫ ୨୨୪
ଆସାମ ୧୪୪୯୯ ୫୪୩୦୩୧ ୧୭୯୧ ୫୨୦୧ ୨୧
ବିହାର ୪୮୦ ୭୧୪୫୫୪ ୮୦ ୯୬୩୯
ଚଣ୍ଡିଗଡ଼ ୩୬ ୬୧୦୯୮ ୮୦୯
ଛତିଶଗଡ ୨୨୨୬ ୯୮୫୯୦୫ ୩୨୭ ୧୩୫୨୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୪୧ ୧୦୫୯୭
ଦିଲ୍ଲୀ ୫୭୩ ୧୪୧୦୪୭୧ ୬୧ ୨୫୦୪୯
୧୦ ଗୋଆ ୧୦୮୨ ୧୬୬୫୮୬ ୧୨୭ ୩୧୪୨
୧୧ ଗୁଜୁରାଟ ୨୭୪ ୮୧୪୪୫୨ ୩୯ ୧୦୦୭୬
୧୨ ହରିୟାଣା ୭୦୨ ୭୫୯୪୯୯ ୨୮ ୯୬୨୭
୧୩ ହିମାଚଳ ପ୍ରଦେଶ ୯୫୩ ୨୦୧୦୨୬ ୮୪ ୩୫୨୦
୧୪ ଜାମ୍ମୁ କାଶ୍ମୀର ୧୧୩୯ ୩୧୫୫୧୧ ୧୪୪ ୪୩୭୬
୧୫ ଝାଡଖଣ୍ଡ ୨୩୭ ୩୪୧୬୮୬ ୩୬ ୫୧୨୬
୧୬ କର୍ଣ୍ଣାଟକ ୨୨୫୯୨ ୨୮୪୦୧୪୭ ୧୪୩୦ ୩୬୪୫୬ ୧୯
୧୭ କେରଳ ୧୫୦୦୪୦ ୩୧୬୦୮୦୪ ୧୭୭୬୧ ୧୬୪୫୭ ୧୩୧
୧୮ ଲଦାଖ ୬୪ ୨୦୦୪୯ ୧୨ ୨୦୭
୧୯ ଲକ୍ଷଦୀପ ୭୬ ୧୦୦୨୯ ୧୧ ୫୦
୨୦ ମଧ୍ୟପ୍ରଦେଶ ୧୩୦ ୭୮୧୧୩୫ ୧୮ ୧୦୫୧୩
୨୧ ମହାରାଷ୍ଟ୍ର ୮୫୯୧୩ ୬୦୬୪୮୫୬ ୬୧୦୫ ୧୩୨୧୪୫ ୨୮୬
୨୨ ମଣିପୁର ୧୦୯୨୨ ୮୩୩୯୨ ୮୭୧ ୧୫୧୦ ୧୨
୨୩ ମେଘାଳୟ ୫୪୫୬ ୫୬୫୧୦ ୪୦୯ ୧୦୪୮
୨୪ ମିଜୋରାମ ୧୧୬୧୦ ୨୪୬୫୭ ୪୨୪ ୧୪୦
୨୫ ନାଗାଲାଣ୍ଡ ୧୩୫୦ ୨୫୬୮୪ ୭୮ ୫୫୨
୨୬ ଓଡ଼ିଶା ୧୫୭୬୫ ୯୫୧୦୪୯ ୧୬୯୯ ୫୭୦୩ ୬୯
୨୭ ପୁଡୁଚେରୀ ୯୨୩ ୧୧୭୯୧୨ ୯୬ ୧୭୯୨
୨୮ ପଞ୍ଜାବ ୫୫୯ ୫୮୨୧୦୨ ୮୪ ୧୬୨୮୬
୨୯ ରାଜସ୍ଥାନ ୨୬୮ ୯୪୪୩୮୪ ୪୦ ୮୯୫୩
୩୦ ସିକ୍କିମ୍ ୩୧୧୭ ୨୨୪୦୬ ୧୯୮ ୩୩୩
୩୧ ତାମିଲନାଡୁ ୨୧୫୨୧ ୨୪୯୮୨୮୯ ୨୩୯୪ ୩୩୯୯୫ ୨୯
୩୨ ତେଲେଙ୍ଗାନା ୯୩୧୪ ୬୨୯୯୮୬ ୫୭୮ ୩୭୯୩
୩୩ ତ୍ରିପୁରା ୩୮୬୧ ୭୩୧୭୭ ୨୬୭ ୭୫୦
୩୪ ଉତ୍ତରାଖଣ୍ଡ ୬୭୨ ୩୩୩୯୦୧ ୪୭ ୭୩୬୧
୩୫ ଉତ୍ତରପ୍ରଦେଶ ୭୬୮ ୧୬୮୪୭୯୦ ୧୧୬ ୨୨୭୫୫
୩୬ ପଶ୍ଚିମବଙ୍ଗ ୧୧୩୭୦ ୧୪୯୬୨୯୪ ୮୧୧ ୧୮୧୦୯ ୧୪
ମୋଟ ୪୦୩୮୪୦ ୩୦୭୦୧୬୧୨ ୩୮୪୬୫ ୪୨୨୬୬୨ ୬୪୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.