Home Top News ଅଚାନକ ବଡ଼ ସହରରେ ବହିଲା ସମୁଦ୍ର : ଭାସିଗଲା କାର ସମେତ ବହୁକିଛି, ଦେଖନ୍ତୁ ଭିଡ଼ିଓ

ଅଚାନକ ବଡ଼ ସହରରେ ବହିଲା ସମୁଦ୍ର : ଭାସିଗଲା କାର ସମେତ ବହୁକିଛି, ଦେଖନ୍ତୁ ଭିଡ଼ିଓ

102

ଇସ୍‌ଲାମାବାଦ୍‌/ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) ପାକିସ୍ଥାନର ଇସ୍‌ଲାମାବାଦ୍‌ ସହରରେ ଫାଟିଲା ବାଦଲ। ଚାହୁଁଚାହୁଁ ସହର ଏକ ସମୁଦ୍ରରେ ପରିଣତ ହୋଇଗଲା। ରୋଡ୍‌ରେ ଭାଙ୍ଗିଲା ଲହଡ଼ି। ବହିଲା ପ୍ରବଳ ସୂଅ। ଏହି ଘଟଣା କୌଣସି ପାହାଡ଼ିଆ ଅଞ୍ଚଳରେ ନୁହେଁ। ଏହା ଘଟିଛି ପାକିସ୍ଥାନର ସହର ଇସ୍‌ଲାମାବାଦ୍‌ ରେ । ଚାହୁଁଚାହୁଁ କେତେକ କାର ବହିବାରେ ଲାଗିଲେ। ଏହା ଏକ ବ୍ରେକିଂ ଖବର। ବର୍ରମାନ ପର୍ଯ୍ୟନ୍ତ ହତାହତର ଖବର କିମ୍ବା କ୍ଷୟକ୍ଷତିର ଖବର ଆସିନାହିଁ। କିନ୍ତୁ ଜଳ ସ୍ରୋତରୁ ଲାଗୁଛି ଯେ, ଅନେକ କିଛି କ୍ଷତି ହୋଇଥାଇପାରେ। ଦେଖନ୍ତୁ ଭିଡ଼ିଓ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.