Home Coronavirus Outbreak ଦେଶରେ ବଢିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୪୦...

ଦେଶରେ ବଢିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୪୦ ମୃତ

37

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଦେଶରେ ବଢିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୯୯,୪୩୬ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୦୬,୬୩,୧୪୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୭୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪,୮୪,୬୦୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧,୩୩୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୪୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୨୨,୦୨୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୭%

ଆରୋଗ୍ୟ ହୋଇଛନ୍ତି ୯୭.୩୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୩୬% ରେ ଅଛି।

ଦୈନିକ ସକରାତ୍ମକତା ହାର ୨.୫୧% ରେ, ୩% ରୁ କମ୍।

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୪, ୬୧, ୫୬, ୬୫୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୦, ୦୨, ୩୫୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୨ ୭୩୮୯ ୧୨୯
ଆନ୍ଧ୍ରପ୍ରଦେଶ ୨୦୯୬୫ ୧୯୨୩୬୭୫ ୨୩୦୪ ୧୩୨୯୨ ୧୯
ଅରୁଣାଚଳ ପ୍ରଦେଶ ୪୨୮୭ ୪୨୨୯୨ ୪୭୨ ୨୨୧
ଆସାମ ୧୫୦୩୫ ୫୪୧୨୪୦ ୧୩୧୨ ୫୧୮୦ ୧୮
ବିହାର ୪୮୪ ୭୧୪୪୭୪ ୫୧ ୯୬୩୯
ଚଣ୍ଡିଗଡ଼ ୩୭ ୬୧୦୯୨ ୮୦୯
ଛତିଶଗଡ ୨୩୯୦ ୯୮୫୫୭୮ ୨୫୪ ୧୩୫୧୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୪୪ ୧୦୫୯୧
ଦିଲ୍ଲୀ ୫୭୦ ୧୪୧୦୪୧୦ ୪୨ ୨୫୦୪୬
୧୦ ଗୋଆ ୧୧୩୦ ୧୬୬୪୫୯ ୧୫୧ ୩୧୪୦
୧୧ ଗୁଜୁରାଟ ୨୮୫ ୮୧୪୪୧୩ ୫୭ ୧୦୦୭୬
୧୨ ହରିୟାଣା ୭୦୧ ୭୫୯୪୭୧ ୩୪ ୯୬୨୪
୧୩ ହିମାଚଳ ପ୍ରଦେଶ ୯୨୩ ୨୦୦୯୪୨ ୧୧୬ ୩୫୧୮
୧୪ ଜାମ୍ମୁ କାଶ୍ମୀର ୧୧୨୪ ୩୧୫୩୬୭ ୧୮୩ ୪୩୭୫
୧୫ ଝାଡଖଣ୍ଡ ୨୪୭ ୩୪୧୬୫୦ ୩୭ ୫୧୨୫
୧୬ କର୍ଣ୍ଣାଟକ ୨୨୫୧୦ ୨୮୩୮୭୧୭ ୨୦୩୯ ୩୬୪୩୭ ୩୨
୧୭ କେରଳ ୧୪୫୮୭୬ ୩୧୪୩୦୪୩ ୧୩୪୧୫ ୧୬୩୨୬ ୧୫୬
୧୮ ଲଦାଖ ୭୦ ୨୦୦୩୭ ୨୦୭
୧୯ ଲକ୍ଷଦୀପ ୮୨ ୧୦୦୧୮ ୪୯
୨୦ ମଧ୍ୟପ୍ରଦେଶ ୧୩୮ ୭୮୧୧୧୭ ୧୩ ୧୦୫୧୨
୨୧ ମହାରାଷ୍ଟ୍ର ୮୫୪୪୭ ୬୦୫୮୭୫୧ ୧୨୬୪୫ ୧୩୧୮୫୯ ୨୫୪
୨୨ ମଣିପୁର ୧୦୮୦୨ ୮୨୫୨୧ ୮୭୬ ୧୪୯୮ ୧୧
୨୩ ମେଘାଳୟ ୫୩୩୨ ୫୬୧୦୧ ୪୫୩ ୧୦୪୦
୨୪ ମିଜୋରାମ ୧୦୯୨୪ ୨୪୨୩୩ ୪୨୨ ୧୪୦
୨୫ ନାଗାଲାଣ୍ଡ ୧୩୧୬ ୨୫୬୦୬ ୪୫ ୫୫୦
୨୬ ଓଡ଼ିଶା ୧୫୮୩୦ ୯୪୯୩୫୦ ୧୯୬୯ ୫୬୩୪ ୬୦
୨୭ ପୁଡୁଚେରୀ ୯୨୩ ୧୧୭୮୧୬ ୯୮ ୧୭୯୧
୨୮ ପଞ୍ଜାବ ୫୮୩ ୫୮୨୦୧୮ ୯୩ ୧୬୨୮୧
୨୯ ରାଜସ୍ଥାନ ୨୭୮ ୯୪୪୩୪୪ ୩୪ ୮୯୫୩
୩୦ ସିକ୍କିମ୍ ୩୦୭୫ ୨୨୨୦୮ ୧୭୦ ୩୩୩
୩୧ ତାମିଲନାଡୁ ୨୨୧୮୮ ୨୪୯୫୮୯୫ ୨୩୧୨ ୩୩୯୬୬ ୨୯
୩୨ ତେଲେଙ୍ଗାନା ୯୨୩୭ ୬୨୯୪୦୮ ୭୨୯ ୩୭୯୧
୩୩ ତ୍ରିପୁରା ୩୭୫୪ ୭୨୯୧୦ ୩୪୪ ୭୪୮
୩୪ ଉତ୍ତରାଖଣ୍ଡ ୬୫୯ ୩୩୩୮୫୪ ୭୩ ୭୩୬୧
୩୫ ଉତ୍ତରପ୍ରଦେଶ ୭୯୮ ୧୬୮୪୬୭୪ ୭୩ ୨୨୭୫୪
୩୬ ପଶ୍ଚିମବଙ୍ଗ ୧୧୩୮୦ ୧୪୯୫୪୮୩ ୮୩୮ ୧୮୦୯୫ ୧୦
ମୋଟ ୩୯୯୪୩୬ ୩୦୬୬୩୧୪୭ ୪୧୬୭୮ ୪୨୨୦୨୨ ୬୪୦

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.