ଇସ୍ଲାମାବାଦ୍/ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) ପାକିସ୍ଥାନର ଇସ୍ଲାମାବାଦ୍ ସହରରେ ଫାଟିଲା ବାଦଲ। ଚାହୁଁଚାହୁଁ ସହର ଏକ ସମୁଦ୍ରରେ ପରିଣତ ହୋଇଗଲା। ରୋଡ୍ରେ ଭାଙ୍ଗିଲା ଲହଡ଼ି। ବହିଲା ପ୍ରବଳ ସୂଅ। ଏହି ଘଟଣା କୌଣସି ପାହାଡ଼ିଆ ଅଞ୍ଚଳରେ ନୁହେଁ। ଏହା ଘଟିଛି ପାକିସ୍ଥାନର ସହର ଇସ୍ଲାମାବାଦ୍ ରେ । ଚାହୁଁଚାହୁଁ କେତେକ କାର ବହିବାରେ ଲାଗିଲେ। ଏହା ଏକ ବ୍ରେକିଂ ଖବର। ବର୍ରମାନ ପର୍ଯ୍ୟନ୍ତ ହତାହତର ଖବର କିମ୍ବା କ୍ଷୟକ୍ଷତିର ଖବର ଆସିନାହିଁ। କିନ୍ତୁ ଜଳ ସ୍ରୋତରୁ ଲାଗୁଛି ଯେ, ଅନେକ କିଛି କ୍ଷତି ହୋଇଥାଇପାରେ। ଦେଖନ୍ତୁ ଭିଡ଼ିଓ
This E-11 #Islamabad, the capital of Pakistan after rain, see how vehicles are swimming on the roads. Why are the media channels, PTI & MQM are silent on this who use to demand resignations from CM Sindh when it rains in Sindh. pic.twitter.com/Gr21kmo94M
— Abdul Majid Kalwar (@Majid_PSF) July 28, 2021
https://twitter.com/Shehzadaleraja/status/1420256982192336906