Home Top News ଭଦ୍ରକ: ଲାଞ୍ଚ ମାଗି ଚାନ୍ଦବାଲି ଥାନା ଏଏସ୍ଆଇ ନିଲମ୍ବିତ

ଭଦ୍ରକ: ଲାଞ୍ଚ ମାଗି ଚାନ୍ଦବାଲି ଥାନା ଏଏସ୍ଆଇ ନିଲମ୍ବିତ

65

ଭଦ୍ରକ: ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି ଚାନ୍ଦବାଲି ଥାନା ଏଏସଆଇ ହରେକୃଷ୍ଣ ପାଢ଼ୀ। ଏକ ମାମଲା ରଫାଦଫା କରିବାକୁ କରିବାକୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ସହିତ ଚିଙ୍ଗୁଡ଼ି ମାଛ ମାଗୁଥିଲେ ହରେକୃଷ୍ଣ ପାଢ଼ୀ। ଏ’ନେଇ ଏକ ଅଡ଼ିଓ ଭାଇରାଲ୍ ହୋଇଛି। ଲାଞ୍ଚ ମାଗିବା ନେଇ ଫୋନ ଅଡିଓ ଭାଇରାଲ୍ ହେବା ପରେ ହରେକୃଷ୍ଣଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସପି। ଅଭିଯୋଗ ଅନୁସାରେ ଜଣେ ଅଭିଯୁକ୍ତ ନାଁ’ରେ ଥିବା ମାମଲା ରଫାଦଫା କରିବାକୁ ଲାଞ୍ଚ ମାଗୁଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଘଟଣାର ତଦନ୍ତ କରି ଏଏସଆଇ ହରେକୃଷ୍ଣ ପାଢୀଙ୍କୁ ନିଲମ୍ବନ କରିଛନ୍ତି ଏସପି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.