Home ଓଡ଼ିଶା ସଙ୍ଗଠିତ ଗ୍ରୁପ ଏ ଚାକିରି (ଓଜିଏଏସ)କୁ ଗ୍ରୁପ ଏ କାର୍ଯ୍ୟନିର୍ବାହୀ କ୍ୟାଡର ଅଧିକାରୀରେ ପରିବର୍ତିତ କରିବା...

ସଙ୍ଗଠିତ ଗ୍ରୁପ ଏ ଚାକିରି (ଓଜିଏଏସ)କୁ ଗ୍ରୁପ ଏ କାର୍ଯ୍ୟନିର୍ବାହୀ କ୍ୟାଡର ଅଧିକାରୀରେ ପରିବର୍ତିତ କରିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

268

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) କେନ୍ଦ୍ରୀୟ ସଶସ୍ତ୍ର ପୋଲିସର (ସିଏପିଏଫ) ସଙ୍ଗଠିତ ଗ୍ରୁପ ଏ ଚାକିରି (ଓଜିଏଏସ)କୁ ଗ୍ରୁପ ଏ କାର୍ଯ୍ୟନିର୍ବାହୀ କ୍ୟାଡର ଅଧିକାରୀରେ ପରିବର୍ତିତ କରିବା ଏବଂ ଅଣ-କାର୍ଯ୍ୟକାରୀ ଆର୍ଥିକ ଉନ୍ନୟନ (ଏନଏଫଏଫୟୁ) ଓ ଅଣ-କାର୍ଯ୍ୟକାରୀ ଚୟନ ଗ୍ରେଡ (ଏନଏଫଏସଜି)କୁ ସମ୍ପସାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଲାଭ:

କ. ଏହାଫଳରେ ଯୋଗ୍ୟ ସିଏପିଏଫର ଗ୍ରୁପ ଏ କାର୍ଯ୍ୟନିର୍ବାହୀ କ୍ୟାଡର ଅଧିକାରୀ ମାନଙ୍କୁ ଏନଏଫଏଫୟୁ ଅନୁଦାନ ମିଳିବ।
ଖ. ଏହି ନିଷ୍ପତି ଫଳରେ ନିର୍ଦ୍ଦେଶାବଳୀ ଅନୁଯାୟୀ ସିଏପିଏଫର ଗ୍ରୁପ ଏ କାର୍ଯ୍ୟନିର୍ବାହୀ କ୍ୟାଡର ଅଧିକାରୀ ମାନଙ୍କୁ ଏନଏଫଏସଜିର ୩୦ ପ୍ରତିଶତ ବୃଦ୍ଧି ହାର ଅନୁଯାୟୀ ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.