Home ଅପରାଧ କାବୁଲରେ ଆତ୍ମଘାତୀ ଆକ୍ରମଣ: ୪୮ ମୃତ

କାବୁଲରେ ଆତ୍ମଘାତୀ ଆକ୍ରମଣ: ୪୮ ମୃତ

161

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଦୁଇଟି ଆତ୍ମଘାତୀ ଆକ୍ରମଣ ହୋଇଛି।ପରବନ ପ୍ରାନ୍ତରେ ରାଷ୍ଟ୍ରପତି ଅସରଫ ଗନୀ ଏକ ଜନସଭାରେ ଯୋଗ ଦେଇଥିବା ବେଳେ ତାଙ୍କୁ ଲକ୍ଷ କରି ଏକ ଆକ୍ରମଣ କରାଯାଇଥିଲା ଯେଉଁଥିରେ ୨୬ରୁ ଉର୍ଦ୍ଦ୍ଵ ଲୋକଙ୍କର ମୃତ୍ୟୁ ଘଟିଛି।କିନ୍ତୁ ଅସରଫ ଗନୀ ସୁରକ୍ଷିତ ଅଛନ୍ତି।ସେହିପରି ଆମେରିକା ଦୂତବାସ ନିକଟରେ ଆଉ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି।ଯେଉଁଥିରେ ୨୨ରୁ ଉର୍ଦ୍ଧ୍ଵ ଲୋକଙ୍କର ମୃତ୍ୟୁ ଘଟିଛି।ଉଭୟ ଘଟଣାରେ ଅନେକ ଆହତ ହୋଇଛନ୍ତି।ମୋଟର ସାଇକେଲରେ ବିସ୍ଫୋରକ ଧରି ଆତଙ୍କି ହଠାତ୍ ପଶି ଯାଇ ଏହି ଆତ୍ମଘାତୀ ଆକ୍ରମଣ କରିଥିଲେ।ଉଭୟ ଆକ୍ରମକଣ ଘଟଣା ପାଇଁ ତାଲିବାନ ନିଜକୁ ଦାୟୀ କରିଛି//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.