Snigdha Ray
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସାଂସ୍କୃତିକ ପ୍ରତିଯୋଗିତା
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାସ୍ତରରେ ପାଳିତ ହେବାକୁ ଥିବା ୭୮ତମ ସ୍ୱାଧୀନତା ଦିବସ ସମାରୋହ ଉପଲକ୍ଷେ ଦେଶାତ୍ମବୋଧ ବା ସାମାଜିକ ମୂଲ୍ୟବୋଧ ଆଧାରରେ ସଂସ୍କୃତି...
ଘରେ ଘରେ ଉଡ଼ିବ ତ୍ରିରଙ୍ଗା, ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି...
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହରଘର ତ୍ରିରଙ୍ଗା କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦେଶତମା୍ମ ପ୍ରତ୍ୟେକ...
ଧାମରା ରେଳପଥରୁ ଲୁହା ଚୋରୀ କରୁଥିବା ଯୁବକ ଗିରଫ
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ରେଳପଥରୁ ଲୁହା ଚୋରୀ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ମିଳିଥିବା ଖବର ଅନୁଯାଇ...
ସର୍ପାଘାତରେ ମହିଳାଙ୍କ ମୃତ୍ୟୁ
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଲରେ କାମ କରୁଥିବା ବେଳେ ସର୍ପାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା ଥାନା...
ଧାମରାରେ କମୁଛି ଭୂତଳ ଜଳ, ଜଙ୍ଗଲ ଜମିରେ ଗଭୀର ନଳକୂପ ବସାଇ ମାଲେମାଲ ଅସାଧୁ...
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ କାଳିନାଳୀ ଠାରେ ଜଙ୍ଗଲ ଜମିରେ ଗଭୀର ନଳକୂପ ବସାଇ ଚାଲିଛି ପାଣି ବେପାର । ଏହି...
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ଚିନ୍ତା, ସୁରକ୍ଷା ଖୋଜୁଛନ୍ତି ସ୍ଥାୟୀ ବାସିନ୍ଦା
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଶାନ୍ତ ବାଲାଁଦେଶ । ଛନକା ପଶୁଛି ବଙ୍ଗୋପସାଗର ଉପକୂଳ ବାସୁଦେବପୁର ଅଂଚଳରେ । ପୁର୍ବରୁ ବାସୁଦେବପୁର ବ୍ଲକ ଅଧିନ କେତୋଟି ପଂଚାୟତରେ...
ଧାମନଗର ଏନଏସି ଅଂଚଳରେ ବାଦ୍ ପଡିଥିବା ସଫେଇ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଦାବିକଲେ ପାରିଷଦ
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଏନଏସି ଅଧୀନରେ ଥିବା ୫୧ ଜଣ ସଫେଇ କର୍ମଚାରୀ ଚୁକ୍ତି ଅନୁଯାୟୀ ଠିକା ସଂସ୍ଥା ବଦଳିବା ପରେ ନୂତନ...
ପ୍ରଶାସନର ଅପାରଗତାରୁ ଲୋକେ ମରାମତି କଲେ ରାସ୍ତା
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବଦଳିଛି ସରକାର । କିନ୍ତୁ ବଦଳିନାହିଁ ସରକାରୀ ବାବୁଙ୍କର କାମ କରିବାର ଢାଂଚା । ସେମାନେ ମୋଟା ଅଂକର ଦରମା ନେଉଛନ୍ତି,...
କୁକୁରକୁ ନିଦ ମେଡିସିନ୍ ଦେଇ ଘରେ କଳାକନା ବୁଲାଇଲେ ଲୁଟେରା
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭିନ୍ନ ବ୍ୟବସାୟ ଆଳରେ ବାହାର ରାଜ୍ୟରୁ ଆସୁଥିବା ବହୁ ଲୁଟେରାଙ୍କର ଭୂସ୍ୱର୍ଗ ଏବେ ପାଲଟିଛି ଭଦ୍ରକ ସହରାଂଚଳର ଚରମ୍ପା । ଏହି...
ଭଦ୍ରକ ସହରାଂଚଳ ପୁଲିସ୍ର ସଫଳତା, ଧରାପଡିଲେ ଦୁଇ ବାଇକ୍ ଚୋର, ୧୨ ବାଇକ୍ ଜବତ
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରାଂଚଳ ପୁଲିସ୍କୁ ମିଳିଛି ବଡ ସଫଳତା । ବିଭିନ୍ନ ସମୟରେ ସହରରେ ଚୋରି ହୋଇଥିବା ବାଇକ୍ ସମେତ ୨ ଚୋରଙ୍କୁ...
ଉତ୍କଳ ସାମ୍ବାଦିକ ସଂଘ ଭଦ୍ରକ ଜିଲାର ସାଙ୍ଗଠନିକ ବୈଠକ
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍କଳ ସାମ୍ବାଦିକ ସଂଘ ଭଦ୍ରକ ଜିଲାର ସାଙ୍ଗଠନିକ ବୈଠକ ଦର୍ଶନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସାମ୍ବାଦିକ ସଂଘ...
ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନର ୧୪ତମ ଅଧିଷ୍ଠାନ ଦିବସ
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ‘ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ’ ର ୧୪ତମ ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି ।...
ଗାନ୍ଧୀ ବାଳାଶ୍ରମରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ଆଜି ଏକ ସଚେତନତା ସଭା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର...
ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ଅଧ୍ୟକ୍ଷ ସଂଗ୍ରାମକେଶରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ମଳିକ ସାହି ସରକାରୀ ଉଚ୍ଚ ବିଦ୍ୟାଳୟ, ବରାଳପୋଖରୀ,...
ଦେଶାତ୍ମବୋଧକ ସଙ୍ଗୀତ ଓ ସାଧାରଣଜ୍ଞାନ ପ୍ରତିଯୋଗିତା
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସାଳନ୍ଦୀ ହସ୍ପିଟାଲର ପୃଷ୍ଠପୋଷକତାରେ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ...
ଶବର ଜନ ଜାତିର ମାନ୍ୟତା ନେଇ ଖବରଦାତା ସମ୍ମୀଳନି, ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ରାଜ୍ୟ ଉତ୍କଳ ଶବର ମହାସଂଘ ପକ୍ଷରୁ ଭଦ୍ରକ ଜିଲ୍ଲା ବନ୍ତ ଜଳ ସେଚନ କାର୍ଯ୍ୟାଳୟ ପରିସରରେ ଖବର ଦାତା ସମ୍ମୀଳନି...
ତିହିଡି ବଜାର ଉଭୟ ପାଶ୍ୱର୍ ଦୋକାନ ହେବ ଉଚ୍ଛେଦ, ତିନିଦିନ ମଧ୍ୟରେ ଜାଗା ଖାଲି...
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାର ସରକାରୀ ଜାଗା ଜବର ଦଖଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ମୁତାବକ ପ୍ରଶାସନ ମୁଖ୍ୟତଃ...
ଖାଉଟିଙ୍କୁ ଘାରିଛି ଆଳୁ ଚିନ୍ତା, କିଲୋ ପ୍ରତି ୬୦ଟଙ୍କାରେ ବିକ୍ରି ହେଉଛି ଆଳୁ
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ତିହିଡି ବଜାରରେ ଏବେ ଆଳୁ ଖାଉଟିମାନଙ୍କ ପାଇଁ ସାତ ସପନ ହୋଇଛି । ଆଳୁ...
ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ ସଂପନ୍ନ ହେଲା ସୁଶାନ୍ତଙ୍କ ମରଶରୀର
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ନିର୍ବାଚନ ମଣ୍ଡଳୀର ଜଣେ ଜଣାଶୁଣା ଯୁବ ପ୍ରତିଭା ବିଜୁ ଜନତା ଦଳର ଜିଲା ସଂପାଦକ, କଟସାହି ସେବା ସମବାୟ ସମିତିର...
ବସୁଧା ଯୋଜନାରେ କୋଳେଇପଦା ଲୋକେ ପାଉନାହାଁନ୍ତି ପାଣି
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ର ଅଧିକାଂଶ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବେ ଅକାମୀ ହୋଇପଡିଛି । ରାଜ୍ୟ ତଥା କେନ୍ଦ୍ର...
























