Home Authors Posts by Sanjay Kumar Panigrahi

Sanjay Kumar Panigrahi

692 POSTS 0 COMMENTS

ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗର ଓଭରସିୟର : ବିଲ୍ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ...

0
ବାଲିଗୁଡ଼ା, ୨୧/୦୧.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗର ଓଭରସିୟର ବଟକୃଷ୍ଣ କଟା। ଆମ୍ବ ବଗିଚା ବିଲ୍ କରାଇଦେବା ପାଇଁ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ମାଲେବାଡ଼ି ଗ୍ରାମର...

ଆମ ପୋଲିସ ସମିତି ବୈଠକ :ଅଞ୍ଚଳବାସୀ ନିଜେ ସଚେତନ ରହିଲେ ପୋଲିସ ସୁରକ୍ଷା ଆବଶ୍ୟକ...

0
ବାଲିଗୁଡା, ୨୧/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ଥାନା ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପୁଲିସ ସମିତି ବୈଠକ...

କନ୍ଧମାଳ ଟ୍ରାଫିକ ପୋଲିସର ମହାନତା :ରାସ୍ତାରୁ ବାଲି ସଫା କରି ପ୍ରଶଂସା ସାଉଁଟିଲେ

0
କନ୍ଧମାଳ, ୨୧/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ରାସ୍ତା ମରାମତି ପରେ ଉଠି ନଥିଲା ବାଲି। ଏଥିପାଇଁ ଗାଡିର ଚକା ଖସି ଅନେକ ଛୋଟ ମୋଟ ଦୁର୍ଘଟଣା ବି ଘଟୁଥିଲା। ଗାଡି ଚାଲିବା...

ବସଷ୍ଟାଣ୍ଡ ଭିତରେ ନିଆଁ ଲାଗି ଜଳିଗଲା ମିନିବସ

0
ବାଲିଗୁଡା, ୨୧/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରିର ନୂଆ ବସଷ୍ଟାଣ୍ଡ ପରିସରରେ ଥିବା ଏକ ମିନିବସରେ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି। ଜି.ଉଦୟଗିରି ଶ୍ରୀରାମପଦା...

ସରକାରୀ ପ୍ରୋତ୍ସାହନ ଅଭାବ : କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ କାଠ ମୁଖା ଲଙ୍କା ପୋଡି...

0
କନ୍ଧମାଳ, ୨୦/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ଲୋକକଳାକୁ ବଞ୍ଚାଇ ରଖିବାକୁ ନାନା ପ୍ରକାର ଯୋଜନା ଓ ପ୍ରୋତ୍ସାହନର ବ୍ୟବସ୍ଥା କରୁଛନ୍ତି। ମାତ୍ର ଜିଲ୍ଲାସ୍ତରରେ ପ୍ରାଚୀନ ଲୋକକଳା କିଭଳି ଅବହେଳିତ ଓ...

ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ନଗର ଓ ବ୍ଳକ ବିଜେଡିର ଅଭିନନ୍ଦନ

0
ବାଲିଗୁଡା, ୨୦/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ମହାମାରୀ କରୋନାର ସୁପରିଚାଳନା ଓ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକୁ ସଫଳତାର ସହ କାର୍ୟ୍ୟକାରୀ କରିଥିବାରୁ ସର୍ଭେ ଅନୁସାରେ ଭାରତ ବର୍ଷର ସର୍ବଶ୍ରେଷ୍ଠ...

ମାତିଲେ ଲୁଟେରା, ଅଟୋରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ : ଅଧା ବାଟରୁ ମଟର...

0
ବାଲିଗୁଡା, ୨୦/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଚଳନ୍ତା ଅଟୋରୁ ଦୁଇ ଜଣ ଦୁର୍ବୁତ୍ତ ହୋଣ୍ଡା ୟୁନିକନ ବାଇକରେ ଆସି ଲୁଟିନେଲେ ୫୦ ହଜାର ଟଙ୍କା। ତାହା ପୁଣି ଶିକ୍ଷୟତ୍ରୀଙ୍କ ଠାରୁ। ଘଟଣା...

ସ୍ୱାମୀର ଚିକିତ୍ସା ପାଇଁ ତହସିଲଦାରଙ୍କ ନିକଟରେ ସ୍ତ୍ରୀର ଆକୁଳ ନିବେଦନ

0
କନ୍ଧମାଳ, ୨୦/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ସବୁଠି ନିରାଶ ହେବା ପରେ ଏବେ ରୋଗୀଣା ସ୍ୱାମୀର ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ପତ୍ନୀ ରଶ୍ମିତା। ରାଜ୍ୟର ପ୍ରମୁଖ ତିନୋଟି ବଡ଼...

ବାଲିଗୁଡ଼ା ଏନ୍‌ଏସିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ

0
ବାଲିଗୁଡା, ୨୦/୦୧ (ଓଡ଼ିଆ ପୁଅ/ ସଞ୍ଜୟ କୁମାର ପାଣିଗ୍ରାହୀ) ଗାଁ ଠୁ ସହର ସବୁଠି ଜାରି ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା। ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଅଞ୍ଚଳରେ ପାଖାପାଖି...

ଦୁର୍ଗମ ଅଞ୍ଚଳ ବୁଲିଲେ ପୂର୍ବତନ ବିଧାୟକ: ଶୁଣିଲେ କୁଟିଆ କନ୍ଧଙ୍କ ଗୁହାରୀ

0
ବାଲିଗୁଡା, ୧୮/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବିଳମ୍ବରେ ହେଲେ ବି ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା କରେନ୍ଦ୍ର ମାଝି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ତୁମୁଡିବନ୍ଧ...

ସାହିତ୍ୟିକ ଅକ୍ଷୟ କର୍ଣ୍ଣ ହେଲେ ଓଡିଶା ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ

0
କନ୍ଧମାଳ, ୧୮/୦୧ (ଓଡ଼ିଆ ପୁଅ ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘର କନ୍ଧମାଳ ଜିଲା ସଭାପତି ତଥା କବି, ଲେଖକ ଓ ସାହିତ୍ୟିକ ଅକ୍ଷୟ କର୍ଣ୍ଣ ରାଜ୍ୟ...

କନ୍ଧମାଳକୁ ପୁଣି ଲେଉଟିଲା ପ୍ରବଳ ଶୀତ ସହ ଘନ କୁହୁଡି :ଜନ ଜୀବନ ଅସ୍ତବ୍ୟସ୍ତ

0
କନ୍ଧମାଳ, ୧୮/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର କାଶ୍ମୀର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ପୁଣି ଶୀତରେ ଥରୁଛି। ଦୁଇଦିନ ହେବ ହଠାତ୍ ଦାରିଙ୍ଗବାଡ଼ିରେ ତାପମାତ୍ରା ହ୍ରାସ ପାଇ ୮ଡିଗ୍ରି ସେଲ୍‌ସିୟସ୍‌ରେ ପହଁଚିଛି।...

ଓୟୁଜେ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ

0
କନ୍ଧମାଳ, ୧୮/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଓୟୁଜେ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଫୁଲବାଣୀ ସ୍ଥିତ ନେଚର୍ ରିଟ୍ରୀଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ପଞ୍ଚମ ସହିଦ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଟିକାବାଲି ଟିମ୍ ଚାମ୍ପିୟନ

0
କନ୍ଧମାଳ, ୧୪/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ସହିଦ୍ ଯୋଦ୍ଧାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ରିଜର୍ଭ ଗ୍ରାଉଣ୍ଡଠାରେ ଚାଲିଥିବା ପଞ୍ଚମ ସହିଦ୍ ମୋମେରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇଯାଇଛି।...

ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କଲେ ୟୁଥ ଅଫ କନ୍ଧମାଳ

0
କନ୍ଧମାଳ, ୧୪/୦୧ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଥିବା ଗରିବ ବୃଦ୍ଧବୃଦ୍ଧା କୁ ୟୁଥ ଅଫ କନ୍ଧମାଳ ପକ୍ଷରୁ ମାଗଣାରେ କମଳ ପ୍ରଦାନ କରାଯାଇଛି ବିଶେଷକରି...

ଗଛ ଓ ପୋଷ୍ଟର ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ: ଯାତାୟତ ବାଧାପ୍ରାପ୍ତ

0
ବାଲିଗୁଡ଼ା, ୨୮/୧୨ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଂଗଠନ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ରଡ଼ିଗୁମା ନିକଟରେ...

କନ୍ଧମାଳର ୪ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସଓ ପ୍ରମାଣପତ୍ର ମିଳିବା ବିଷୟ : ଜିଲା ପ୍ରଶାସନକୁ ଅଭିନନ୍ଦନ...

0
କନ୍ଧମାଳ, ୨୮/୧୨ ( ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପାଇଁ ୪ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଇଏସ୍‌ଓ ୯୦୦୧:୨୦୧୫ ପ୍ରମାଣପତ୍ର ପାଇଛି। ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନକୁ...

ମଣ୍ଡିରେ ଧାନ ରଖୁ ନ ଥିବା ଅଭିଯୋଗ, ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ

0
କନ୍ଧମାଳ, ୨୮/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ୨୨ଟି ସ୍ଥାନରେ ଧାନମଣ୍ଡି ଖୋଲାଯାଇଛି। କିନ୍ତୁ ଜିଲାର ଅନେକ ମଣ୍ଡିରେ ଦାୟିତ୍ୱରେ...

ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0
ବାଲିଗୁଡା, ୨୮/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଜି.ଉଦୟଗିରି ବ୍ୟବସାୟୀ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ...

ଅସମ୍ଭାଳ ଶୀତରେ ଗଛତଳେ ପରିବାର ଘଟଣା – ସହଯୋଗର ହାତ ବଢାଇଲା ଟିମ୍‍ହ୍ୟୁମାନିଟି

0
ବାଲିଗୁଡା, ୨୯/୧୨ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଶୀତ ଏଭଳି ହେଉଛି ଯେ ଜିଲାର ବିଭିନ୍ନ ସ୍ଥାନରେ...