Sanjay Kumar Panigrahi
କୋରନା ମହାମାରୀ ସମୟରେ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଷ୍ଟରରେ ଆହ୍ୱାନ
ବାଲିଗୁଡା, ୧୧/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସମଗ୍ର କନ୍ଧମାଳ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣ ରୁ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ସ୍ୱରୂପ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜାରୀ...
କନ୍ଧମାଳର ଚିନ୍ତା ବଢ଼ାଉଛି ପଡୋଶୀ ଗଞ୍ଜାମ ଜିଲ୍ଲା – କନ୍ଧମାଳର ସମସ୍ତ ପ୍ରବେଶ ପଥରେ...
ବାଲିଗୁଡା, ୧୨/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ସଂକ୍ରମଣରେ ଗଞ୍ଜାମ ଜିଲା ରେକର୍ଡ ଭାଙ୍ଗିଛି। ସୁରଟରେ ଥିବା ପ୍ରବାସୀ ଓଡିଆ ଫେରିବା ପରେ ସେମାନଙ୍କ ମଧ୍ୟରୁ ଶତାଧିକ ସଂକ୍ରମିତ ହେବା ସହ...
ଲକ୍ଡାଉନରେ ରୋଜଗାର ଦେଉଛି ଏମ୍ଜିଏନ୍ଆର୍ ଇଜିଏସ – ଲକ୍ଡାଉନରେ ରୋଜଗାର ଦେଉଛି ଏମ୍ଜିଏନ୍ଆର୍ଇଜିଏସ୍ଲକ୍ଡାଉନରେ ରୋଜଗାର...
ବାଲିଗୁଡା, ୯/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଲକ୍ଡାଉନ ପରେ କାମଧନ୍ଦା ବନ୍ଦ ଯୋଗୁ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକେ ବେଶି ପ୍ରଭାବିତ ହୋଇଛନ୍ତି। ମାତ୍ର ନିୟମ କୋହଳ କରି ଏବେ...
ଭାରସାମ୍ୟ ହରାଇ ଗଛକୁ ପିଟିଲା ମିନି କଣ୍ଟେନର : ଡ୍ରାଇଭର ଗୁରୁତର
ବାଲିଗୁଡା, ୬/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର କୁର୍ତ୍ତମଗଡ଼ ପନ୍ଦରମାଇଲ୍ ନିକଟରେ ମିନି କଣ୍ଟେନର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ବ୍ରହ୍ମପୁର ରୁ ତୁମୁଡ଼ିବନ୍ଧ...
୧୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଜିଲ୍ଲାପାଳ ଉଦ୍ଧାର କଲେ
ବାଲିଗୁଡା,୬/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ପ୍ରବାସୀ ଓଡ଼ିଆ ଆନ୍ଧ୍ର ପ୍ରଦେଶରୁ ଚାଲି ଚାଲି ବ୍ରହ୍ମପୁର ଆସିବା ପରେ ଏକ ଟ୍ରକରେ ଲିଫ୍ଟ ମାଗି ସେମାନେ କଳିଙ୍ଗାରେ ଓଲ୍ହାଇବାର ଥିଲା,...
ବଡ଼ ଦାୟିତ୍ୱ ନେବାକୁ ଚାହୁଁନି କନ୍ଧମାଳ ଜିଲ୍ଲା ପ୍ରଶାସନ : ଦୋକାନ ବଜାର ଖୋଲିବାକୁ ଅନୁମତି,...
କନ୍ଧମାଳ, ୬/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନ ବୃଦ୍ଧି କରିଛନ୍ତି। ପୂର୍ବଭଳି କଟକଣା ବତଳବତ୍ତର ରହିଥିବା...
କନ୍ଧମାଳ ପୋଲିସ ପକ୍ଷରୁ ଆଉ ଏକ ଗୀତ ରିଲିଜ୍ : ପୁଣି ସଚେତନତାର ଗୀତ...
ବାଲିଗୁଡା, ୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଖାକି ପୋଷାକ ତଳେ ଲୁଚି ରହିଛି କଳାକାରଟିଏ। ପୋଲିସ୍ ନାଁ ଶୁଣିଲେ ଲୋକେ ଭୟ କରନ୍ତି। ହେଲେ ସେଇ ଭୟର ପୋଷାକ ତଳେ ମଧ୍ୟ...
ସ୍ବେଛାସେବୀ ମହାସଂଘ ପିଏଜି ପକ୍ଷରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ବଣ୍ଟନ
ବାଲିଗୁଡା, ୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ଭାଇରସ ବର୍ତ୍ତମାନ ଓଡିଶା ରେ କାୟା ବିସ୍ତାର କରିବାକୁ ଲାଗିଲାଣି। ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ର ସଂଖ୍ୟା ଦ୍ରୁତ...
ଶହୀଦ ଦିନେଶ ମେମୋରିଆଲ ତରଫରୁ କୋଭିଡ -୧୯ ରିଲିଫଫଣ୍ଡକୁ ସହାୟତା
ବାଲିଗୁଡା, ୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) :ସାରାଦେଶ ଏବେ କରୋନା ସହିତ ଲଢୁଛି।କୋଭିଡ ର ମୁକାବିଲା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଜନସାଧାରଣଙ୍କ...
ଅଭିନବ ଉପାୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବିଜେପିର ଜନସଚେତନତା
ବାଲିଗୁଡା,୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସାରା ବିଶ୍ବରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ଭାରତ ତଥା ଓଡିଶାରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇଛି ।ସଂକ୍ରମଣକୁ ପ୍ରତିହୁତ କରିବା...
ଭୋକିଲା ପେଟରେ କରୋନା ଯୁଦ୍ଧ: ଚାକିରି ସ୍ଥାୟୀ କରିବାର ପ୍ରତିଶ୍ରୁତି ଦେଇ ଭୁଲିଗଲେ ସରକାର;...
ବାଲିଗୁଡା, ୩/୫.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆଶା ଓ ଅଙ୍ଗନବାଡି କର୍ମୀଙ୍କଠାରୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ଓ ସାମ୍ବାଦିକ ପର୍ଯ୍ୟନ୍ତ ସମସ୍ତେ କରୋନା ଲଢେଇରେ ସାମିଲ ଅଛନ୍ତି। ଜୀବନ ପ୍ରତି ବିପଦ...
କରୋନା ସଚେତନତା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଅଭିନବ ପ୍ରୟାସ : ଗୀତ...
ବାଲିଗୁଡ଼ା: ୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସାରା ବିଶ୍ବରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି। ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ...
ବାଲିଗୁଡାରେ ନିର୍ଦ୍ଦିଷ୍ଟ କମ୍ପାନୀ ଔଷଧ ମିଳୁନି: ସମସ୍ୟାରେ ମଧୁମେହ ରୋଗୀ
ବାଲିଗୁଡା, ୧/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସମଗ୍ର ବିଶ୍ୱ ରେ ମହାମାରୀ କରୋନା ବ୍ୟାପୁଥିବା ଯୋଗୁଁ ଲକ ଡାଉନ ପରିସ୍ଥିତି ଉପୁଜିଛି l ଯାହା କି, ସାମ୍ପ୍ରତିକ ପରିବେଶରେ ମଧୁମେହ ରୋଗୀଭଳି...
ଶ୍ରମିକର ସୁନେଲୀ ସ୍ୱପ୍ନ ଆଗରେ ଲକଡାଉନ ଟାଣିଛି ଲକ୍ଷ୍ମଣରେଖା। ତାଲା ଫିଟିବ, ତତଲା ଖରାରେ...
ବାଲିଗୁଡା, ୧/୫.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଭଙ୍ଗା ଚାଳ ଘରୁ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମଣିଷର ନାଁ ଶ୍ରମିକ। ଭିତରେ ଭିତରେ ନିଜ ଆଶାକୁ ଗଢୁଥିବା, ଭାଙ୍ଗୁଥିବା ଆସ୍ପର୍ଦ୍ଧାର ନାଁ ଶ୍ରମିକ। ତା...
ମା ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ତରଫରୁ ମାକ୍ସ ଆଉ ଖାଦ୍ୟ ସାମଗ୍ରୀ ବଣ୍ଟନ
ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) - ମା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ତରଫରୁ ବାଲିଗୁଡା ନାକା କେନ୍ଦ୍ର ନିକଟରେ ଉପସ୍ଥିତ ଥିବା ପୋଲିସ ବାହୀନିଙ୍କୁ ମାକ୍ସ, ସାବୁନ ଓ...
ଶ୍ରମିକଙ୍କ ପାଇଁ ମାସ୍କ ଯୋଗାଇଲେ ଏସ୍ଏଚ୍ଜି ମହିଳା
ବାଲିଗୁଡା,୩୦/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଲକ୍ଡାଉନ ସତ୍ତ୍ବେ ଏମ୍ଜିଏନ୍ଆରଇଜିଏସ୍ରେ ଶ୍ରମିକମାନେ କାମ କରିବା ପାଇଁ କଟକଣା କୋହଳ କରାଯାଇଛି। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ...
ସମସ୍ତ ଶିକ୍ଷକଙ୍କୁ ଦରମା ଦେବାକୁ ଚିଠି ଲେଖିଲେ ଜି.ଉଦୟଗିରି ବିଧାୟକ
ବାଲିଗୁଡା, ୩୦/୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଲକ୍ଡାଉନ ପରେ ଆବଶ୍ୟକ ଠାରୁ କମ୍ କର୍ମଚାରୀଙ୍କୁ ନେଇ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟ ହେଉଛି। କେତେଜଣ ଶିକ୍ଷକ ଲକ୍ଡାଉନ ଯୋଗୁ ବିଦ୍ୟାଳୟ ଛୁଟି...
ଦେଶୀ ମଦକୁ ବନ୍ଦ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ନାରୀସଂଘ
ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ବାଲିଗୁଡା ବ୍ଲକ ଅନ୍ତର୍ଗତ ବରଖମା ଗ୍ରାମରେ ଦେଶୀ ମଦକୁ ବନ୍ଦ କରିବା ପାଇଁ ନାରୀସଙ୍ଘର ତରଫରୁ ଶୋଭାଯାତ୍ରା କରାଯାଇଛି ଓ ବିକ୍ରି କରୁଥିବା...
ୱାଲ ପେଇଣ୍ଟିଙ୍ଗ ଜରିଆରେ ଲୋକଙ୍କୁ ସଚେତନ ବାଣ୍ଟୁଛନ୍ତି ସୁନୀଲ
ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁର ସୁନୀଲ ନାୟକ ଜଣେ କଳାକାର ହିସାବରେ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଆଗେଇ ଆସିଛନ୍ତି କରୋନା ନେଇ...
ଭିନ୍ନକ୍ଷମ ହେଲେ ବି ସକ୍ଷମ, ଅମ୍ବିକା ଦିଦି
ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ରାଜ୍ୟରେ କରୋନା ମହାମାରୀ ବ୍ୟାପୁଥିବା ଯୋଗୁଁ ସରକାର ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟାଳୟରେ ପାଠ...