Sanjay Kumar Panigrahi
ଗଞ୍ଜେଇ ସମେତ ୨ ଗାଡ଼ି ଜବତ, ୪ ଗିରଫ
କନ୍ଧମାଳ ୫-୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ସେହି ଅଞ୍ଚଳର ପେନାଗିରୀ ଛକ ନିକଟରୁ ଗୋଟିଏ ଟାଟା ଇଣ୍ଡିଗୋ କାର ଭିତରୁ ଦୁଇଟି ବସ୍ତାରେ...
ରୋଗ ଶଯ୍ୟାରେ ବାପ-ପୁଅ, ପାଖରେ ପହଞ୍ଚିଲେ ଯୁବ ସ୍ୱେଚ୍ଛାସେବୀ
କନ୍ଧମାଳ, ୫/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ରୋଗଶଯ୍ୟାରେ ପରିବାରର ଦୁଇ ରୋଜଗାରକ୍ଷମ ବ୍ୟକ୍ତି। ଆର୍ଥିକ ଦୁସ୍ଥିତି ଯୋଗୁଁ ହୋଇ ପାରୁନି ସେମାନଙ୍କ ଚିକିତ୍ସା। ଫଳରେ ୬ ପ୍ରାଣୀ କୁଟୁମ୍ବର ପରିବାର ଏବେ ଦୁଃଖ...
ଜଣେ କୋଭିଡ଼ ଯୋଦ୍ଧା ସମେତ ଜିଲାରେ ୨୭ ପଜିଟିଭ ଚିହ୍ନଟ, ୨୩୨୮ରେ ପହଞ୍ଚିଲା ସଂକ୍ରମିତ...
କନ୍ଧମାଳ, ୫/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରୁ ପୁଣି ୨୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୩୨୮ରେ ପହଞ୍ଚିଛି। ଏହି ଚିହ୍ନଟଙ୍କ ମଧ୍ୟରେ ୧୪ଜଣ ପୁରୁଷ...
ରାଣିପଥର ଘାଟିରେ ଦୁର୍ଘଟଣା, ଟ୍ରଲର ଡ୍ରାଇଭର ମୃତ
କନ୍ଧମାଳ, ୩୧/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ରାଣିପଥର ଘାଟିରେ ଏକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଟ୍ରଲରଟି ବୌଦ୍ଧ...
ଦୁତିମେଣ୍ଡି ପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା କଣ୍ଟେନମେଣ୍ଟ ଘୋଷଣା
କନ୍ଧମାଳ, ୩୧/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର କୋଳିସାହି ଅଞ୍ଚଳରେ ରବିବାର ଜଣେ ପଜିଟିଭ୍ ଚିହ୍ନଟହେବା ପରେ ଜିଲାପାଳଙ୍କ କ୍ଷମତା ବଳରେ ଦୁତିମେଣ୍ଡି...
ସାନ ଭାଇକୁ ଦେଖିବାକୁ ଆସି ବଡ଼ ଭାଇ ଖାଲରେ ପଡ଼ି ମୃତ
କନ୍ଧମାଳ, ୩୧/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଡ଼ଙ୍ଗୀସାହି ଗ୍ରାମର ଏକ ପାଣି ଖାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଶୋଭାଜନ ମଲିକ(୫୦)।...
କ-ନୂଆଗାଁ ତହସିଲରେ ଦଲାଲ ସକ୍ରିୟ:୪୦ ହଜାର ଠକେଇ ନେଇ ଥାନାରେ ଏତଲା
ବାଲିଗୁଡ଼ା, ୩୧/୮, (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ନୂଆସାହି ଗ୍ରାମର ଅଧିବାସୀ ଅଭିନନ୍ଦନ ପ୍ରଧାନ ଙ୍କ ଝିଅ ଅନୁସୂୟା ପ୍ରଧାନକୁ...
ମଦ ନିଶାହେଲା କାଳ – ଦାନାଦାରକୁ ଚାଖଣା ଭାବି ଖାଇ ବୃଦ୍ଧଙ୍କ ମୃତ୍ୟୁ
କନ୍ଧମାଳ, ୩୧/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ମଦ ନିଶାରେ ଚାଖଣା ଭାବି ଦାନାଦାର ଖାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଫୁଲବାଣୀ ସଦରଥାନା...
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା
କନ୍ଧମାଳ, ୧/୯ - (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମର ନାବାଳିକା ଶୌଚହେବା ପାଇଁ ଯାଇଥିବା ବେଳେ ନିକଟସ୍ଥ ଗ୍ରାମର ଅନ୍ୟଜଣେ ନାବାଳକ ଉକ୍ତ...
୨୦୦ କେଜି ମହୁଲ ସହ ଅଟୋ ଜବତ : ୨ ଗିରଫ
ବାଲିଗୁଡା, ୧/୯-(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): ବେଆଇନ ମଦ ରାନ୍ଧିବା ପାଇଁ ୨ କୁଇଣ୍ଟାଲ ମହୁଲ ଚାଲାଣ ବେଳେ ରାଇକିଆ ପୁଲିସ୍ ଅଟୋ ସହ ମହୁଲ ଜବତ କରିଛି। ଏଥିରେ ସମ୍ପୃକ୍ତ...
ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣା; ଡ୍ରାଇଭର ସମେତ ୪ ଶ୍ରମିକ ଆହତ, ୨ ଗୁରୁତର
ବାଲିଗୁଡା, ୧/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଡ୍ରାଇଭର ସମେତ ୪ଜଣ ଶ୍ରମିକ...
ବଳାତ୍କାରୀଙ୍କୁ ଖସାଇ ଦେବାକୁ ପୁଲିସ୍ର ଉଦ୍ୟମ ଅଭିଯୋଗ: ପୀଡିତା ପରିବାର ଏସପିଙ୍କ ଦ୍ୱାରସ୍ତ
ବାଲିଗୁଡା, ୨୯/୮-(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରକୃତ ବଳାତ୍କାରୀମାନଙ୍କୁ ଗିରଫ କରିବା ବଦଳରେ ଅନ୍ୟମାନଙ୍କୁ ଗିରଫ କରି ଅଭିଯୁକ୍ତମାନଙ୍କୁ ଖସାଇ ଦେବାର ଉଦ୍ୟମ କରୁଥିବା ନେଇ ପୁଲିସ୍ ବିରୋଧରେ ସଙ୍ଗିନ୍ ଅଭିଯୋଗ...
ପୁରୀରୁ ଦିଲ୍ଳୀ ଚାଲି ଚାଲି ଯାତ୍ରା; ସହାୟତା ପାଇଁ ପ୍ରାଶାସନ ନିକଟରେ ନିବେଦନ
ବାଲିଗୁଡା, ୨୯/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ପୁରୀରୁ ଦିଲ୍ଲୀ ଚାଲି ଚାଲି ଯାଉଥିବା ଜଣେ ଭକ୍ତଙ୍କୁ ପ୍ରଶସାନ ସହାୟତାର ହାତ ବଢାଇ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜଣେ ଯୁବ ସମାଜସେବୀ ବିଞ୍ଜାମିନ୍...
ଜେଇଇ ପରୀକ୍ଷା ପାଇଁ ଆଡ଼ମିଟ୍ କାର୍ଡ଼ ହେବ ନାକା ପାସ୍ : ଜିଲାପାଳ
କନ୍ଧମାଳ ୨୮-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ସେପ୍ଟମ୍ବର ୨ ତାରିଖରୁ ଆରମ୍ଭ ହେଉଥିବା ଜେଇଇ ପରୀକ୍ଷା ପାଇଁ ସମଗ୍ର ଜିଲାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ବସ୍...
କରୋନା ଭୟ ; ଗର୍ଭବତୀଙ୍କୁ ଡାକ୍ତରଖାନା ମନା, ମେଡିକାଲ ବାରଣ୍ଡାରେ ମହିଳାଙ୍କ ପ୍ରସବ –...
ବାଲିଗୁଡା, ୨୯/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ କରୋନା କଟକଣା ଯୋଗୁଁ ଡାକ୍ତରଖାନା ଗୁଡ଼ିକରେ ଅନ୍ୟ ଗୁରୁତର ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଯେପରି କୌଣସି ଅବହେଳା ନହୁଏ ସେଥିପାଇଁ ରାଜ୍ୟ...
ସରକାରୀ ଯୋଜନା କାହା ପାଇଁ, ପ୍ରତିଶୃତିରେ କଟିଲାଣି ୪ ବର୍ଷ, ପର ବାରଣ୍ଡାରେ ନାବାଳିକା...
କନ୍ଧମାଳ, ୨୮/୮- (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ର ଓ ରାଜ୍ୟ ସରକାର ଗୃହହୀନ ପରିବାର ତଥା ବିପଦ ସଙ୍କୁଳ ଅବସ୍ଥା ଘରେ ରହୁଥିବା ପରିବାରଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ...
ଅଭିଶପ୍ତ ଜୀବନ ବିତାଉଛନ୍ତି ସିଞ୍ଜାକୁଟୀବାସୀ : ମୌଳିକ ସୁବିଧାରୁ ବଞ୍ଚିତ ୨୩ ଆଦିବାସୀ ପରିବାର
ବାଲିଗୁଡା, ୨୮/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ଦେଶ ସ୍ୱାଧୀନତା ହାସଲକୁ ୭୪ବର୍ଷ ପୂରିଛି ସତ, ହେଲେ କନ୍ଧମାଳ ଜିଲ୍ଲାରେ ଏବେ ବି ଏମିତି ଗାଁ ଅଛି ଯେଉଁଠି ଲୋକଙ୍କୁ ସାମାନ୍ୟ ମୌଳିକ ସୁବିଧା ମିଳୁନାହିଁ।...
କରୋନା ଛାଟ : ଫିକା ପଡିବ ପାର୍ବଣ ଋତୁ, ଦୁର୍ଗାପୂଜା ନେଇ ଅନିଶ୍ଚିତତା ;...
ବାଲିଗୁଡା, ୨୮/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ପାର୍ବଣ ଋତୁ ସାଧାରଣ ଭାବେ ଗଣେଶ ପୂଜା ଠାରୁ ଆରମ୍ଭ ହୋଇଥାଏ। ଚଳିତ ବର୍ଷ କରୋନା ଯୋଗୁଁ ଗଣେଶ ପୂଜା ପାଳନରେ କଟକଣା ଜାରି ହେବା ପରେ...
ବାଲିଗୁଡାରେ ଲଗାଣ ବର୍ଷା ଜାରୀ: ୧୦ରୁଉର୍ଦ୍ଧ ଘର ଭାଙ୍ଗିଲା : ସହାୟତାଦାବି
ବାଲିଗୁଡା, ୨୮/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଲଗାଣ ବର୍ଷା ହୋଇଛି। ଗତ ଦୁଇଦିନ ଠାରୁ ବାଲିଗୁଡାରେ ମୁଷଳ ଧାରାରେ ବର୍ଷା ହେଉଛି ବର୍ଷା ଛାଡିବାର ନାମ ନେଉନାହିଁ। ଏମିତି...
ଏପଟେ କରୋନା ସେପଟେ ଲଗାଣ ବର୍ଷା: ଲଗାମଛଡା ପନିପରିବା ଦର, ଚିନ୍ତାରେ ଖାଉଟି
କନ୍ଧମାଳ, ୨୮/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲା ରେ ଦିନକୁ ଦିନ ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି।ଏପଟେ କରୋନା ସେପଟେ ଲଗାଣ ବର୍ଷା ଯୋଗୁ ଲୋକେ ନାହିଁନଥିବା ସମସ୍ୟା...