Ranjan Das
୨୭ତମ ଲକ୍ଷ୍ମୀ ନାରାୟଣ କଳକୀ ମହାଯଜ୍ଞ ଆୟୋଜିତ
କୋରାପୁଟ ୧୪-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସୌରାଗୁଡା ଶିରିଡି ସାଇ ମନ୍ଦିର ନିକଟ ପଡିଆରେ ଭୁବନେଶ୍ୱର ପାତ୍ରପୋଡା ସ୍ଥିତ ଆଦ୍ୟା ଅନନ୍ତ ପରିବାର ପକ୍ଷରୁ ଲକ୍ଷ୍ମୀ ନାରାୟଣ କଳକୀ ମହାଯଜ୍ଞ ଆରମ୍ଭ...
ଥୁରିଆ ଆଶ୍ରମ ସ୍କୁଲର ୨ ଛାତ୍ର ମୃତ୍ୟୁ ଘଟଣା; ବାରହା ଶିକାର ପାଇଁ ପଥର...
କୋରାପୁଟ;ତା୧୪-୦୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଥୁରିଆ ଆଶ୍ରମର ଦୁଇ ଛାତ୍ର ପଥର ଚାପି ହୋଇ ମୃତ୍ୟୁ ବରଣ କରିବା ଘଟଣାର ଗୁମର ଧୀରେ ଧୀରେ ପଦାକୁ ଆସୁଛି। ରବିବାର ଜିଲା ମଙ୍ଗଳ...
ଅଗଣତାନ୍ତ୍ରିକ ଭାବେ ଗିରଫକୁ ବିରୋଧ ; ତହସିଲ ଘେରାଉ ପାଇଁ ଚେତାବନୀ
କୋରାପୁଟ ; ତା୧୪-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ) ସମ୍ବିଧାନ ଦେଇଥିବା ଅଧିକାର ହାସଲ ପାଇଁ ଲଢେଇ କରୁଥିବା ନେତାଙ୍କୁ ଜିଲା ପ୍ରଶାସନ ଓ ପୁଲିସ ଘରୋଇ କମ୍ପାନୀର ସ୍ୱାର୍ଥ ପୂରଣ ନିମନ୍ତେ ଅଗଣତାନ୍ତ୍ରିକ ଭାବେ...
କୋରାପୁଟ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ନୂତନଗୃହ ଉଦଘାଟିତ
କୋରାପୁଟ ; ତା୧୪-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ନୂତନଗୃହ ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ନିକଟରେ ୧୮ ଲକ୍ଷ ୮୫...
କୋରାପୁଟ ପୌରପରିଷଦର ୫ ଟି ସ୍ଥାନରେ ପିଠା ଶିବିର
କୋରାପୁଟ ୧୪-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପିଠା କାର୍ଯ୍ୟକ୍ରମ ଶିବିର ଆୟୋଜନ କରାଯାଉଥିବା ବେଳେ କୋରାପୁଟ ପୌରପରିଷଦରର ୫ ଟି ସ୍ଥାନରେ ପିଠା ଶିବିର ଆୟୋଜନ କରାଯିବ ବୋଲି...
ପିଠା କାର୍ଯ୍ୟକ୍ରମରେ ମାଗଣା ଏଲଇଡି ବଲବ ପ୍ରଦାନ କରାଯିବ
କୋରାପୁଟ ୧୪-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ପଂଚାୟତରେ ଆୟୋଜନ କରାଯାଉଥିବା ପିଠା କାର୍ଯ୍ୟକ୍ରମରେ ସରକାରଙ୍କ ଘୋଷଣା ଅନୁଯାୟୀ ମାଗଣାରେ ଏଲଇଡି ବଲବ ପ୍ରଦାନ କରାଯିବ ବୋଲି ସାଉଥକୋ ନିର୍ବାହୀ...
ଥୁରିଆ ଆଶ୍ରମ ସ୍କୁଲ ୨ ଛାତ୍ର ମୃତ୍ୟୁ ଘଟଣା; ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ...
କୋରାପୁଟ ; ତା୧୩-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଥୁରିଆ ଆଶ୍ରମ ସ୍କୁଲର ୨ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ପରିବାରବର୍ଗ ଭାଙ୍ଗି ପଡିଥିବା ବେଳେ ରେଡକ୍ରସରୁ ୨ ପରିବାରବର୍ଗଙ୍କୁ...
ଥୁରିଆ ଅଶ୍ରମ ସ୍କୁଲର ୨ ଛାତ୍ରଙ୍କ ମୃତ୍ୟୁକୁ ନେଇ କୁନ୍ଦୁଲି ଡାକ୍ତରଖାନାରେ ଉତେଜନା
କୋରାପୁଟ ; ତା୧୨-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଥୁରିଆ ଆଶ୍ରମ ସ୍କୁଲର ୨ ଛାତ୍ରଙ୍କ ମୃତ୍ୟୁକୁ ନେଇ କୁନ୍ଦୁଲି ଡାକ୍ତରଖାନା ପରିସରରେ ଉତେଜନା ଦେଖାଦେଇଥିବା ଜଣାପଡିଛି।ଭିତରକୋଟା ଗ୍ରାମର ଟୁନା ଖରା...
ଜାତୀୟ ଯୁବ ଦିବସ ଅବସରରେ କୋରାପୁଟଠାରେ ବିଶାଳ ଯୁବ ସମାବେଶ
କୋରାପୁଟ ; ତା୧୨-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଜାତୀୟ ଯୁବ ଦିବସ ଅବସରରେ କୋରାପୁଟଠାରେ ଏକ ବିଶାଳ ଯୁବ ସମାବେଶ ଆୟୋଜିତ ହୋଇଯାଇଛି।କୋରାପୁଟ ଯୁବ ପରିଷଦ ଆନୁକୁଲ୍ୟରେ ଆୟୋଜିତ ସମାବେଶରେ ସାଂସଦ ଝିନ୍ନ...
କୋରାପୁଟ ବ୍ଲକରେ କାଳିଆ ଯୋଜନାରେ ଏବେ ସୁଦ୍ଧା ୬୨୮୬ ଆବେଦନ ପତ୍ର ଗ୍ରହଣ କରାଯାଇଛି
କୋରାପୁଟ ; ତା୧୧-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ବ୍ଲକର ପଂଚାୟତମାନଙ୍କରେ କାଳିଆ ଯୋଜନାର ଆବେଦନ ପତ୍ର ଗ୍ରହଣ କରାଯାଉଥିବା ବେଳେ ୧୦ ତାରିଖଦିନ ଆବେଦନପତ୍ର ପ୍ରଦାନ କରିବାକୁ ଚାଷୀମାନଙ୍କର ଭିଡ ନଜର କରାଯାଇଥିଲା।ଏପରିକି ପଦ୍ମପୁରରେ...
ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
କୋରାପୁଟ ;ତା ୦୯-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଟକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ୨୧...
କୋରାପୁଟ ପ୍ରେସ କ୍ଲବର ନୂତନ କର୍ମକର୍ତା ମନୋନୀତ
କୋରାପୁଟ ; ତା୦୯-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ପ୍ରେସକ୍ଲବର ନୂତନ କର୍ମକର୍ତା ମନୋନୀତ କରାଯାଇଥିବା ଜଣାପଡିଛି।ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ମିଶ୍ର୍ରୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଅମିତାଭ ବେହେରାଙ୍କୁ ସଂପାଦକ...
ବିିବାଦୀୟ ଫଗୁସେନେରୀ ଗ୍ରାମରେ କୋରାପୁଟ ଜିଲ୍ଲାପାଳ କମ୍ବଲ ବାଟିଂବା ସହ ସମସ୍୍ୟା ୩ ମାସରେ...
କୋରାପୁଟ ; ତା୦୮-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ)ବିବାଦୀୟ କୋଟିଆ ଗ୍ରାମପୁଞର ଫଗୁଣସେନେରୀ ଗ୍ରାମକୁ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଗସ୍ତ କରିଥିଲେ ।କୋରାପୁଟ ଜିଲ୍ଲାପ୍ରଶାସନ ଆନୁକୁଲ୍ୟରେ ଏକ ଜନ ସଂପର୍କ ଶିବିର ଆୟୋଜନ...
ଇଭିଏମ ଓ ଭିଭିପାଟ ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
କୋରାପୁଟ ; ତା୦୮-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି ଇଭିଏମ ଓ ଭିଭିପାଟ ରଥର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଆଜିଠାରୁ ମାସେ ପର୍ଯ୍ୟନ୍ତ ଜିଲ୍ଲାର ୨୦୨୮ ରାଜସ୍ୱ ଗ୍ରାମରେ...
ନେରେଡିୱାଲସାରେ ଆନ୍ଧ୍ର କଲା ଜନ୍ମଭୂମି କାର୍ଯ୍ୟକ୍ରମ
କୋରାପୁଟ;ତା୦୭-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ବିବାଦୀୟ କୋଟିଆ ପଂଚାୟତର ନେରେଡିୱାଲସାରେ ଆନ୍ଧ୍ର ପ୍ରଶାସନ ଜନ୍ମଭୂମି କାର୍ଯ୍ୟକ୍ରମ ଆୟୋଜନ କରିଛି। ଆନ୍ଧ୍ର ସରକାର ଦ୍ୱାରା ନେରେଡିୱାଲସାରେ ପ୍ରତିଷ୍ଠିତ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଲୁର ତହସିଲଦାର,...
ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଉଦୟଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଶୋକସଭା
କୋରାପୁଟ ; ତା୦୬-୦୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଜିଲ୍ଲାର ବିଶିଷ୍ଠ ସାହିତ୍ୟିକ ଉଦୟଚନ୍ଦ୍ର ମିଶ୍ରଙ୍କ ବିୟୋଗରେ କୋରାପୁଟ ସାହିତ୍ୟ ପରିବାର ତରଫରୁ ଏକ ଶୋକସଭା ଅନୁଷ୍ଠିତ...
ବିବାଦୀୟ ଧୂଲିପଦରରେ ପ୍ରଶାସନ ଅଧିକାରୀ ; କମ୍ବଲ ବାଟିଂଲେ ;ସ୍ୱାସ୍ଥ୍ୟ ପରୀକ୍ଷା କଲେ ଓ...
କୋରାପୁଟ ; ତା୦୬-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଆନ୍ଧ୍ର ବିବାଦୀୟ କୋଟିଆରେ ଅନୁପ୍ରବେଶ କରି ଜନ୍ମଭୂମି କାର୍ଯ୍ୟକ୍ରମରେ ଭତା ଓ ନୂତନ ରାସନକାର୍ଡ ପ୍ରଦାନ କରୁଥିବା ଜଣାପଡିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପରତା...
ଡୁମୁରିପୁଟ ହାଇସ୍କୁଲର ଗୋଲଲ୍ଡେନ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ
କୋରାପୁଟ;ତା୦୬-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପୁଟ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ...
ସବୁ ଦିନ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଦିନିକିଆ ତାଲିମ ପ୍ରଦାନ
କୋରାପୁଟ ୦୫-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ପ୍ରଶାସନ ଓ ୟୁନିସେଫର ମିଳିତ ଆନୁକୁଲ୍ୟରେ ସବୁ ଦିନ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଦିନିକିଆ ତାଲିମ ଶିବିର ପୂଜାରିପୁଟ କଲ୍ୟାଣମଣ୍ଡପଠାରେ ଅନୁଷ୍ଟିତ...
୭ ରେ ଇଭିଏମ – ଭିଭିପାଟ ସଚେତନତା ଅଭିଯାନ
କୋରାପୁଟ ; ତା୦୫-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ଇଭିଏମ - ଭିଭିପାଟ ସମ୍ବନ୍ଧରେ ଭୋଟରମାନଙ୍କୁ ସଚେତନତା କରିବା ନିମନ୍ତେ ନିର୍ବାଚନ କମିଶନର ଏକ ଅଭିଯାନ ଆରମ୍ଭ କରିଛନ୍ତି ଯାହାର ନାମ ଇଭିଏମ ଓ...