Home Authors Posts by Ranjan Das

Ranjan Das

1805 POSTS 0 COMMENTS

୩୦ତମ ସଡକ ସୁରକ୍ଷା ସପ୍ତାହ ଆରମ୍ଭ

0
କୋରାପୁଟ;ତା୦୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଆଂଚଳିକ ପରିବହନ କାର୍ଯ୍ୟାଳୟ କୋରାପୁଟ ଦ୍ୱାରା ୩୦ତମ ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି । ଏହି ଅବସରରେ ସୁନାବେଡା ଡ୍ରାଇଭିଂ ଟ୍ରେନିଂ ସ୍କୁଲର ଛାତ୍ର ମାନଙ୍କ...

ଭିଏସଏସ ପାଠାଗାର କର୍ମକର୍ତାଙ୍କ ବନ୍ଧୁ ମିଳନ

0
କୋରାପୁଟ;ତା୦୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଡୁମୁରିପୁଟ ସ୍ଥିତ ବୀର ସୁରେନ୍ଦ୍ର ସାଏ ପାଠାଗାରର କର୍ମକର୍ତା ମାନଙ୍କର ଏକ ସପରିବାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଂଚାୟତର...

ମିଶନଶକ୍ତି ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

0
କୋରାପୁଟ ; ତା୦୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) ମିଶନଶକ୍ତି ବାର୍ତାକୁ ନେଇ ଆସିଥିବା ମିଶନଶକ୍ତି ରଥକୁ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଏହି ରଥ ୬୦ ଦିନ...

ପାନୀୟଜଳ ସମସ୍ୟାର ସମାଧାନ କର ନଚେତ ଭୋଟ ବର୍ଜନ କରିବୁ

0
କୋରାପୁଟ ;ତା୦୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଗତ ୫ ବର୍ଷ ହେଲା ବୈପାରୀଗୁଡା ବ୍ଲକର କେନ୍ଦୁଗୁଡା ପଂଚାୟତ ଅନ୍ତର୍ଗତ ଦିଶାରୀଗୁଡା ,ରାଗଂନୀଗୁଡା ଓ ଚେରକିଆଗୁଡାର ଗ୍ରାମବାସୀ ପାନୀୟ ଜଳର ସୁବିଧା କରିବାକୁ ବାରମ୍ବାର ଜିଲ୍ଲାପାଳକୁଂ...

କୋଡିଙ୍ଗା ଖଣି ଖନନକୁ କୁନେ୍ଦଶ ଗ୍ରାମବାସୀଙ୍କ ବିରୋଧ

0
କୋରାପୁଟ ;ତା୦୪-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋଡିଙ୍ଗା ଖଣିରେ ବକ୍ସସାଇଟ ଖନନକୁ କୁନେ୍ଦଶ ଗ୍ରମାବାସୀମାନେ ବିରୋଧ କରି କୋରାପୁଟ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ।ବିନା ପଲ୍ଲିସଭାରେ ୮ ମାସ ହେଲା ଖଣି ଖନନ...

କୋରାପୁଟ କୋର୍ଟ ପରିସରରେ ସ୍ୱଛତା ଅଭିଯାନ

0
କୋରାପୁଟ ; ତା୦୩-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ କୋର୍ଟ ପରିସରରେ ଆଜି ପୂର୍ବାହ୍ନରେ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଡଛି ।ଏଥିରେ ଏଡିଜେ ହେମନ୍ତ କୁମାର ସେଠୀ , ସବ-ଜଜ ସୈାଭାଗ୍ୟ...

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ କିନ୍ତୁ ଉତର ନ ମିଳିବାରୁ ଛାତ୍ରୀମାନେ ଦୁଃଖ ପ୍ରକାଶ କଲେ

0
କୋରାପୁଟ ; ତା୦୩-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସରକାରୀ କଲେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭିଡିଓ କନଭେରେନ୍ସ ଜରିଆରେ ଛାତ୍ରୀମାନେ ପ୍ରଶ୍ନ ପଚାରିଥିଲେ କିନ୍ତୁ ଉତର ନ ମିଳିବାରୁ ଛାତ୍ରୀମାନେ ଦୁଃଖ...

ବିଦ୍ୟୁତ ଆଘାତରେ ପୋଡି ହୋଇ ଶ୍ରମିକ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି

0
କୋରାପୁଟ ; ତା୦୨-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ)ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇ ଚିକିର୍ସିତ ହେଉଥିବା ଜଣାପଡିଛି ।ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ଗୁଗାଗୁଡାଠାରେ ବିଜେଡିର ଏକ ସଭାରେ...

ଶୁଙ୍ଗୀ ବିସ୍ପୋରଣରେ ସହୀଦମାନଜ୍ଞୁ ଜିଲ୍ଲା ପୋଲିସ ତରଫରୁ ଶ୍ରର୍ଦ୍ଧାଞଳି

0
କୋରାପୁଟ ; ତା୦୨-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ) ଶୁଙ୍ଗୀ ବିସ୍ପୋରଣର ସହୀଦମାନଙ୍କୁ କୋରାପୁଟ ଜିଲ୍ଲା ପୋଲିସ ତରଫରୁ ଶ୍ରର୍ଦ୍ଧାଞଳି ଜ୍ଞାପନ କରାଯାଇଛି ।କୋରାପୁଟ ପୋଲିସ ପଡିଆଠାରେ ସହୀଦ ସ୍ତମ୍ଭରେ ରହିଥିବା ଫଟୋରେ କୋରାପୁଟ ଅତିରିକ୍ତ...

ଟ୍ରାକ୍-ବାଇକ୍ ଧକ୍କା,ବାଇକ ଚାଳକ ମୃତ

0
କୋରାପୁଟ ; ତା୦୨-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) ୨୬ ନଂ ଜାତୀୟ ରାଜପଥ ସେମିଲିଗୁଡା ଥାନା ଡୋଳିଆମ୍ବ ନିକଟରେ ଏକ ଟ୍ରକ୍ ଓ ମଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ...

ନାବାର୍ଡ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପର ଜିଲ୍ଲାସ୍ତରୀୟ ଶିବିରର ଶୁଭାରମ୍ଭ

0
କୋରାପୁଟ ; ତା୦୨-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଆଦିବାସୀ ସଂଗ୍ରାହଳୟ ସଭାଗୃହଠାରେ ନାବାର୍ଡର ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପର ଜିଲ୍ଲାସ୍ତରୀୟ ଶିବିର ଶୁଭାରମ୍ଭ ହୋଇଯାଇଛି ।ନାବାର୍ଡ ଏଜିଏମ ମୁରଲୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ...

ସାମ୍ବାଦିକଙ୍କ ମାତୃ ବିୟୋଗ

0
କୋରାପୁଟ;୩୧-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ମା ଶଶିକଳା ମିଶ୍ରଙ୍କ ବୁଧବାର ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା...

ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ

0
କୋରାପୁଟ ; ତା୩୧-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଜିଲ୍ଲା ପ୍ରଶାସନ ଓ ସ୍ମାରକୀ କମିଟିର ମିଳିତ ଆନୁକୁଲ୍ୟରେ ଜିଲା ସଦର ମହକୁମାରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ...

ବାହାର ଜିଲ୍ଲା ଏବଂ ଅର୍ଥ ଅଭାବରୁ ଶିଶୁକୁ ବ୍ରହ୍ମପୁର ସ୍ଥାନାନ୍ତର କରିବାରେ ପରିବାର ଅସମର୍ଥ

0
କୋରାପୁଟ ; ତା୩୧-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଜଣେ ବ୍ୟକ୍ତି ବାହାର ଜିଲ୍ଲାର ହୋଇଥିବାରୁ ଏବଂ ଅର୍ଥ ଅଭାବରୁ ନିଜ ଶିଶୁପୁତ୍ରକୁ ବ୍ରହ୍ମପୁର ସ୍ଥାନାନ୍ତର କରିବାରେ ଅସମର୍ଥ ହୋଇଥିବା ଜଣାପଡିଛି।କାଶିପୁର ôଥାନା ଅନ୍ତର୍ଗତ କୋଶନାଦୋନୁ...

କମଳା ପୂଜାରୀ ସୁସ୍ଥହୋଇ ଘରକୁ ଗଲେ

0
କୋରାପୁଟ ;ତା୩୦-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ସୁସ୍ଥହୋଇ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରୁ ଡିସଚାର୍ଜ ହୋଇ ଘରକୁ ଯାଇଥିବା...

ଜିଲ୍ଲାସ୍ତରୀୟ ଆଲୁମିନି ସମାବେଶ

0
କୋରାପୁଟ ; ତା୨୬-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ) ମୋ ସ୍କୁଲ ଅଭିଯାନକୁ ନେଇ ସ୍ଥାନୀୟ ସରକାରୀ ହାଇସ୍କୁଲ ସଭାଗୃହଠାରେ ଜିଲ୍ଲାସ୍ତରୀୟ ଆଲୁମିନି ସମାବେଶ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ...

ଜିଲ୍ଲାସ୍ତରୀୟ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ

0
କୋରାପୁଟ ; ତା୨୬-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ପୋଲିସ ପ୍ୟାରେଡ ପଡିଆଠାରେ କୋରାପୁଟ ଜିଲ୍ଲାସ୍ତରୀୟ ୭୦ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ...

କୋରାପୁଟଠାରେ ୯ମ ଜାତୀୟ ମତଦାତା ଦିବସ ପାଳିତ ; ନିଜର ଭବିଷ୍ୟତ ଓ ଦେଶର...

0
କୋରାପୁଟ ; ତା୨୫-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସାଂସ୍କୃତିକ ଭବନଠାରେ ୯ମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି...

କୋରାପୁଟ ନବ ନିର୍ମାଣ କୃଷକ ସଂଗଠନର କାର୍ଯ୍ୟକାରୀ ବୈଠକ

0
କୋରାପୁଟ ; ତା୨୪-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ନିଶାଣୀମୁଣ୍ଡାଠାରେ କୋରାପୁଟ ନବ ନିର୍ମାଣ କୃଷକ ସଂଗଠନର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସଂହ ସଂଯୋଜକ ଉମାକାନ୍ତ ଭରତ ଯୋଗଦେଇ ଜିଲ୍ଲାର ଚାଷୀମାନଙ୍କୁ ଏକତ୍ରୀତ...

ଚାଷୀ ସମାବେଶ ନିମନ୍ତେ ଜିଲ୍ଲାରୁ ୨୮ ଟି ବସରେ ୧୪୦୦ ଚାଷୀ ପୂରୀ ଗଲେ

0
କୋରାପୁଟ ; ତା୨୪-୦୧-୧୯(ଓଡିଆପୁା/ରଂଜନ କୁମାର ଦାସ)ଆସନ୍ତାକାଲି ପୂରୀଠାରେ କାଳିଆ ଯୋଜନାରେ ହେଉଥିବା ଚାଷୀ ସମାବେଶରେ ଯୋଗଦେବାକୁ କୋରାପୁଟ ଜିଲ୍ଲାରୁ ୨୮ ଟି ବସରେ ୧୪୦୦ ଚାଷୀ ଯାଇଥିବା ଜଣାପଡିଛି ।କୋରାପୁଟ କୃଷି ବିଭାଗ...