Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ପାଚିକା ସହାୟିକାଙ୍କ ଦାବି ପୂରଣ ନେଇ ସିଆଇଟିୟୁ ପକ୍ଷରୁ ବିକ୍ଷୋଭ

0
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ସିଆଇଟିୟୁ ପକ୍ଷରୁ ମଧ୍ୟାହ୍ନ ଭୋଜନରେ କାମ କରୁଥିବା ପାଚିକା ସହାୟିକାଙ୍କର ୭ଦଫା ଦାବି ପୂରଣ ନେଇ...

ଶିଶୁ ଯତ୍ନ ଅନୁଷ୍ଠାନରେ ସେବା ମାନଦଣ୍ଡ ପାଳନ ଉପରେ କର୍ମଶାଳା

0
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ସଂସ୍କୃତି ଭବନ, ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଭଦ୍ରକ ଆନୁକୁଲ୍ୟରେ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କର ସମ୍ପାଦକ, କର୍ମକର୍ତ୍ତା...

ଭଦ୍ରକ ଓକିଲ ସଂଘ ପକ୍ଷରୁ ଜିଲାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର କାର୍ଯ୍ୟରତ ଜିଲା ତଥା ସେସନ୍ସ ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଆଜି ନଳାଙ୍ଗସ୍ଥିତ ଭଦ୍ରକ ଓକିଲ ସଦନରେ ଓକିଲ ସଂଘ...

ଆଦର୍ଶ ଶିକ୍ଷୟିତ୍ରୀ ଉର୍ମିଳା ସ୍ୱାଇଁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0
ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକଙ୍କ ଗୁଣବତ୍ତା ଓ ଲୋକପ୍ରିୟତା ତାଙ୍କର ଅବସର ପରେ ଜଣାପଡିଥାଏ । ଏହିଭଳି ଜଣେ କର୍ତ୍ତବ୍ୟ...

ଭଦ୍ରକ ଡାକମଣ୍ଡଳ ପକ୍ଷରୁ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଡାକମଣ୍ଡଳ ତରଫରୁ ରାଧାବଲ୍ଲଭପୁର, ଚୁଡାମଣି ଆଦି ବାସୁଦେବପୁର ବ୍ଲକ୍ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ମେରା ମାଟି ମେରା...

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କିତ ଜିଲାସ୍ତରୀୟ ସମୀକ୍ଷା ବୈଠକ

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କିତ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସାଳନ୍ଦୀ...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ପକ୍ଷକୁ ସେବା ପକ୍ଷ ଭାବେ ବିଜେପି ପାଳନ କରୁଥିବାବେଳେ ଦଳର ଯୁବମୋର୍ଚ୍ଚା ପକ୍ଷରୁ ଏହି ଅବସରରେ...

୫ ଦଫା ଦାବି ନେଇ ଜିଲାପାଳଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲା ଉତ୍କଳ ସାମ୍ବାଦିକ ସଂଘ ୫ ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ...

ଯାନ୍ତ୍ରିକ ଶିକ୍ଷାନୁଷ୍ଠାନ ଧାରଣାକୁ ସମର୍ଥନ ଦେଲେ ସୁଧାଂଶୁ

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅଧିନ ବରପଦା ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ପରିଚାଳନା କତ୍ତୃପକ୍ଷଙ୍କ ମନମୂଖୀ...

କଇଥଖୋଲାରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଇସଲାମ ଧର୍ମର ପ୍ରବର୍ତକ ହଜରତ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି ।...

ଇଦ୍ – ମିଲାଦୁନ୍ – ନବୀ ପକ୍ଷରୁ ବନ୍ଧୁ ମିଳନ

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୁରୁଣାବଜାର ସ୍ଥିତ ଇଦ୍ - ମିଲାଦୁନ୍ - ନବୀ ସଂଗଠନ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ପୁରୁଣାବଜାର ଚୌଖଣ୍ଡି...

ବିଶ୍ୱ ହୃଦ୍ ଦିବସ ଏବଂ ବିଶ୍ୱ ଜଳାତଙ୍କ ଦିବସ ପାଳିତ

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମିଳନୀ କକ୍ଷରେ ବିଶ୍ୱ ହୃଦ୍ ଦିବସ ଏବଂ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି ।...

ସଚେତନତା, ସତର୍କତା ଓ ପୂର୍ବ ପ୍ରସ୍ତୁତି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ସୁନାମି ସତର୍କତା ମକଡ଼୍ରିଲ୍...

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ୟା, ବାତ୍ୟା ଭଳି ସୁନାମି ମଧ୍ୟ ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ଏଥିରେ ମଧ୍ୟ ବହୁ ଧନ ଜୀବନ ହାନି...

୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ଖପୁରିଆପଦା ଗ୍ରାମରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ...

ବୈତରଣୀ ନଦୀର କଣ୍ଟିଘାଇ ନିକଟରୁ ମିଳିଲା ଚନ୍ଦନର ମୃତଦେହ, ଝିଅ ନିଖୋଜ, ବୁଧବାର ରାତ୍ରରେ...

0
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୬ ନଂ ଜାତୀୟ ରାଜପଥର ବୈତରଣୀ ନଦୀ ପୁରାତନ ସେତୁ ଉପରୁ ଗତ ବୁଧବାର ରାତ୍ର ୯.୩୦ମି. ସମୟରେ ନଦୀକୁ ଡେଇଁଥିବା...

ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ୧୦୮ ଆମ୍ବୁଲାନ୍ସକୁ ଅଟକାଇ ମାଗିଲେ ଟଙ୍କା

0
ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସକୁ ଅଟକାଇ ମଦ୍ୟପ ଯୁବକଙ୍କ ଉନ୍ମୁତ୍ତ କାଣ୍ଡ । ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ...

ଘଟଣାର ୨୪ ଘଣ୍ଟା ପରେ ବି ବୈତରଣୀ ନଦୀରେ ନିଖୋଜ ବାପଝିଅ, ବୁଧବାର ରାତ୍ରରେ...

0
ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଆଖୁଆପଦା ଠାରୁ ଆନିକଟର ଗଭୀର ଜଳରାଶିରୁ ସ୍ଥାନୀୟ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ ଗୁରୁବାର ଦିନ...

ଭଣ୍ଡାରିପୋଖରୀରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ

0
ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ସବୁଆଡେ ପାଳିତ ହେଉଥିବାବେଳେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍‌ରେ ମଧ୍ୟ ଧୁମ୍‌ଧାମରେ...

ସହର ପରିକ୍ରମା କଲା ୭୦ରୁ ଅଧିକ ଜୁଲୁସ୍ ଓ କାଫେଲା, ଭଦ୍ରକରେ ପ୍ରଫେଟ ମହମ୍ମଦଙ୍କ...

0
ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ପ୍ରଫେଟ ମହମ୍ମଦ ଜୟନ୍ତୀ (ଇଦ-ମିଲାଦୁନନବୀ) ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସ ସହ ଶାନ୍ତି ଶୃଙ୍ଖଳା ମଧ୍ୟରେ...

ସହିଦ୍‌ମାନଙ୍କ ବଳିଦାନ ଉପରେ ଆମ ଦେଶର ପରିଚୟ ଦଣ୍ଡାୟମାନ – ରାଜ୍ୟପାଳ, ରକ୍ତତୀର୍ଥ ଇରମରେ...

0
ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୂର୍ଯ୍ୟ ନିଜେ ଜଳି ବ୍ରହ୍ମାଣ୍ଡକୁ ଆଲୋକ ଦେଲା ଭଳି କଷଣ ଜର୍ଜରିତ ସହିଦ୍‌ମାନଙ୍କ ତ୍ୟାଗ, ତୀତିକ୍ଷା, ବଳିଦାନ ପାଇଁ ସ୍ୱାଧୀନ ଭାରତ...