Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ୮୯୨୪ ଭୋଟର ସଂଖ୍ୟା ବୃଦ୍ଧି, ସମୁଦାୟ ଭୋଟର ସଂଖ୍ୟା...

0
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜାନୁୟାରୀ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏହି ନୂତନ...

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ତହସିଲ ଅଧିନସ୍ଥ ବୋଡ଼କପାଟଣା ଠାରେ ଅଗ୍ନୀକାଣ୍ଡ ଘଟି ତିନି ପରିବାରର ୭ ବଖରା ଗୃହ ପୋଡ଼ି ଯାଇଥିଲା...

ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ଶୁଭ ମନାସିଲେ ବିଧାୟକ

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ଚଳିତ ବର୍ଷର ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ପ୍ରଥମ ତୀର୍ଥଯାତ୍ରୀ ଦଳ ଗୁରୁବାର ଯାତ୍ରା...

ଗରଦପୁର ସତ୍ୟସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳିତ

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗରଦପୁର ସ୍ଥିତ ସତ୍ୟ ସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଚଳିତ ମାସ ୧୨ ଓ ୧୩ରେ ମହାଆଡ଼ମ୍ବରରେ...

କଇଥଖୋଲା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ କ୍ରୀଡା ମହୋତ୍ସବ ଉଦଯାପିତ

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନ୍ଦ ଶିକ୍ଷାକେନ୍ଦ୍ରରେ ୨ ଦିନ ଧରି ଚାଲିଥିବା କ୍ରୀଡା ମହୋତ୍ସବ ଉଦଯାପିତ...

ପ୍ରଥମ ସଚ୍ଚିଦାନନ୍ଦ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଥମ ସଚ୍ଚିଦାନନ୍ଦ ମେମୋରିଆଲ କ୍ରିକେଟ୍ ଟୁର୍ଣର୍ାମେଣ୍ଟ ଗୁରୁବାରଠାରୁ ଭଦ୍ରକ କଲେଜ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣର୍ାମେଣ୍ଟକୁ ବରିଷ୍ଠ କ୍ରୀଡ଼ାବିତ୍...

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ, ଭଦ୍ରକରୁ ବାହାରିଲେ ୧୪୬ ଜଣ ଯାତ୍ରୀ

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭଦ୍ରକ ଜିଲ୍ଲାରୁ ୧୪୬ ଜଣଙ୍କୁ ନେଇ ଆୟୋଜିତ ତୀର୍ଥ ଯାତ୍ରାର ଶୁଭାରମ୍ଭ କରାଯାଇଛି...

ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି । ଗତ ୧ ତାରିଖରୁ...

ଜାତୀୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ୍ ପ୍ରତିଯୋଗିତା, ଭଦ୍ରକ ଜିଲ୍ଳାରୁ ଆଦ୍ୟାଶା ଓ ଲିପ୍‌ଶିଖା ସାମିଲ

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଛତିଶଗଡ଼ର ରାଜନନ୍ଦଗାଓଁ ଠରେ ହେବାକୁ ଥିବା ଜାତୀୟ ବିଦ୍ୟାଳୟସ୍ତରୀୟ ୧୭ ବର୍ଷରୁ କମ୍ ବାସ୍କେଟବଲ୍ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ବିଦ୍ୟାଳୟସ୍ତରୀୟ ବାସ୍କେଟବଲ୍...

ଭଦ୍ରକ ଜିଲ୍ଲା ସ୍କୁଲ୍ କ୍ରିକେଟ୍ ଉଦ୍‌ଯାପିତ, କାରମେଲ୍ ସ୍କୁଲ୍‌କୁ ପରାସ୍ତ କରି ସତ୍ୟସାଇ ବିଦ୍ୟାପୀଠ...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ରେଳପଥ କ୍ରୀଡ଼ାଙ୍ଗନରେ ଉଦ୍‌ଯାପିତ ହୋଇଛି । ଏକ...

ରାସାୟନିକ ବିପର୍ଯ୍ୟୟର ଅଭିମୁଖୀ କରଣ

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଶ୍ୟାମଳ ରାୟଙ୍କ ଅଧ୍ୟକ୍ଷତାରେ...

କ୍ରୀଡ଼ାକୁ କ୍ୟାରିୟର କଲେ ରୋଜଗାର ଓ ସୁନାମ ମିଳିପାରିବ, ନୂଆ-ଓ, ଯୁବ ଓଡ଼ିଶା ନବୀନ...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭିନ୍ନ ପ୍ରତିଭାର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କର ନିଆରା କାର୍ଯ୍ୟକ୍ରମ ନୁଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗତ ୨୭.୧୨.୨୦୨୩...

ଶ୍ୟାମସୁନ୍ଦରପୁର ତଳଦୁମୁକା ଗାଁରେ ଶିଆଳ କାମୁଡ଼ାରେ ୬ ଆହତ

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା ଗାଁରେ ଶିଆଳ କାମୁଡ଼ାରେ ୬ଜଣ ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ...

ଓଡ଼ିଶା ପରିବହନ ଶ୍ରମିକ ଫେଡେରେସନ ପକ୍ଷରୁ ଭଦ୍ରକରେ ବିକ୍ଷୋଭ ଓ ପ୍ରତିବାଦ ସଭା

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୦୪ (କ) କୁ ପରିବର୍ତ୍ତନ କରି ଭାରତୀୟ ନ୍ୟାୟ ସଂହିତା ୨୦୨୩ ଆଣି ମୋଦି ସରକାର...

ବିକାଶିତ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା, ବିଜେଡି ବିରୋଧରେ ଅଭିଯୋଗ କଲା ବିଜେପି, ଥାନା...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପାଇଁ ପରିଭ୍ରମଣ କରୁଥିବା ବିକଶିତ ଭାରତ ସଂକଳ୍ପ ରଥକୁ ଆଜି କେତେକ ଦୃବୁର୍ତ୍ତ ଧାମନଗର ବ୍ଲକ୍‌ର...

ଟ୍ରାକ୍ଟର ଧକ୍କାରେ ନାବାଳକ ମୃତ୍ୟୁ, ଜଣେ ଗୁରୁତର

0
ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ମଧ୍ୟାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ...

ବୃହତ ଓଡ଼ିଶା ଗଠନର ସୂତ୍ରଧର ଥିଲେ ଡକ୍ଟର ହରେକୃଷ୍ଣ ମହତାବ, ଇଂରାଜୀ ନବବର୍ଷରେ ପ୍ରଜାତନ୍ତ୍ର...

0
ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୃହତ ଓଡ଼ିଶା ଗଠନର ସୂତ୍ରଧର ଥିଲେ ଡକ୍ଟର ହରେକୃଷ୍ଣ ମହତାବ । ଓଡ଼ିଆ ଭାଷା ସାହିତ୍ୟ ସାରସ୍ୱତ ଜଗତର ସେ ଥିଲେ...

ଡ. ସଦାନନ୍ଦ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଗୌହାଟୀରେ ବିଶ୍ୱସଂସ୍କୃତ ସମ୍ମେଳନ ଆୟୋଜିତ

0
ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶ୍ୱ ସଂସ୍କୃତ ସଂଘଟନ, ପୋଲାଣ୍ଡର କେନ୍ଦ୍ରୀୟ ଅଧ୍ୟକ୍ଷ ତଥା ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ସଭାପତି ଡକ୍ଟର ସଦାନନ୍ଦ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ...

ଭଦ୍ରକ ମହେନ୍ଦ୍ର ଭବନରେ କଳ୍ପତରୁ ଦିବସ ପାଳିତ

0
ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀରାମକୃଷ୍ଣ ପରମହଂସଙ୍କ ପଚାଶ ବର୍ଷର ଜୀବନକାଳ ଆଧ୍ୟାତ୍ମିକ ଭାରତର ପାଂଚ ହଜାର ବର୍ଷ ଇତିହାସର ସଂକ୍ଷିପ୍ତ ସଂସ୍କରଣ । ସମୃଦ୍ଧ ଭାରତ...

ବରହମ୍‌ପୁର ସେବା ସମବାୟ ସମିତିର ମଣ୍ଡି ଉଦ୍‌ଘାଟିତ

0
ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପୂର୍ବାହ୍ଣରେ ଭଦ୍ରକ ବ୍ଳକ ଅନ୍ତର୍ଗତ ବରହମ୍‌ପୁର ସେବା ସମବାୟ ସମିତିର ଚଳିତ ୨୦୨୩-୨୪ ଆର୍ôଥକ ବର୍ଷର ଧାନ କ୍ରୟ ନିମନ୍ତେ...