Pramod Kumar Ray
ରାଜନୈତିକ ହିଂସାରେ ବଳିପଡିଲେ ଇଂଜିନିୟରିଂ ଛାତ୍ର, ମୃତ ଦେହକୁ ରାସ୍ତାରେ ରଖି ଟାୟାର ଜାଳି...
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଏଭଳି ଏକ ଅଘଟଣ...
ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ
ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାରର ଯୁବ ବ୍ୟବସାୟୀ ପ୍ରତାପ ସାମଲଙ୍କର ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ବର୍ଷ...
ଧାମରା ୫ନଂ ଜୋନ କୁ ନେଇ ପ୍ରଶ୍ନବାଚୀ, ସାଧାରଣ ଲୋକଙ୍କୁ ବଳି ପକାଇ ନିଜର...
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଚାନ୍ଦବାଲି ବିଧାନସଭା ଆସନ ମଧ୍ୟରେ ୫ନଂ ଜିଲ୍ଲା ପରିଷଦ ଜୋନକୁ ନେଇ ପ୍ରଶ୍ନବାଚୀ ହୋଇ ପଡିଛି।...
ଭଦ୍ରକ ସେବା ଗ୍ରୁପ୍ ପକ୍ଷରୁ ରକ୍ତଦାନ ଶିବିର
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରକ୍ତଦାନ ମହାପୂଣ୍ୟ। ସେଥିପାଇଁ ଭଦ୍ରକ ସେବା ଗ୍ରୁପ୍ ପକ୍ଷରୁ ଏଭଳି ମହତ୍ କାର୍ଯ୍ୟର ଆୟୋଜନ କରାଯାଇଛି। ଗରିବ ଅସହାୟ ରୋଗୀଙ୍କ ଚିକିତ୍ସା...
ବିଜେଡିର ମିଶ୍ରଣ ପର୍ବ – ନିର୍ବାଚନ ପୂର୍ବରୁ ପୁଣି ବିଜେପି ଓ କଂଗ୍ରେସକୁ ଝଟକା
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘବର୍ଷର ସଂପର୍କ ତୁଟାଇ କଂଗ୍ରେସ ଓ ବିଜେପି...
ଫେଲୋସିପ୍ ପକ୍ଷରୁ ଖାଦ୍ୟ ଉତ୍ସବ ଅନୁଷ୍ଠିତ
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍ ଦ୍ୱାରା ଚଣ୍ଡିଗାଁ ଗ୍ରାମ ପଞ୍ଚାୟତ ଏବଂ କୋଡବରୁଁଆ ଗ୍ରାମ ପଞ୍ଚାୟତରେ ଖାଦ୍ୟ ଉତ୍ସବ ଅନୁଷ୍ଠତି...
ଖଡ଼ିପଦା ପଂଚାୟତରେ ରାଜନୈତୀକ ହିଂସା, ଭିନ୍ନକ୍ଷମ କର୍ମୀ ଆହତ
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଖଡ଼ିପଦା ପଂଚାୟତର କାଞ୍ଜିଆପାଳ ଗ୍ରାମରେ ଆଜିଏକ ରାଜନୈତୀକ ହିଂସା ଦେଖିବାକୁ ମିଳିଛି। ଏଥିରେ ଜଣେ ଭିନ୍ନକ୍ଷମ...
ଗାନ୍ଧି ବାଳାଶ୍ରମ ପକ୍ଷରୁ ୭୪ତମ ମହାପ୍ରୟାଣ ଓ ସହିଦ୍ ଦିବସ ପାଳିତ
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୭୪ ତମ ମହାପ୍ରୟାଣ ଦିବସ ଓ ସହିଦ୍ ଦିବସ ଐତିହ ସମ୍ପର୍ଣ୍ଣ ଗାନ୍ଧୀ ବାଳାଶ୍ରମ ପରିସରରେ ସମାରୋହରେ...
ରଟନ୍ତି କାଳୀପୂଜା ଅନୁଷ୍ଠିତ
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପଦିନାରାୟଣପୁର ଗ୍ରାମରେ ମାଘ ତ୍ରୟୋଦଶୀ ତିଥିରୁ ମା’ରଟନ୍ତି କାଳୀପୂଜା କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।...
ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ
ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) - ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଡି.ଆର.ଡ଼ି.ଏ ସମ୍ମିଳନୀ କକ୍ଷରେ ମାଷ୍ଟ୍ରର ଟ୍ରେନର ମାନଙ୍କ...
ପଞ୍ଚାୟତ ନିର୍ବାଚନ ଅଙ୍କ ଗୋଳମାଳିଆ, ପ୍ରଚାର ଜମିଲାଣି, ଚିତ୍ର ଅସ୍ପଷ୍ଟ
ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପଂଚାୟତ ନିର୍ବାଚନ ବାତାବରଣ ଗାଁ ଗହଳିରେ ବେଶ୍ ଜମି ଆସିଲାଣି। କିନ୍ତୁ ନିର୍ବାଚନର...
ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ
ଭଦ୍ରକ, ୩୧-୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗୋବିନ୍ଦ ଆଞ୍ଚଳିକ ସାଧନକେନ୍ଦ୍ର୍ର ସଂଯୋଜକ ଓ ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ କଲ୍ୟାଣୀନଗରୀ ସ୍ଥିତ ଦୁର୍ଗାଦେବୀ...
ବିଧାୟକଙ୍କ ନିର୍ବାଚନ ପାଇଁ କର୍ମୀଙ୍କୁ ଶପଥପାଠ କରାଇବା ଘଟଣାର ତଦନ୍ତ
ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଚଳିତ ମାସ ୨୬ତାରିଖ ଦିନ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ କର୍ମୀମାନଙ୍କୁ ନିଜଦଳ ସପକ୍ଷରେ ଭୋଟଦେବାପାଇଁ...
ଗାଁ କୁ ଗାଁ ବୁଲି ପାଠ ପଢାଇଲେ ବ୍ଲକ ଶିକ୍ଷାଧିକାରୀ
ଭଦ୍ରକ, ୩୧-୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଓ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା...
ଧାମରାରେ କରୋନା ସମୟରେ ଶହ ଶହ ଲୋକଙ୍କୁ ନେଇ ଚାନ୍ଦବାଲି ବିଧାୟକଙ୍କ ପ୍ରଚାର, ପ୍ରତିବାଦରେ...
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଚାନ୍ଦବାଲି ବିଧାୟକ କରୋନା କଟକଣାକୁ ଫୁ କରି ନିର୍ବାଚନ ପ୍ରଚାର କରଥିବା ଦୃଷ୍ଟି ଗୋଚର ହୋଇଛି।...
ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ଆହତ
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ରାଜପଥର ଆସାମ ଅଏଲ ଫିଲିଂ ଷ୍ଟେସନ ସମ୍ମୁଖରେ ଟ୍ରାକ୍ଟର ଧକ୍କାରେ ଦୁଇ ବାଇକ ଆରୋହୀ...
ଗବସାହି ମା’ ତାରିଣୀ ମନ୍ଦିରର ତୃତୀୟ ସାମ୍ବତ୍ସରିକ ଉତ୍ସବ
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରାଞ୍ଚଳ ୭ନମ୍ବର ୱାର୍ଡ଼ ଗବସାହିସ୍ଥିତ ମା’ ତାରିଣୀ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ଦୁଇ ଦିନ ବ୍ୟାପୀ ମହାସମାରୋହରେ ଓ...
୪୬ ଗୋରୁ ଓ ଗାଡି ଜବତ, ଚାଳକ ଗିରଫ
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଚନ୍ଦ୍ରଭାନୁପୁର ନାକାପୋଷ୍ଟ ନିକଟରୁ ଆଜି ପ୍ରତ୍ୟୁଷରେ ବେଆଇନ ପରିବହନକାରୀ ଟ୍ରକ ଓ...
ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ପାଇଁ ଭିନ୍ନକ୍ଷମଙ୍କ ଦାବି
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭିନ୍ନକ୍ଷମର ପ୍ରମାଣପତ୍ର ଦେଇ ଆଡ୍ମିଶନ ହୋଇଥିବା ଛାତ୍ରଛାତ୍ରୀ ମାନେ ଜାଲ ପ୍ରମାଣପତ୍ର ଦେଇଥିବା ଜଣା ପଡ଼ିବା ପରେ...
ଶହୀଦ ଦିବସରେ ମାଲ୍ୟାର୍ପଣ ଓ ଦୁଇମିନିଟିଆ ନୀରବତା ପାଳିତ
ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁୟାରୀ ୩୦ ତାରିଖକୁ ଶହୀଦ ଦିବସ ରୂପେ ଆଜି ପାଳନ କରାଯିବା ଅବସରରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ...
























