Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ବାମପନ୍ଥୀ ରାଲିକୁ ଢେଲାମାଡ଼:ଡଜେନେ ଆହତ

0
ଅଗରତାଲା;୨୭,ଅକ୍ଟୋବର:ଦକ୍ଷିଣ ତ୍ରିପୁରାର ବେଲୋନିୟାରେ ରାଫେଲ ଡିଲର ଯାଞ୍ଚ ଦାବିରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି(ମାକପା) ପକ୍ଷରୁ ଚାଲିଥିବା ଏକ ରାଲି ଉପରେ ଢେଲା,ପଥର ମାଡ଼ ହୋଇଛି।ଏଥିରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଡଜେନେରୁ ଅଧିକ କାର୍ଯ୍ୟକର୍ତ୍ତା...

ବିଜେପି ଦାୟିତ୍ୱରେ ଅଛନ୍ତି କି? ସାବଧାନ!

0
ରାତି ପାଇଲା ବେଳକୁ ଦାୟିତ୍ୱ ନଥାଇ ପାରେ! ଭୁବନେଶ୍ୱର;୨୭,ଅକ୍ଟୋବର:ଆପଣ ବିଜେପିର କୌଣସି ସାଙ୍ଗଠନିକ ଦାୟିତ୍ୱରେ ଅଛନ୍ତି କି?ତେବେ ସାବଧାନ ରୁହନ୍ତୁ।ହୁଏତ ସକାଳ ପାଇଲା ବେଳକୁ ଆପଣଙ୍କର ଦାୟିତ୍ୱ ନଥାଇ ପାରେ।ଆପଣ ଦାୟିତ୍ବରୁ ମୁକ୍ତ ହୋଇ...

ବ୍ରହ୍ମପୁରରୁ ଗୋମାଂସ ଜବତ ନେଇ ଉଦବେଗ

0
ବ୍ରହ୍ମପୁର;୨୬,ଅକ୍ଟୋବର:ଆଜି ବ୍ରହ୍ମପୁର ସହରରୁ ଗୋମାଂସ ଜବତ ହୋଇଛି।ସଦ୍ୟ କଟା ଯାଇଥିବା ଏକ ଗୋରୁର ମୁଣ୍ଡ,ଗୋଡ଼ ଏବଂ ଏକ ଅଖାରେ ବନ୍ଧା ହୋଇ ଗୋମାଂସ ଆଦି ବ୍ରହ୍ମପୁର ସ୍ଥିତ ଗୋକର୍ଣ୍ଣେଶ୍ୱର ଶିବ ମନ୍ଦିର ନିକଟରେ...

ଓବେସୀଙ୍କ ନିକଟରେ ଅମିତ ଶାହା ନତମସ୍ତକ?

0
ଭୁବନେଶ୍ୱର;୨୫,ଅକ୍ଟୋବର:ଅଲ-ଇଣ୍ଡିଆ-ମଜଲିସ-ଏ-ଇତ୍ତେହାଦୁଲ-ମୁସ୍ଲିମିନ(ଏଆଇଏମଏମ)ର ଅଧ୍ୟକ୍ଷ ଅସଦୁୁଦ୍ଦିନ ଓବେସୀଙ୍କ ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନତମସ୍ତକ ହୋଇ ଅଭିବାଦନ ଜଣାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।ଚନ୍ଦେଲ ନନ୍ଦେଲ ଆପ...

ନିରାକାରପୁରରେ ଯୁବତୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥାନା ଘେରାଉ

0
ଖୋର୍ଦ୍ଧା;୨୫,ଅକ୍ଟୋବର:ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଘଟିଥିବା ଯୁବତୀ ହତ୍ୟା ଘଟଣାରେ ଆଜି ନିରାକାରପୁର ଥାନା ଘେରାଉ ହୋଇଛି।ନିରାକାରପୁର ପୂର୍ବତନ ସରପଞ୍ଚ ବିପିନ କୁମାର ଜୟସିଂଙ୍କ ନେତୃତ୍ୱରେ "ଖୋର୍ଦ୍ଧା ଜନ ଜାଗରଣ ମହାମେଣ୍ଟ" ପକ୍ଷରୁ ଚିତ୍ରକୂଟ...

ମହିଳା ସୁରକ୍ଷା ନେଇ କେତେ ଚିନ୍ତା,କେତେ ବ୍ୟଥା?

0
କେବଳ ମୋହରା ହେଉଛନ୍ତି ପିଡ଼ିତା! ଭୁବନେଶ୍ୱର;୨୫,ଅକ୍ଟୋବର:ମହିଳା ସୁରକ୍ଷା ପ୍ରସଙ୍ଗରେ ସାରା ଦେଶ ତଥା ବିଶେଷ କରି ଆମ ରାଜ୍ୟ ଓଡ଼ିଶାରେ ଏବେ ବହୁ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ମହିଳା ସୁରକ୍ଷା ନେଇ ଆନ୍ଦୋଳନ,ସୁରକ୍ଷା ଯାତ୍ରା,କୋକେଇ ଯାତ୍ରା,କ୍ୟାଣ୍ଡେଲ...

ଭିର୍ଣ୍ଣ ଏକ ପର୍ବ,ପରମ୍ପରା:କୁମାର ପୂର୍ଣ୍ଣିମା

0
-ଦେବଦତ୍ତ ରଥ ବାର ମାସରେ ତେର ପର୍ବ ମଧ୍ୟରେ କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ।ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା।ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ।ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ...

ଛଟପଟ ହୋଇ ଚାଲିଗଲା ଯୁବତୀଙ୍କ ଜୀବନ: ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ସନ୍ଦେହ

0
ଭୁବନେଶ୍ୱର;୨୩,ଅକ୍ଟୋବର:ଓଡ଼ିଶାରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଘଟଣା ବଢ଼ିଚାଲିଛି।ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁଯାୟୀ ଦେଶରେ ଓଡ଼ିଶା କେତେବେଳେ ଏଥିରେ ୫ମ ସ୍ଥାନରେ ରହୁଛି ତ' କେତେବେଳେ ୨ୟ ସ୍ଥାନରେ...

“କଥା ରହିଗଲା କାଳ କାଳକୁ” ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ନାଟକ

0
ଖୋର୍ଦ୍ଧା;୨୩,ଅକ୍ଟୋବର:ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ନିରାକାରପୁର ଲକ୍ଷ୍ମୀ ବଜାରଠାରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଜଲକ୍ଷ୍ମୀ ପୂଜା ମେଢ଼ ହେଉଛି।ଏହି ଅବସରରେ ଆସନ୍ତା ୩୦ ତାରିଖରେ ନାଟକ "କଥା ରହିଗଲା...

ବିଜେପିର ମିଶ୍ରଣ ପର୍ବ ଭିତରେ ବିଛେଦ !

0
★ପଦ୍ମ ଧରିଲେ ପଦ୍ମଲୋଚନ:ଅସନ୍ତୋଷ କୁହୁଳୁଛି ★ବାଲେଶ୍ୱର ବିଜେପିରେ ଲାଗିଲା ନିଆଁ ଭୁବନେଶ୍ୱର;୨୨,ଅକ୍ଟୋବର:ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ବିଭିର୍ଣ୍ଣ ଦଳ ଭିତରେ ମିଶ୍ରଣ ପର୍ବ ସେତେସେତେ ବଢ଼ିଚାଲିଛି।ଜଣେ ଗୋଟେ ଦଳ ଛାଡ଼ି ଆଉ ଏକ ଦଳକୁ...

ପୂର୍ବ ସରକାର ଦେଶକୁ ଇଂରେଜଙ୍କ ଚଷମାରେ ଦେଖୁଥିଲେ:ମୋଦୀ

0
★ସ୍ୱାଧୀନ ହିନ୍ଦ ସରକାରର ୭୫ ବର୍ଷ ପୂର୍ତ୍ତି ★ଲାଲକିଲାରେ ତ୍ରିରଙ୍ଗା ଉଡାଇଲେ ମୋଦୀ ★ରାଷ୍ଟ୍ରୀୟ ପୁଲିସ ସ୍ମାରକୀ ଦେଶକୁ ସମର୍ପିତ ★ଭାଷଣ ବେଳେ ଭାବୁକ ହେଲେ ମୋଦୀ ନୂଆଦିଲ୍ଲୀ;୨୧,ଅକ୍ଟୋବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସ୍ୱାଧିନ ହିନ୍ଦ ସରକାରଙ୍କର...

ଆଜି ପୁଣି ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇବେ ମୋଦି!କହିଲେ ଓଡ଼ିଶା କଥା

0
ଭୁବନେଶ୍ୱର;୨୧,ଅକ୍ଟୋବର:ଆଜି ପୁଣି ଥରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହି ଐତିହାସିକ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୁତୁରା ଉପସ୍ଥିତ ରହିବେ।ସୂଚନାଯୋଗ୍ୟ ଯେ...

ଚୋରା ମଦ ବେପାରୀ ଗିରଫ:୫.୬ଲିଟର ମଦ ଜବତ

0
ଭୁବନେଶ୍ୱର;୨୦,ଅକ୍ଟୋବର:ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ଜଣେ ଜଣେ ଚୋରା ମଦ ବେପାରକୁ ଗିରଫ କରିବା ସହ ତା'ଠାରୁ ୫.୬ଲିଟର ଚୋରା ବିଦେଶୀ ମଦ ଜବତ କରିଛି।ଗିରଫ ଅଭିଯୁକ୍ତର ନାମ ବାସୁ ଖିଲା।ମଦ...

ଲୌହ ଦାନବର ରକ୍ତ ଭୋଜି

0
ଥିଲେ ଜଣେ ସେହି କଂଗ୍ରେସରେ ଶାସ୍ତ୍ରୀଜୀ;ଏବେ ବି ଅଛନ୍ତି ସେହି କଂଗ୍ରେସରେ କ୍ୟାପଟେନ ଅମରେନ୍ଦ୍ର,ସିଦ୍ଧୁ ଏବଂ ତାଙ୍କ ପତ୍ନୀ.. ଭୁବନେଶ୍ୱର;୨୦,ଅକ୍ଟୋବର:ଚଳିତ ବର୍ଷ ଦଶହରା ଏକ ଦୁଃଖ ଦେଇ ଚାଲିଗଲା।ସବୁକିଛି ଠିକଠାକ ଥିଲା।ସମସ୍ତେ ନବରାତ୍ର ଖୁବ୍...

ସଂଘର ଚେତାବନୀ:ମଧ୍ୟପ୍ରଦେଶରେ ୭୦ରୁ ଅଧିକ ବିଧାୟକଙ୍କ କଟିଯିବ ଟିକେଟ!

0
ଯଦି ମଧ୍ୟପ୍ରଦେଶରେ ସଂଘର ଫର୍ମୁଲା କାର୍ଯ୍ୟ କରେ,ଏବଂ ତାହା ଓଡ଼ିଶାରେ ଲାଗୁ ହୁଏ,ତେବେ କ'ଣ ହେବ? ଭୁବନେଶ୍ୱର;୧୯,ଅକ୍ଟୋବର:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ଚେତାବନୀ ପରେ ମଧ୍ୟ ପ୍ରଦେଶରେ ୭୦ରୁ ଅଧିକ ଭାଜପା ବିଧାୟକଙ୍କ ଟିକେଟ...

ଚୀନ କରିବ କୃତ୍ରିମ ଚନ୍ଦ୍ର! ଷ୍ଟ୍ରିଟ ଲାଇଟର ଆବଶ୍ୟକତା ପଡିବନି

0
ଭୁବନେଶ୍ୱର;୧୯,ଅକ୍ଟୋବର:ଚୀନର ଏକ କୃତ୍ରିମ ଚନ୍ଦ୍ର ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରୁଛି।ଏହି ଉପଗ୍ରହ ପୃଥିବୀ ପୃଷ୍ଟରୁ ପାଖାପାଖି ୮୦ କିମି ଉଚ୍ଚରୁ ରହି ଆଲୋକିତ କରିବ।ଏବଂ ବଡ଼ କଥା ଏହିକି ଯି ଯେ,ପ୍ରକୃତ...

୪ ବର୍ଷରେ ଗରିବଙ୍କ ପାଇଁ କରିଛୁ ୧.୨୫ କୋଟି ଘର – ନରେନ୍ଦ୍ର ମୋଦୀ

0
୨,୪୪,୪୪୪ ଲାଭାର୍ଥୀଙ୍କୁ ପ୍ରଦାନ କରାଗଲା ଘର ଚାବି ଭୁବନେଶ୍ୱର;୧୯,ଅକ୍ଟୋବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିରିଡ଼ି ସାଇ ମନ୍ଦିର ଯିବା ଅବସରରେ ମନ୍ଦିର ଦର୍ଶନ ଏବଂ ମନ୍ଦିର କାର୍ଯ୍ୟକ୍ରମ ସାରିବା ପରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ...

ଶେଖ ହସିନା ଢାକେଶ୍ୱରୀ ମନ୍ଦିରକୁ ଦେଲେ ୧.୫ ବିଘା ଜମି

0
ଭୁବନେଶ୍ୱର;୧୯,ଅକ୍ଟୋବର:ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୁର୍ଗାପୂଜା ଉପଲକ୍ଷେ ଢାକେଶ୍ବରୀ ମନ୍ଦିରକୁ ୧.୫ ବିଘା ଜମି ପ୍ରଦାନ କରିଛନ୍ତି । ରାଜଧାନୀ ଢାକା ସ୍ଥିତ ଢାକେଶ୍ବରୀ ମନ୍ଦିରକୁ ଜମି ପ୍ରଦାନ ପାଇଁ ଗତ ୬...

ଭାରତ-ପାକ ସୀମାରେ ରାଜନାଥ ସିଂ କଲେ ଶସ୍ତ୍ର ପୂଜନ

0
ଭୁବନେଶ୍ୱର;୧୯,ଅକ୍ଟୋବର:ଗୃହମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନର ବିକାନେର ସ୍ଥିତ ବିଏସଏଫ ମୁଖ୍ୟାଳୟରେ ବିଜୟା ଦଶମୀ ଅବସରରେ ଯବାନଙ୍କ ସହ ମିଶି ଶସ୍ତ୍ର ପୂଜନ କରିଛନ୍ତି।ରାଜସ୍ଥାନର ବିକାନେର ସ୍ଥିତ ବିଏସଏଫ ମୁଖ୍ୟାଳୟ ଭାରତ ଏବଂ ପାକିସ୍ଥାନ...

ରାଜଧାନୀ ଭଷାଣି ସମିତିକୁ ମୋଦୀଙ୍କ ଶୁଭେଛା ବାର୍ତ୍ତା

0
ଭୁବନେଶ୍ୱର;୧୯,ଅକ୍ଟୋବର:ଭୁବନେଶ୍ୱର ରାଜଧାନୀ ଭଷାଣି ସମିତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ବାର୍ତ୍ତା ପଠାଇଛନ୍ତି।ରାଜଧାନୀ ଭଷାଣି ସମିତି ସଭାପତି ନିରଞ୍ଜନ ମିଶ୍ରଙ୍କୁ ମୋଦୀ ଦଶହରା ଶୁଭେଛା ନେଇ ଏକ ବାର୍ତ୍ତା ପଠାଇଛନ୍ତି।ଏନେଇ ରାଜଧାନୀ ଭଷାଣି...