Home ଅପରାଧ ବାମପନ୍ଥୀ ରାଲିକୁ ଢେଲାମାଡ଼:ଡଜେନେ ଆହତ

ବାମପନ୍ଥୀ ରାଲିକୁ ଢେଲାମାଡ଼:ଡଜେନେ ଆହତ

400

ଅଗରତାଲା;୨୭,ଅକ୍ଟୋବର:ଦକ୍ଷିଣ ତ୍ରିପୁରାର ବେଲୋନିୟାରେ ରାଫେଲ ଡିଲର ଯାଞ୍ଚ ଦାବିରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି(ମାକପା) ପକ୍ଷରୁ ଚାଲିଥିବା ଏକ ରାଲି ଉପରେ ଢେଲା,ପଥର ମାଡ଼ ହୋଇଛି।ଏଥିରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଡଜେନେରୁ ଅଧିକ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି।ରାଲି ଚାଲିଥିବା ସମୟରେ ହଠାତ ୨୦/୨୫ ଜଣ ଲୋକ ଆସି ପଥର ମାଡ଼ କରି ଫେରାର ହୋଇଯାଇଥିଲେ।ମାକପା ଏଥିପାଇଁ ଭାଜପାକୁ ଦାୟୀ କରିଥିବା ବେଳେ ଭାଜପା ଏପରି ଅଭିଯୋଗକୁ ଭିତିହିନ କହି ଖଣ୍ଡନ କରିଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.