Chitta Ranjan Das
ଭରତପୁର ପଂଚାୟତରେ ଗ୍ରାମୀଣ ପାଠାଗାର ଓ ପାର୍କର ଉଦଘାଟନ ଉତ୍ସବ
କେନ୍ଦ୍ରାପଡ଼ା ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତରେ ରବିବାର ଅପରାହ୍ନରେ ଏକ ଗ୍ରାମୀଣ ପାଠାଗାରର ନୂତନ ଗୃହ ଓ ଏକ ନୂତନ ପାର୍କର ଉଦଘାଟନୀ ଉତ୍ସବ...
ପୌରସଂସ୍ଥା ପକ୍ଷରୁ ବ୍ୟାଟେରୀ ଚାଳିତ ସଫେଇଗାଡି ଉଦଘାଟିତ
କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) –କେନ୍ଦ୍ରାପଡା ପୋରସଂସ୍ଥା ପକ୍ଷରୁ ଶନିବାର ଅଳିଆ ଆବର୍ଜ୍ଜନା କୁ ପରିବହନ କରିବା ପାଇଁ ଏକ ନୂତନ ବ୍ୟାଟେରୀ ଚାଳିତ ଯାନ ଉଦଘାଟିତ ହୋଇଯାଇଛି। ପୈାର ନିର୍ବାହୀ...
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀରେ ସାମୁହିକ ମାଲ୍ୟାର୍ପଣ
କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) –ନାରୀକବି ଉତ୍କଳ ଭାରତୀ ଡଃ.କୁନ୍ତଳା କୁମାରୀ ସାବତଙ୍କ ୧୧୯ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର ଅର୍ବାନବ୍ୟାଙ୍କ ମୁଖ୍ୟଶାଖା ସନ୍ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ କୁନ୍ତଳା କୁମାରୀ...
ବିଶ୍ୱଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଆଖୁଆ ଦକ୍ଷିଣି ଆଶ୍ରମ ପରିସରରେ ଅଭିରାମ ପରମହଂସ ଦେବଙ୍କ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ...
କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୩କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରି ଆର୍ଥିକ ସହାୟତା ମଞ୍ଜୁର କରିଥିବା ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ...
ପାଗର ପ୍ରତିକୂଳତା ଯୋଗୁ କନ୍ଦରା ରାଜଦରବାର ଓ ତୁଳସୀ ବିବାହ ମହୋତ୍ସବ କୁ ଚଳିତମାସ...
କେନ୍ଦ୍ରାପଡା ୭/୨ -(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କନ୍ଦରା ରାଜ ଦରବାର ଓ ତୁଳସୀ ବିବାହ ମହୋତ୍ସବକୁ ଚଳିତମାସ ୧୫ ଓ ୧୬ତାରିଖକୁ ଘୁଁଚାଇ ଦିଆଗଲା। ଏହି ଅବସରରେ ମହୋତ୍ସବ କମିଟିର ସଭାପତି ରଞ୍ଜିତ...
ସୂଚନା ଅଧିକାରକର୍ମୀ ରଞ୍ଜନ ଦାସ ହତ୍ୟା ଘଟଣାରେ ଓଡିଶା ସୂଚନା ଅଧିକାର ଅଭିଯାନ କ୍ରାଇମବ୍ରାଂଚ...
କେନ୍ଦ୍ରାପଡା ୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ମାର୍ଶାଘାଇରେ ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କକୁ ହତ୍ୟା ଘଟଣାରେ ରାଜନେତାଙ୍କ ଚାପରେ ଜିଲ୍ଲା ପୋଲିସ ଚୁପ ହୋଇ ବସିଛି ବୋଲି...
ମନରେଗା ସ୍କିମରେ ଘାସଚାଷ ସମ୍ପର୍କରେ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡା ୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ମନରେଗା ସ୍କିମରେ ଘାସଚାଷ ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ...
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୂଖରେ ଅନଶନ
କେନ୍ଦ୍ରାପଡା ୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଅଭିଯୁକ୍ତକୁ ଗିରଫ ଦାବିରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଜନୈକ ମହିଳା ତାଙ୍କ ପରିବାର ସହିତ ଅନଶନରେ ବସିଥିଲେ। ଘଟଣାରୁ ପ୍ରକାଶ...
ଉତ୍କଳ ଗୈାରବ ମଧୁବାବୁଙ୍କ ତିରୋଧାନ ଦିବସରେ ଆଇନଜୀବିମାନଙ୍କ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ
କେନ୍ଦ୍ରାପଡା ୪/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ୮୭ତମ ତିରୋଧାନ ଦିବସ ଅବସରରେ କେନ୍ଦ୍ରାପଡା କୋର୍ଟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଆଇନିଜୀବିମାନେ ସାମୁହିକ ମାଲ୍ୟାର୍ପଣ କରି...
ଓଡିଶୋ ମୈାଜାର ଗୋଚର ସଂରକ୍ଷିତ ଜମିରୁ ଗ୍ରାମବାସୀଙ୍କୁ ତହସିଲଦାରଙ୍କ ବେଆଇନ ଉଛେଦ ସମ୍ପର୍କରେ ଅଭିଯୋଗ
କେନ୍ଦ୍ରାପଡା ୪/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଗଉଡଗୋପ, ମୀରପାଟଣା, ବଡହାଟ, ଚାଟରାପାଟଣା ଓ କାକଟ ଗ୍ରାମର ଗ୍ରାମବାସୀମାନେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ...
ଉତ୍କଳ ଗୈାରବ ମଧୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଓ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ଫଟୋଚିତ୍ର ଉନ୍ମୋଚନ
କେନ୍ଦ୍ରାପଡା ୪/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଓକିଲସଙ୍ଘ ସଭାଗୃହରେ ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ୮୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଓକିଲ ସଙ୍ଘରେ ପୂର୍ବତନ ମନ୍ତ୍ରୀ,...
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା) ପ୍ରଥମ ବୈଠକ
କେନ୍ଦ୍ରାପଡା ୨୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା)ର ପ୍ରଥମ ବୈଠକ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ...
ଆଦର୍ଶ କୃଷକଙ୍କ ପରଲୋକ
କେନ୍ଦ୍ରାପଡା ୨୨/୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ଗ୍ରାମର ଆଦର୍ଶ କୃଷକ ବାନାମ୍ବର ନାୟକଙ୍କ ମଙ୍ଗଳବାର ଅପରାହ୍ନରେ ୮୨ବର୍ଷ ବୟସରେ ତାଙ୍କ ବାସଗୃହରେ ହୃଦଘାତରେ...
ଗୁଳିମାଡରେ ମହିଳା ଗୁରୁତ୍ତର, କଟକ ସ୍ଥାନାନ୍ତର
କେନ୍ଦ୍ରାପଡା ୨୨/୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ବନ୍ଧୁକ ଗୁଳି ମାଡରେ ଜନୈକା ମହିଳା ଗୁରୁତ୍ତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା...
ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ
କେନ୍ଦ୍ରାପଡା ୨୨/୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା କାର୍ଯ୍ୟାଳୟ...
ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ସମାରୋହ : ଟଙ୍କିକିଆ ଚାଉଳ ଯୋଗୁଁ...
କେନ୍ଦ୍ରାପଡା ୨୨/୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର କେନ୍ଦ୍ରାପଡା ଜଳସମ୍ପଦ ବିଭାଜନ ଆନୁକୁଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ସାରଙ୍ଗ ପଡିଆରେ ଜିଲ୍ଲା ସ୍ତରୀୟ...
ଭିତରକନିକା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା ୨୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଭିତରକନିକା ମହୋତ୍ସବ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...
ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ ଉତ୍ସବ
କେନ୍ଦ୍ରାପଡା ୨୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ସନ୍ନିକଟ ରଣପଡା ଗୋବରୀ ନଦୀକୁଳରେ ଥିବା ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ୯ମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେସ୍କୁଲ ପରିସରରେ...
ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ତରଫରୁ ବକ୍ତୃତାମାଳା
କେନ୍ଦ୍ରାପଡା ୨୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କାକଟ ମଙ୍ଗଳା ସ୍କୁଲ ପ୍ରାଙ୍ଗଣରେ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ଆନନ୍ଦ ଚନ୍ଦ୍ରଙ୍କ ଭୂମିକା ଉପରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପ୍ଲବୀ ଆନନ୍ଦ...