Home କେନ୍ଦ୍ରାପଡ଼ା ଗରୀବ ଉମ୍ରାନ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଅପହଂଚ

ଗରୀବ ଉମ୍ରାନ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଅପହଂଚ

85

କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ବାରିମୂଳ ପଂଚାୟତର ନିୟାମତପୁର ମୁସଲିମ ବସ୍ତିରେ ବାସ କରୁଥିବା ଗରୀବ ଦିନମଜୁରିଆ ଉମ୍ରାନ ଖାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ଅପହଁଚ ହୋଇପଡିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଉମ୍ରାନ ଜଣେ ଗରିବ ଦିନମଜୁରିଆ ହୋଇଥିବା ବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଟିଏ ଯୋଗାଇ ଦେବାକୁ ସେ ସ୍ଥାନୀୟ ସରପଂଚ, ବିଡିଓ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଗୁହାରି କରି ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି। ଜଣେ ଗରୀବ ଦିନମଜୁରିଆ ଭାବେ ନିଜ ପରିବାର ପ୍ରତିପୋଷଣ କରୁଥିବା ଉମ୍ରାନଙ୍କୁ ପକ୍କାଘର ଟିଏ ଯୋଗାଇ ଦେବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.