Home Authors Posts by Chitta Ranjan Das

Chitta Ranjan Das

Chitta Ranjan Das
908 POSTS 0 COMMENTS

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ଘୋଷଣା ଦାବିରେ...

0
କେନ୍ଦ୍ରାପଡା, ୧୭/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ରାଜନୀତିରେ ସର୍ବଦା ଚର୍ଚ୍ଚିତ ଜିଲ୍ଲା ତଥା ବିଜୁବାବୁଙ୍କ ରାଜନୀତି ସହିତ ଦୀର୍ଘ ୬୦ବର୍ଷରୁ ଅଧିକ ଜଡିତ ଓ ୧୪ଲକ୍ଷ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡା...

ସି.ଆର.ସି.ସି.ଙ୍କୁ ସ୍ୱାଗତ ଓ ବିଦାୟକାଳୀନ ସମ୍ବର୍ଦ୍ଧନା

0
କେନ୍ଦ୍ରାପଡା, ୧୫/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କାକଟମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରର ସି.ଆର.ସି.ସି. ବଳଦେବ ପ୍ରସାଦ ଜେନାଙ୍କର ଲେଭେଲ -୩ ପ୍ରଧାନ ଶିକ୍ଷକ ପଦକୁ ପଦୋନ୍ନତି ହୋଇ...

ଦଳିତ ପରିବାରକୁ ଗ୍ରାମରୁ ନିଆଁପାଣି ବାଛନ୍ଦ ଅଭିଯୋଗ

0
କେନ୍ଦ୍ରାପଡା, ୧୬/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଦଳିତ ପରିବାର ୨ଟିକୁ ଗ୍ରାମରେ ନିଆଁପାଣି ବାଛନ୍ଦ କରିଥିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ମହାକାଳପଡା ଥାନା ଅନ୍ତର୍ଗତ କଳପଡା...

କେନ୍ଦ୍ରାପଡା ଜିଲ୍ଲା ପ୍ରତି ଅବହେଳାର ପ୍ରତିବାଦ କଲା ଜିଲ୍ଲା ବିକାଶ ସାମ୍ମୁଖ୍ୟ

0
କେନ୍ଦ୍ରାପଡା ୧୬/୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଆମ କେନ୍ଦ୍ରାପଡା ଜିଲ୍ଲା ଆର୍ଥିକ ବିକାଶ କ୍ଷେତ୍ରରେ ୩୦ତମ ସ୍ଥାନରେ ସ୍ଥାନୀତ। ଜିଲ୍ଲାବାସୀଙ୍କର କୃଷି ହିଁ ମୁଖ୍ୟ ଜିବିକା ହୋଇଥିଲେ ମଧ୍ୟ କୃଷି ଭିତିଭୂମିର ଦୁର୍ବଳସ୍ଥିତି...

ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟରୋଗୀଙ୍କୁ ସହାୟତା

0
କେନ୍ଦ୍ରାପଡା, ୧୬/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ...

ଅବସରପ୍ରାପ୍ତ ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ପ୍ରମୋଦ କୁମାର ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

0
କେନ୍ଦ୍ରାପଡା, ୧୬/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପ୍ରମୋଦ କୁମାର ଦାସ ସ୍ମୃତି କମିଟି ଆନୁକୁଲ୍ୟରେ ଅବସରପ୍ରାପ୍ତ ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ତଥା ସମାଜସେବୀ ପ୍ରମୋଦ କୁମାର ଦାସଙ୍କ ଏକାଦଶାହ ଉପଲକ୍ଷେ ଏକ...

କେନ୍ଦ୍ରାପଡା ବ୍ଲକ ସରପଂଚ ସଙ୍ଘର ସାଧାରଣ ଅଧିବେସନ

0
କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଟିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପଂଚାୟତ ସମିତି ସରପଂଚ ସଙ୍ଘର ସାଧାରଣ ଅଧିବେସନ ସୋମବାର ପୂର୍ବାହ୍ନରେ କପାଳେଶ୍ୱର ଗ୍ରାମପଂଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଙ୍ଘର ସଭାପତି ନରହରି ପାଣିଙ୍କ...

ପୈାରସଂସ୍ଥାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ

0
କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରସଂସ୍ଥାର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୋମବାର ପୂର୍ବାହ୍ନରେ ସମୀକ୍ଷା କରିଛନ୍ତି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା। ପୈାରସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି...

ଫୋନ ପେ ମାଧ୍ୟମରେ ୧୫ହଜାର ହରିଲୁଟ ଅଭିଯୋଗ

0
କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଫୋନ ପେ ମାଧ୍ୟମରେ ଜଣେ ବ୍ୟବସାୟୀଙ୍କ ଠାରୁ ୩ଥରରେ ୧୫ହଜାର ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ...

ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ

0
କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜମିର କାଗଜପତ୍ର କରାଇଦେବା ପାଇଁ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଦୁର୍ନିତୀ ନିବାରଣ ବିଭାଗ ହାତରେ ଧରାପଡି ଗିରଫ ହୋଇଛନ୍ତି ଜଣେ ମହିଳା...

ନୃସିଂହ ଟିକିରି ମଠରେ ଶ୍ରୀଲ ରାମଦାସ ବାବାଜୀଙ୍କ ସ୍ମରଣ ଉତ୍ସବ ପାଳିତ

0
କେନ୍ଦ୍ରାପଡ଼ା, ୧୩/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ ) - - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ମହିପାଳସ୍ଥିତ ନୃସିଂହ ଟିକିରି ମଠ(ବାୟାବାବା ମଠ)ରେ ଶ୍ରୀମଦ ବାୟାବାବାଙ୍କ ଗୁରୁଦେବ ଶ୍ରୀଲ ରାମଦାସ ବାବାଜୀଙ୍କ ୬୭ତମ ସ୍ମରଣ...

୮ ତାରିଖ ଭାରତ ବନ୍ଦକୁ ସଫଳ କରିବାକୁ ନିବେଦନ

0
କେନ୍ଦ୍ରାପଡା, ୬/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -କୃଷି କୃଷକ ତଥା ଜନବିରୋଧୀ ୩ଟି କୃଷି ସଂଶୋଧନ ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସର୍ବ ଭାରତୀୟ କୃଷକ ସମନ୍ୱୟ ସଙ୍ଘର୍ଷ ସମିତି ଦ୍ୱାରା ଡିସେମ୍ବର...

ଅର୍ଥଲୁଟ କରିବା ଘଟଣାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ

0
କେନ୍ଦ୍ରାପଡା, ୨୬/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜନୈକ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ଠାରୁ ୩୨ହଜାର ଟଙ୍କା ଲୁଟ ହୋଇଥିବା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ କାଇପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ...

ଜିଲ୍ଲା ସ୍ତରୀୟ ପିସି ଆଣ୍ଡ ପି.ଏନ.ଡି.ଟି ପରାମର୍ଶମଣ୍ଡଳୀ ବୈଠକ

0
କେନ୍ଦ୍ରାପଡା, ୨୫/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ସ୍ତରୀୟ ପିସି ଏବଂ ପିଏନଡିଟି ପରାମର୍ଶମଣ୍ଡଳୀ ବୈଠକ ସହ ଜିଲ୍ଲା ସ୍ତରୀୟ କୋଭିଡ -୧୯ ଟୀକାଦାନ କାର୍ଯ୍ୟନିର୍ବାହୀ ଏବଂ ଜାତୀୟ ପଲସ ପୋଲିଓ...

ଜିଲ୍ଲା ହାଇୱା ଟିପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜରିମାନା ପ୍ରତିବାଦରେ ଆଜି ରାସ୍ତାରୋକ

0
କେନ୍ଦ୍ରାପଡା, ୨୨ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଜିଲ୍ଲା ହାଇୱା ଟିପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ପ୍ରତିବାଦରେ ଆସନ୍ତା ସୋମବାର ୫ନମ୍ବର(କ) ଜାତୀୟ ରାଜପଥ ଓ କଟକ-ଚାନ୍ଦବାଲି ରାସ୍ତାକୁ ଦୁହୁରିଆ...

ସିଭିଲସପ୍ଲାଏ କରପୋରେସନ ଗୋଦାମରୁ ୨୧୦ବସ୍ତା ଗହମ ବେଆଇନ ଚାଲାଣ ଘଟଣା ସଦର ଥାନା ପୋଲିସ...

0
କେନ୍ଦ୍ରାପଡା, ୨୧/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ୫ନମ୍ବର(କ) ଜାତୀୟ ରାଜପଥର ଛଗରିଆ ଠାରେ ଥିବା ସିଭିଲ ସପ୍ଲାଏ କରପୋରେସନ ଗୋଦାମରୁ ବେଆଇନ ଭାବେ ଏକ ଟ୍ରକରେ ଦୁତିଆଳସ୍ଥିତ ମା’ଶାରଳା ଫୁଡ୍ସକୁ ଚାଲାଣ...

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡା, ୧୯/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମାଙ୍କ...

ଗାଁ ସାଥୀ(ମେଟ)ଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରାପଡା ବିଡିଓଙ୍କ ସହ ସଙ୍ଘର ମିଳିତ ବୈଠକ

0
କେନ୍ଦ୍ରାପଡା, ୧୯/୧୧ - ଗାଁ ସାଥୀ(ମେଟ)ସଙ୍ଘ କ୍ରୀୟାନୁଷ୍ଠାନ କମିଟି କେନ୍ଦ୍ରାପଡା ବ୍ଲକ ଶାଖା ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଗତ ୧୨ତାରିଖରେ କେନ୍ଦ୍ରାପଡା ବିଡିଓଙ୍କୁ ଏକ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା।...

ଜିଲ୍ଲା ପ୍ରଶାସନକୁ କେନ୍ଦ୍ରାପଡା ଜିଲ୍ଲା ହାଇୱାଟିପ୍ପର ମାଲିକସଙ୍ଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ପ୍ରତିବାଦରେ...

0
କେନ୍ଦ୍ରାପଡା, ୧୯ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ହାଇୱା ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ପ୍ରତିବାଦରେ ଶୁକ୍ରବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାରେ ଲଘୁ ଖଣିଜ...

୪୨ଜଣ ଛାତ୍ରଛାତ୍ରୀ ଥିବା ଓଟାରବାଙ୍କ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା ପ୍ରତିବାଦରେ ସ୍କୁଲ ଛାତ୍ରଛାତ୍ରୀଙ୍କ...

0
କେନ୍ଦ୍ରାପଡା, ୧୮/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ୪୨ଜଣ ଛାତ୍ରଛାତ୍ରୀ ଥିବା ଓଟାରବାଙ୍କ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା ପ୍ରତିବାଦରେ ସେହିସ୍କୁଲର ଛାତ୍ରଛାତ୍ରୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ...