Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

ବଳଦେବ ହାଇସ୍କୁଲର ପୁରାତନ ଛାତ୍ରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା

0
କେନ୍ଦ୍ରାପଡ଼ା ୧୩ -୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ପ୍ରମୁଖ ଶିକ୍ଷାନୁଷ୍ଠାନ ବଳଦେବ ହାଇସ୍କୁଲର ୧୯୭୭ବ୍ୟାଚର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହର ଉପକଣ୍ଠ କପାଳେଶ୍ୱରସ୍ଥିତ...

ଶରତଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି : ଜିଲ୍ଲା ସଭାପତି

0
କେନ୍ଦ୍ରାପଡ଼ା ୩ -୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ପୌରପାଳିକାର ପୂର୍ବତନ କାଉନସିଲର ଶରତ ବେହୁରାଙ୍କୁ କଂଗ୍ରେସ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି...

ସାମ୍ବାଦିକ ବ୍ରଜକିଶୋରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

0
କେନ୍ଦ୍ରାପଡ଼ା ୨୫ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକର ଦୈନିକ ସମ୍ବାଦର ସାମ୍ବାଦିକ ବ୍ରଜକିଶୋର ସିଂହଙ୍କର ସୋମବାର କଟକ ବଡ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି। ସ୍ୱର୍ଗତ...

କେନ୍ଦ୍ରାପଡା ପୌରସଂସ୍ଥା ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ

0
କେନ୍ଦ୍ରାପଡ଼ା, ୧୫ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରସଂସ୍ଥାର ନଗରପାଳ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଓଡିଶା ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ରାଜ୍ୟର...

କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗ ଜାତୀୟ ଆଲୋଚନାଚକ୍ର ଉଦଯାପିତ

0
କେନ୍ଦ୍ରାପଡ଼ା ୯ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବାଣିଜ୍ୟ ବିଭାଗ ପକ୍ଷରୁ ‘ଏକବିଂଶ ଶତାବ୍ଦୀରେ ଆମ ବାଣିଜ୍ୟ ବ୍ୟବସାୟର ପରିବର୍ତ୍ତିତ ରୂପ’ ଶୀର୍ଷକ ବିଷୟବସ୍ତୁ...

ପୈାରନିର୍ବାହୀ ଅଧିକାରୀଙ୍କ ମାତୃ ବିୟୋଗ

0
କେନ୍ଦ୍ରାପଡା, ୯ା୧ କେନ୍ଦ୍ରାପଡ଼ା ୯ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ମା ତଥା ପ୍ରମୋଦ ବଳଙ୍କ ଧର୍ମପତ୍ନୀ ବନଜାକି ବଳଙ୍କର ୬୭ବର୍ଷ ବୟସରେ...

ଟାଉନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା: ଲୋକ ବାରମ୍ବାର ଫେରୁଥିବା ଅଭିଯୋଗ

0
କେନ୍ଦ୍ରାପଡ଼ା, ୨୮ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ତହସିଲ ଅଧିନ ରାଜସ୍ୱ ନିରୀକ୍ଷକ ଟାଉନ ସର୍କଲଙ୍କ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ପଡିଥିବା ନେଇ ଅଭିଯୋଗ ହୋଇଛି। ବିଭିନ୍ନ କାର୍ଯ୍ୟ ପାଇଁ ସେହି...

ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗରେ ଶିକ୍ଷକ ଜେଲ ଗଲେ

0
କେନ୍ଦ୍ରାପଡ଼ା, ୨୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଏକ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗରେ ଜନୈକ ଶିକ୍ଷକ ଜେଲ ଯାଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ ବଡଫୋଗଳ...

ଶିକ୍ଷୟିତ୍ରୀଙ୍କ ବୟସ ଜାଲିଆତି ଘଟଣାର ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0
କେନ୍ଦ୍ରାପଡ଼ା, ୨୭ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜନୈକ ଶିକ୍ଷୟିତ୍ରୀ ବୟସ ଜାଲିଆତି କରି ଶିକ୍ଷକ ଚାକିରୀ କରୁଥିବା ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ଦାବିରେ...

ଅସହ୍ୟ ହେଲା ପୁଅର ନିର୍ଯ୍ୟାତନା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ର ଧାରଣା: ପୁଅ ନିର୍ଯ୍ୟାତନାରେ...

0
କେନ୍ଦ୍ରାପଡ଼ା, ୨୭ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ପୁଅର ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ବୃଦ୍ଧା ମା’ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ କୁରୁଜଙ୍ଗା...

କେନ୍ଦ୍ରାପଡା ହାଇସ୍କୁଲ ୧୯୯୧ ବ୍ୟାଚର ବନ୍ଧୁମିଳନ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

0
କେନ୍ଦ୍ରାପଡ଼ା, ୨୬ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶାର ଦ୍ୱିତୀୟ ସର୍ବପୁରାତନ ବିଦ୍ୟାଳୟ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୧ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ...

କମ୍ୟୁନିଷ୍ଟ ପାର୍ଟିର ୯୭ତମ ପ୍ରତିଷ୍ଠା ଦିବସ

0
କେନ୍ଦ୍ରାପଡ଼ା, ୨୬ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ର ୯୭ତମ ପ୍ରତିଷ୍ଠା ଦିବସ କେନ୍ଦ୍ରାପଡା ଜୋନ କମିଟିର ତୁଣୁପୁର ଠାରେ ସାଥି ନିରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା...

ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ପଞ୍ଚଦଶ ପୁଣ୍ୟତିଥିରେ ପୁସ୍ତକ ଉନ୍ମୋଚିତ

0
କେନ୍ଦ୍ରାପଡ଼ା, ୨୬ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ପଞ୍ଚଦଶ ପୁଣ୍ୟତିଥିରେ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ରଚିତ ପୁସ୍ତକ...

ସ୍ୱାଭିମାନୀ କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

0
କେନ୍ଦ୍ରାପଡ଼ା, ୨୨ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ସ୍ୱାଭିମାନୀ କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର...

କଂସାର ପଞ୍ଚାୟତରେ ନୂତନ ମାର୍କେଟ କମ୍ପେ୍ଲକ୍ସ ଉଦଘାଟିତ

0
କେନ୍ଦ୍ରାପଡ଼ା, ୨୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତରେ ଏକ ନୂତନ ମାର୍କେଟ କମ୍ପେ୍ଲକ୍ସ ଗୃହ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ କଂସାର ପଞ୍ଚାୟତ ସରପଞ୍ଚପ୍ରଦ୍ୟୁମ୍ନ କୁମାର...

ବଗଡା ପଞ୍ଚାୟତର ମିଶନଶକ୍ତି ଗୃହ ସଂରକ୍ଷିତ ଜମିକୁ ଜବରଦଖଲ ମୁକ୍ତ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...

0
କେନ୍ଦ୍ରାପଡ଼ା, ୨୧ା୧୨ (ଓଡ଼ିଆ ପୁଅ/ଚିତିତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ପ୍ରସ୍ତାବିତ ମିଶନ ଶକ୍ତି ଗୃହ ନିମନ୍ତେ ସଂରକ୍ଷିତ ଜମିକୁ ତୁରନ୍ତ ଜବରଦଖଲ ମୁକ୍ତ କରାଯିବା ପାଇଁ ମଙ୍ଗଳବାର...

ଅଙ୍ଗନୱାଡିକର୍ମୀଙ୍କୁ ବନ୍ଧୁକ ଦେଖାଇ ଧମକ ଅଭିଯୋଗ

0
କେନ୍ଦ୍ରାପଡ଼ା, ୨୦ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜନୈକ ଅଙ୍ଗନୱାଡି କର୍ମୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ସମ୍ପର୍କରେ ଥାନାରେ ଅଭିଯୋଗ ପରେବି ପୋଲିସର ନିଷ୍କ୍ରୀୟତା ବିରୋଧରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ...

ସ୍ୱାଧୀନତାର ୭୫ ବର୍ଷ ପରେବି ବିକାଶର ନଗ୍ନ ଚିତ୍ର : କେନ୍ଦ୍ରାପଡାର ନଗଡା ପଥରଗଡା...

0
କେନ୍ଦ୍ରାପଡ଼ା, ୧୯ା୧୨(ଓଡିଆ ପୁଅ/ଚିତରଞ୍ଜନ ଦାସ): ସ୍ୱାଧୀନତାର ୭୫ ବର୍ଷ ପରେବି ବିକାଶର ନଗ୍ନଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରୁ ମାତ୍ର ୪କିଲୋମିଟର ଦୂର ପଥରଗଡା ମୁଣ୍ଡାସାହିରେ। ଯେଉଁଠି ଶିକ୍ଷା ଓ...

ମୁଖ୍ୟମନ୍ତ୍ରୀଙ୍କୁ ମହାକାଳପଡା ବିକାଶ ମଞ୍ଚର କୃତଜ୍ଞତା

0
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଠାରେ ବିଶ୍ୱ ସ୍ତରୀୟ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଆରସେଲ ମିତ୍ତଲ ଆଣ୍ଡ ନିପନ ଷ୍ଟିଲ ପୁଞ୍ଜି ନିବେଶରେ ଏକ...

କେନ୍ଦ୍ରାପଡା କଲେଜ ସମାଜ ବିଜ୍ଞାନ ବିଭାଗ ଆଲୋଚନା ଚକ୍ର

0
କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ...