Bureau
ସୁରେଶ ପୂଜାରୀ ଲୋକସଭାରେ ବିଜେପିର ସଚେତକ
ସମ୍ବଲପୁର, ୧୨ ଜୁନ୍ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟି ତା’ର ସଂସଦୀୟ ଦଳ କାର୍ଯ୍ୟକାରିଣୀର ଗଠନ କରିଛି। ଏତଦ୍ ଅନୁସାରେ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ଲୋକସଭାରେ ବିଜେପିର ଅନ୍ୟତମ...
ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ର ପାଇଲେ କ୍ୟାବିନେଟ ପାହ୍ୟା
ସମ୍ବଲପୁର, ୧୨ ଜୁନ୍ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ କ୍ୟାଡ଼ରର ଆଇଏଏସ୍ ନ୍ରିପେନ୍ଦ୍ର ମିଶ୍ର ଏବଂ ଗୁଜୁରାଟ କ୍ୟାଡ଼ରର ଆଇଏଏସ୍ ତଥା ସମ୍ବଲପୁରର କୃତୀ ସନ୍ତାନ ଡ. ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ...
ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲକୁ କ୍ୟାବିନେଟ ମଞ୍ଜୁରି
ଟ୍ରିପଲ ତଲାକକୁ ନିଷେଧ କରି ମୁସଲିମ୍ ମହିଳାଙ୍କ ଅଧିକାର ସୁରକ୍ଷା ପ୍ରୟାସ
- ଆଗାମୀ ସଂସଦ ଅଧିବେଶନରେ ଉପସ୍ଥାପିତ ହେବ ବିଲ
ନୂଆ ଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ...
ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି
- ଆଧାରକୁ ଜନଉପଯୋଗୀ କରିବା ଲାଗି ପ୍ରୟାସ
- ଆଇନରେ ବ୍ୟବସ୍ଥା ନଥିଲେ ଆଧାର ନମ୍ବର ଦେବା ଲାଗି କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିଁ
- ସ୍ୱେଚ୍ଛାକୃତ ଭାବେ ପ୍ରଦତ ଆଧାର ନମ୍ବରକୁ କେୱାଇସି...
୩ ଜୁଲାଇ, ୨୦୧୯ ରୁ ୬ ମାସ ଲାଗି ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି...
- ଆଗାମୀ ସଂସଦ ଅଧିବେଶନରେ ଆସିବ ସଂକଳ୍ପ
୧୨ ଜୁନ୍ (ଓଡ଼ିଆ ପୁଅ/ ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଆଧାରରେ ରାଜ୍ୟରେ ବର୍ତମାନର ସ୍ଥିତିକୁ ଦେଖି ୩ ଜୁଲାଇ, ୨୦୧୯ଠାରୁ...
ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜାମ୍ମୁ ଓ କାଶ୍ମୀର ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତି
- ଚାକିରି, ପଦୋନ୍ନତି ଏବଂ ପେସାଦାର ପାଠ୍ୟକ୍ରମରେ ନାମ ଲେଖାଇବା କ୍ଷେତ୍ରରେ ପାଇବେ ସଂରକ୍ଷଣ
- ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି
- ସଂସଦର ଉଭୟ ଗୃହରେ ଆଗତ...
କାଠମାଣ୍ଡୁରେ ସଡକ ଦୁର୍ଘଟଣାରେ ଓଡିଆ ତୀର୍ଥଯାତ୍ରୀଙ୍କ ମୃତାହତ ଓ ଚିକିତ୍ସା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀଙ୍କ...
- ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ମୃତ ଲୋକଙ୍କୁ ଘରେ ପହଁଚାଇବାର ବ୍ୟବସ୍ଥା କରିବା ନେଇ ଅନୁରୋଧ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୧ (ଓଡ଼ିଆ ପୁଅ) – ନେପାଳ କାଠମାଣ୍ଡୁରେ ମଙ୍ଗଳବାର ମର୍ମନ୍ତୁଦ ସଡକ...
ଅମିତ ଶାହ ପୁଣି ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ
ନୂଆଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟୀ (ବିଜେପି) ବୁଧବାରଦିନ ସଂସଦୀୟ ଦଳ କାର୍ଯ୍ୟକାରୀ ସମିତିର ଗଠନ କରିଛି। ପାର୍ଟୀ ଲିଷ୍ଟ ଜାରୀ କରି ସମସ୍ତ ନେତାମାନଙ୍କ ପଦର ସୂଚନା...
କ୍ୟାବିନେଟ୍ ମଞ୍ଜୁରୀ: ଜାମ୍ମୁ କାଶ୍ମୀର, ୬ ମାସ ପାଇଁ ବଢ଼ିଲା ରାଷ୍ଟ୍ରପତି ଶାସନ
ନୂଆଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ଜାମ୍ମୁ-କାଶ୍ମୀର ବର୍ତ୍ତମାନ ବିଧାନସଭା ନିର୍ବାଚନ ହେବାର କୌଣସି ସମ୍ଭାବନା ନଜରକୁ ଆସୁନାହିଁ। ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍ ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନର ଅବଧି ପୁନଃ...
ମୋଦୀ କ୍ୟାବିନେଟ୍ ର ବଡ଼ ନିଷ୍ପତି: ତିନି ତଲାକ ବିଲକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟର ବୈଠକରେ ଅନେକ ମୁଖ୍ୟ ନିର୍ଣ୍ଣୟ ନିଆଯାଇଛି। ବୈଠକରେ ନୂଆ ଟ୍ରିପଲ ତଲାକ ବିଲକୁ ମଞ୍ଜୁରୀ...
ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ସିଆରପିଏଫ୍ ର ୩ ଜବାନ ଶହୀଦ, ୪ ଆହତ
ଶ୍ରୀନଗର ୧୨ ଜୁନ୍ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍ ର ତିନି ଜଣ ଜବାନ ଶହୀଦ ହୋଇଛନ୍ତି ଏବଂ ଚାରିଜଣ ଆହତ ହୋଇଛନ୍ତି। ପୁଲିସ...
ଜନଜାତି କଲ୍ୟାଣ ଯୋଜନା ପାଇଁ ଇ-ଗଭର୍ଣ୍ଣାନ୍ସ ଉପକ୍ରମର ଶୁଭାରମ୍ଭ କଲେ ଶ୍ରୀ ଅର୍ଜୁନ ମୁଣ୍ଡା
ନୂଆ ଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ଆଜି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତଫସିଲଭୁକ୍ତ ଜନଜାତି କଲ୍ୟାଣ ଯୋଜନା ପାଇଁ ଇ-ଗଭର୍ଣ୍ଣାନ୍ସ ଉପକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର...
ଉତର ପୂର୍ବାଂଚଳରେ ୧୩ହଜାର କୋଟି ଟଙ୍କା ନିବେଶ କରିବ ଜାପାନ
ନୂଆ ଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ଜାପାନ ସରକାର ଭାରତର ଉତର-ପୂର୍ବାଂଚଳରେ ବିଭିନ୍ନ ରାଜ୍ୟରେ ବର୍ତମାନ ଜାରି ରହିଥିବା କେତେକ ନୂଆ ପ୍ରକଳ୍ପରେ ୨୦୫.୭୮୪ ବିଲିୟନ ୟେନ ଅର୍ଥାତ ପ୍ରାୟ ୧୩...
ଦୁଇମାସ ହେଲା ପଲସଦା ବାସୀ ପାଇନାହାନ୍ତି ପିଡିଏସ ଚାଉଳ
ଖଡିଆଳ/ନୂଆପଡା-୧୧.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପଳସଦା ଗ୍ରାମ ପଂଚାୟତର କୋଦୋପଡା ଗ୍ରାମର ର ୪୦ ରୁ ଉର୍ଦ୍ଧ୍ୱ ହିତାଧିକାରୀ ଗତ ୨ ମାସ ହେଲା ପିଡିଏସ...
ସ୍ୱଛ ଭାରତ ମିଶନ ଗୋଷ୍ଠି ଶୈାଚାଳୟ ତିଆରି ହେବାର ବର୍ଷେ ହେଲା , କାର୍ଯ୍ୟରେ...
ଖଡିଆଳ/ନୂଆପଡା-୧୦.୦୬.୧୯(ଓଡିଆପୁଅ /ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲ୍ଲା ଖଡିଆଳ ସହରର ୨ ନମ୍ବର ୱାର୍ଡର ୧ ନମ୍ବର କଲ୍ୟାଣ ମଣ୍ଡପ ପଛପଟେ ଗତ ୫ ବର୍ଷ ହେଲା ଏକ ଅସ୍ଥାୟୀ ବସଷ୍ଟାଣ୍ଡ କରାଯାଇଛି...
ସଡକ ଦୁର୍ଘଟଣା ଜଣେ ମୃତ ,ଜଣେ ଗୁରୁତର
ଖଡିଆଳ/ନୂଆପଡା-୧୦.୦୬.୧୯(ଓଡିଆପୁଅ /ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ଥାନ ଡୁଆଝର ଭାଲୁଡୁଙ୍ଗୁରୀ ଗ୍ରାମ ଠାରେ ସଡକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀ ଭାରସାମ୍ୟ ହରାଇଥିଲେ । ଜଣେ ବାଇକ ଆରୋହୀ...
ଜାତୀୟ ପ୍ରତିଯୋଗିତାରେ ଭିଏସଏସୟୁଟି ର ସଫଳତା
ସମ୍ବଲପୁର, ୯/୬ (ଓଡ଼ିଆ ପୁଅ) ବାଂଗାଲୁରୁ ଠାରେ ଆନାଲଗ ଡ଼ିଭାଇସ ଆଇଏନସି ପକ୍ଷରୁ ଆୟୋଜିତ ଜୀବନ ଧାରଣ ମାନ ରେ ଉନ୍ନତି ସମ୍ପର୍କିତ ଉଦ୍ଦାବନ ପ୍ରତିଯୋଗିତା-ଅନ୍ୱେଷଣ ୨୦୧୯ ରେ ବୁର୍ଲ୍ଲା ବୀର ସୁରେନ୍ଦ୍ର...
ଶୀତଳଷଷ୍ଟୀ ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଯୁଗଳ ଦର୍ଶନ ପରେ ଦେବଦମ୍ପତିଙ୍କ ମନ୍ଦିର...
ସମ୍ବଲପୁର, ୯ା୬ (ଓଡ଼ିଆ ପୁଅ) ପ୍ରାୟ ୪ ଶହ ବର୍ଷ ପୁରୁଣା ସମ୍ବଲପୁରର ଶିବବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ତିଥିରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।...
ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର କମିଟି ଏବଂ ରାଜ୍ୟ ପଦାଧିକାରୀ ବୈଠକ : ଚୌକିଦାର...
- ବିପୁଳ ସଂଖ୍ୟାରେ ମତଦାତାମାନେ ନିଜର ମତ ଦେଇଥିବାରୁ ସମଗ୍ର ଓଡିଶାବାସୀ ଏବଂ ମତଦାତାଙ୍କୁ ରାଜ୍ୟ ବିଜେପିର ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ
- ବିପୁଳ ଜୟଲାଭ କାରଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି...
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମୀକ୍ଷା: ୬ ଗୋଟି ସବ୍ କମିଟି ଗଠନ
ଭୁବନେଶ୍ୱର ୯.୬ (ଓଡ଼ିଆ ପୁଅ) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତଥ୍ୟ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ୮.୬.୨୦୧୯...