Bureau
ଗୁପ୍ତ ବୁଝାମଣା ନୁହଁ, ଖୋଲା ଆଲୋଚନାରେ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଗଣମାଧ୍ୟମକୁ ଉତ୍ତର
- ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ, ଓଡିଶା ଏହା ଦ୍ୱାରା ଲାଭ ପାଇବ
- ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ସଦସ୍ୟ ହେବା,...
ହାଲୱା ସମାରୋହ ସହିତ ସାଧାରଣ ବଜେଟ ୨୦୧୯-୨୦ର ମୁଦ୍ରଣ ପ୍ରକ୍ରିୟା ଆରମ୍ଭ
ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ହାଲୱା ସମାରୋହ ସହିତ ୨୦୧୯-୨୦ ଆର୍ଥିକ ବର୍ଷର ସାଧାରଣ ବଜେଟ ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ଅପରାହ୍ଣରେ ନୂଆଦିଲ୍ଲୀର ନର୍ଥ ବ୍ଲକ ଠାରେ କେନ୍ଦ୍ର...
“ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ପ୍ରସଙ୍ଗରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପ୍ରସଙ୍ଗରେ ମତ ଉପସ୍ଥାପନ କଲେ ବିଭିନ୍ନ ଗୋଷ୍ଠୀ
ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତ୍ତାଳାପ...
ଡୁମୁଡୁମାରେ ରଜମହୋତ୍ସବ
ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ) ଭୁବନେଶ୍ୱର ଉପକଣ୍ଠ ଡୁମୁଡୁମାରେ ତିନିଦିନ ଧରି ରଜ ମହୋତ୍ସବ ଅନିଷ୍ଠିତ ହୋଇଯାଇଅଛି। ଏହି ମହୋତ୍ସବ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ଏବଂ ନବଜ୍ୟୋତି ମହିଳା...
ସ୍ୱଳ୍ପ ବେତନ ଭୋଗୀ ସରକାରୀ କର୍ମଚାରୀ ମିଳିତମଞ୍ଚର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସଂଘ ତରଫରୁ...
ଭୁବନେଶ୍ୱର, ତା ୨୧ା୬ (ଓଡ଼ିଆ ପୁଅ) : ଓଡ଼ିଶା ରାଜ୍ୟ ସ୍ୱଳ୍ପ ବେତନ ଭୋଗୀ ସରକାରୀ କର୍ମଚାରୀ ମିଳିତମଞ୍ଚର ବିଧିବଦ୍ଧ ନିଷ୍ପତ୍ତି ନେଇ ଜନପ୍ରିୟ ତଥା କର୍ମଚାରୀ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ...
କେନ୍ଦ୍ରାପଡା କଲେଜ +୨ କଳାରେ ପାସହାର ୮୯.୭୫ ପ୍ରତିଶତ, କାର୍ତ୍ତକ ମଲ୍ଲିକ ପ୍ରଥମ
କେନ୍ଦ୍ରାପଡା ୨୨/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜୁନିଅର କଲେଜର +୨ କଳାରେ ପାସହାର ୮୯.୭୫ ହୋଇଥିବା ଜଣାପଡିଛି। କଲେଜର +୨ କଳା ଛାତ୍ର କାର୍ତ୍ତିକ କୁମାର ମଲ୍ଲିକ ମୋଟ ୬ଶହ...
ରାଉରକେଲା: ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ବାଜି ମାରିଲେ ଛାତ୍ରୀ
ରାଉରକେଲା ୨୨-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ...
କାହିଁକି ଜଗନ୍ନାଥଙ୍କୁ ଜ୍ୱର ହୋଇଛି, ପଢନ୍ତୁ ଏହି ଲେଖା
- ଶ୍ରୀ ଅଖଣ୍ଡ
‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକରେ କୁହାଯାଇଛି – “ଅନ ଅବସର ଅସୁସ୍ଥ ଈଶ୍ୱର, ଭକତ ନୟନ ଅଶ୍ରୁ ଧାର ଧାର ”। ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସର ଘରେ ଅଛନ୍ତି। ଭକ୍ତ ମନ...
ବିଜେପିରେ ସାମିଲ ହେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବ
- ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଶ୍ରୀ ବୈଷ୍ଣବ
- ଓଡିଶାର ବିକାଶ ଏବଂ ପ୍ରଗତି ପାଇଁ ଶ୍ରୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ...
ଅଣସରରେ ଠାକୁର : ପଟିଦିଅଁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ
ବାଲିଗୁଡ଼ା ୨୨/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ମହାପ୍ରଭୁ ଗତ ୧୭ ତାରିଖ ଠାରୁ ଅଣସର ଘରକୁ ଚାଲି ଯାଇଛନ୍ତି। ଅତ୍ୟଧିକ...
ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ : ଯୁକ୍ତ ଦୁଇ ବାଣିଜ୍ୟରେ ସମଗ୍ର କନ୍ଧମାଳରେ ଆଶାତୀତ ସଫଳତା
ବାଲିଗୁଡ଼ା ୨୨/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ଏଥିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ର ବିଶ୍ୱଜିତ...
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୩୫ତମ ବୈଠକ ଅନୁଷ୍ଠିତ
- ଜାତୀୟ ମୁନାଫା ନିରୋଧୀ ପ୍ରାଧିକରଣର କାର୍ଯ୍ୟକାଳ ୨ ବର୍ଷକୁ ବୃଦ୍ଧି
- ବିଟୁବି କାରବାର ଲାଗି ହେବ ଇଲେକଟ୍ରୋନିକ ଇନଭଏସ ବ୍ୟବସ୍ଥା
ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ବସ୍ତୁ ଓ ସେବା କର...
ରାଜ୍ୟସଭା ସିଟ୍ ସ୍କାମ୍ : ଅଶ୍ୱିନୀଙ୍କୁ ସମର୍ଥନ ଦେବା ପାଇଁ ନବୀନ କରିଛନ୍ତି ଡିଲ୍...
ବିଜେପି ପ୍ରମୁଖ ବିରୋଧି ଦଳ ଭୂମିକା ତୁଲାଇବାର ନୈତିକତା ହରାଇଛି
ଭୁବନେଶ୍ୱର ତା ୨୨.୬ (ଓଡ଼ିଆ ପୁଅ) – ରାଜ୍ୟସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଆଇ.ଏ.ଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ବିବାଦ ବିଜେଡି-ବିଜେପି...
ରାଉରକେଲାରେ ଅବୈଧ ମଦ କାରବାର କୁଟୀର ଶିଳ୍ପ!
ରାଉରକେଲା ୨୨-୬ : (ଓଡ଼ିଆ ପୁଅ/ସୁବୋଧ ନାୟକ): ରାଉରକେଲା ସାରନଗରୀ ଅଂଚଳରେ ଦୀର୍ଘ ୪ ବର୍ଷ ହେଲା ଏଠାରେ ଥିବା ଏକ ମାତ୍ର ବିଦେଶୀ ଠିପି ବନ୍ଦ ମଦ ଦୋକାନ ସରକାରୀ ନିୟମାନୁଯାୟୀ...
ହୃଦୟ ବିଦାରକ ଘଟଣା: ଜଣେ ବ୍ୟକ୍ତି ନିଜର ପତ୍ନୀ ଏବଂ ୩ ସନ୍ତାନଙ୍କର ଗଳା...
ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ରାଜଧାନୀ ଦିଲ୍ଲୀର ମେହୋରୋଲିରେ ଚାରିଜଣଙ୍କର ହତ୍ୟା ମାମଲା ସାମନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପରିବାରର ଚାରି ଜଣଙ୍କୁ ହତ୍ୟା କରିଛି। ପୁଲିସ ଅନୁସାରେ ଅଭିଯୁକ୍ତର...
ସୁରକ୍ଷା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ଆତଙ୍କବାଦୀ ପୋଲିସ୍ ଗୁଳିରେ...
ଜାମ୍ମୁ କାଶ୍ମୀର ୨୨-୬ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ବାରମୁଲ୍ଲାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି ଏବଂ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜଣେ ଆତଙ୍କବାଦୀ ପୋଲିସ୍...
ରାସ୍ତା ପ୍ରଶସ୍ତି କରଣ ନାଁ ରେ ବଳି ପଡୁଛି ଶହଶହ ଗଛ
କ.ନୂଆଗାଁ ୨୨-୬ (ଓଡ଼ିଆ ପୁଅ/ବେଣୁଧର ପଟ୍ଟନାୟକ) ବାଲିଗୁଡା ଠାରୁ ପେନାପୁସି ରାସ୍ତା ପ୍ରଶସ୍ତିକରଣ ନାମରେ ବହୁ ମୂଲ୍ୟବାନ ଫଳନ୍ତି ଗଛକୁ କଟାଯାଇଛି। ବନବିଭାଗ ଏବଂ କାଠ ମାଫିଆ ହାତ ମିଶାଇ ଲକ୍ଷ ଲକ୍ଷ...
ବିଜୁ ଜନତା ଦଳରୁ ନିଳମ୍ବିତ ହେଲେ ତିନିଜଣ
ଭୁବନେଶ୍ୱର ୨୧.୬ (ଓଡ଼ିଆ ପୁଅ) - ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ରଖାଯାଇଥିବା ଘଟଣାର ବିଜୁ ଜନତା ଦଳ ତରଫରୁ ତର୍ଜମା କରାଯାଇଥିଲା ଏବଂ ତାହାକୁ ଭିତ୍ତିକରି କଟକ...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଫୋନ୍ ରେ ଆଲୋଚନା ଭାରତ-ସାଉଦି ସଂମ୍ପର୍କ...
ନୂଆଦୀଲ୍ଲି/ଭୁବନେଶ୍ୱର, ୨୧.୦୬ (ଓଡ଼ିଆ ପୁଅ) : ଭାରତ ଏବଂ ସାଉଦି ଆରବିଆ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍...
ତିନି ରାଜ୍ୟସଭା ଆସନରୁ ପଶ୍ଚିମ ଓଡ଼ିଶା ଭାଗରେ ଶୂନ
ସମ୍ବଲପୁର, ୨୧/୬ (ଓଡ଼ିଆ ପୁଅ) – ରାଜ୍ୟରୁ ଖାଲି ହେଉଥିବା ତିନୋଟି ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପୂର୍ବ ଥର ଅନଙ୍ଗ ଉଦୟ ସିଂହଦେଓ, ଏ.ଭି.ସ୍ୱାମୀ ଏବଂ ଦିଲ୍ଲୀପ...







