Bureau
ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ ନିଯୁକ୍ତ
ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ): ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହି ନିଯୁକ୍ତି ମିଳିଛି।...
ରୋଟାରୀ ଷ୍ଟିଲ ସିଟିର ଇନଷ୍ଟାଲେସନ ସମାରୋହ଼
ରାଉରକେଲା ୧୬-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରୋଟାରୀ କ୍ଲବ ଅଫ ଷ୍ଟିଲ ସିଟି ପକ୍ଷରୁ ୮ମ ଇନଷ୍ଟାଲେସନ ସମାରୋହ ରାଉରକେଲା କ୍ଲବରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଉରକେଲା...
ପ୍ରଣାମ ଗୁରୁଜୀ
ଗୁରୁପୂର୍ଣ୍ଣିମା ଅବସରରେ ...
- ଶ୍ରୀ ଅଖଣ୍ଡ
ଗୁରୁଙ୍କ ସଂଗତି ସହଜରେ ମିଳେନାହିଁ। ଅର୍ଥାତ୍ ବ୍ୟସ୍ତବହୁଳ ଜୀବନରେ ଭଗବାନଙ୍କ ଉପାସକ ଓ ମାର୍ଗଦର୍ଶକଙ୍କ ସଂଗତିରେ ଆସିବା କଷ୍ଟ ହୋଇପଡେ। ସମୟ ମିଳେନି। ସଂସାରିକ ଜଂଜାଳ ଆମକୁ...
ତାଜା ଖବର: ମୁମ୍ବାଇରେ ୪ ମହଲା କୋଠା ଭୁଷୁଡ଼ିଲା, ୫୦ ରୁ ଅଧିକ ଲୋକ...
ମୁମ୍ବାଇ ୧୬ -୭ (ଓଡ଼ିଆ ପୁଅ) ମୁମ୍ବାଇର ଡୋଙ୍ଗରୀ ନାମକ ସ୍ଥାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ ଏଠାରେ ୪ ମହଲା କୋଠା ଭୁଷୁଡ଼ି ପଡ଼ିବାରୁ ୫୦ରୁ ଅଧିକ ଲୋକ...
ଦୁବାଇରେ ଫସିଥିବା ୧୮ ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ...
- ବ୍ୟକ୍ତିଗତ ହସ୍ତକ୍ଷେପ କରିବା ସହ ସମସ୍ତ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ସ୍ୱଦେଶକୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀ ଡା.ଏସ୍ ଜୟଶଙ୍କରଙ୍କୁ ଅନୁରୋଧ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୧୫ (ଓଡ଼ିଆ ପୁଅ) - ଦୁବାଇରେ...
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ...
ନୂଆ ଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ, ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଅନୁରାଗ...
ପଚାଶ କେଜି ଗଞ୍ଜେଇ ସହ ତିନି ଗିରଫ
କୋରାପୁଟ ୧୨/୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ)କୋରାପୁଟ ଜିଲ୍ଲାର ଦାମୋନଯୋଡି ରେଳବାଇ ପୋଲିସ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେପାରୀଙ୍କୁ ଧରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ସମଲେଶ୍ବରୀ ଯାତ୍ରୀ...
ରେଳ ବଜେଟ ପ୍ରସଙ୍ଗରେ: ଓଡିଶାକୁ ଏଥର ମିଳିଛି ରେକର୍ଡ ପରିମାଣର ଅନୁଦାନ : ବିଜେପି
- ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପରେ ନୁଆ ରେଳ ଲାଇନ ପାଇଁ ୨୫୦ କୋଟି
- ହରିଦାସପୁର-ପାରାଦ୍ୱୀପ ରେଳଲାଇନର ୮୨ କିମିର ନୂଆ ରେଳପଥ ପାଇଁ ୪୦୦ କୋଟି
- ଖୋର୍ଧାରୋଡ ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ...
ଭିମସାରର ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ: ମନ୍ତ୍ରୀ ଶ୍ରୀ ଦାସ
ସମ୍ବଲପୁର, ୧୨/୭ (ଓଡ଼ିଆ ପୁଅ) - ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍ ସାଇସେନ୍ସ ଏଣ୍ଡ ରିସାର୍ଚ୍ଚ ହାସପାତାଲର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ତେବେ ଏଥିପାଇଁ...
କଂଗ୍ରେସର ପାଟକୁରା ପାଇଁ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷିତ
ଭୁବନେଶ୍ୱର ୧୨.୭ (ଓଡ଼ିଆ ପୁଅ) - ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ନିମ୍ନଲିଖିତ ୪୦ ଜଣିଆ ତାରକା...
ପିସିସି ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ଶୁଭ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବିରେ ଏତଲା ଦାୟର...
ଭୁବନେଶ୍ୱର ୧୨.୭ (ଓଡ଼ିଆ ପୁଅ) , ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ଶୁଭ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ...
ପାଟକୁରା ନିର୍ବାଚନ ପାଇଁ କଂଗ୍ରେସର ଚୂଡ଼ାନ୍ତ ରୋଡ୍ ମ୍ୟାପ୍
ଭୁବନେଶ୍ୱର ୧୨.୭ (ଓଡ଼ିଆ ପୁଅ) - ଆଗାମୀ ପାଟକୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ରଣକୌଶଳ ପାଇଁ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ପ୍ରଦେଶ କଂଗ୍ରେସ...
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନିମନ୍ତେ...
ଜଗତସିଂହପୁର ୧୨/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) - ଗୁରୁବାରଦିନ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ...
ବେଆଇନ ବାଲି ଚାଲାଣ ବେଳେ ଗୋଟଏ ଟ୍ରାକ୍ଟର ଜବତ, ମାତ୍ର ଏଥିରେ ସଂମ୍ପୃକ୍ତ ବାଲି...
ଜଗତସିଂହପୁର ୧୨/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) - ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଳକରେ ହେଉଥିବା ସବୁ ବେଆଇନ କାର୍ଯ୍ୟ ପ୍ରତି ରାଜସ୍ୱ ବିଭାଗ ଆଖି ବୁଝି ଦେଇଛି। ବିଭାଗର ରାଜସ୍ୱ ନିରୀକ୍ଷକଙ୍କ...
ବସ୍ ଭଡ଼ା ବୃଦ୍ଧି : ବେଡ଼ି ଉପରେ କୋରଡ଼ା ମାଡ଼ – ପ୍ରତ୍ୟାହାର କରିବାକୁ...
ଭୁବନେଶ୍ୱର, ୧୧ା୦୭ (ଓଡ଼ିଆ ପୁଅ) : ଗତ ୫ ତାରିଖ ଦିନ ସଂସଦରେ ଆଗତ ‘ନୂଆ ଭାରତର ବଜେଟ୍ -୨୦୧୯’ ରେ କେନ୍ଦ୍ର ସରକାର ସେସ୍ ଓ ଅତିରିକ୍ତ ଶୁଳ୍କ ବାବଦରେ ୨...
କନ୍ଦରପୁର ଓ ଛପଡା ଲେବଲକ୍ରସିଂ ଠାରେ ରେଲବାଇ ଓଭରବ୍ରିଜ୍ ନିର୍ମାଣ ହେବ
ଜଗତସିଂହପୁର ୧୨/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) - କଟକ ଜଗତସିଂହପୁର ରାସ୍ତାର କନ୍ଦରପୁର ଓ ଜଗତସିଂହପୁର-ଜଇପୁର ରାସ୍ତାର ଛପଡା ଠାରେ ମାନବଚାଳିତ ଲେବଲକ୍ରସିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପ୍ରତିଦିନ...
ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୧୦, ୫୩୫ଜଣ ଚାଷୀ ଉପକୃତ
ଜଗତସିଂହପୁର ୧୨/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) - ବହୁ ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରି ମହାପାତ୍ରଙ୍କ ହସ୍ତକ୍ଷେପ ଫଳରେ ଜଗତସିଂହପୁର ଜିଲ୍ଲାର ୧୦, ୫୩୫ଜଣ ଚାଷୀ ପ୍ରଧାନମନ୍ତ୍ରୀ...
ଜିଲ୍ଲା ସଦରମହକୁମା ଚିକିତ୍ସାଳୟର ସଭାକକ୍ଷରେ ଜିଲ୍ଲ୍।ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
ଜଗତସିଂହପୁର- ୧୨/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) - ଆଜି ଜିଲ୍ଲ୍। ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ପକ୍ଷରୁ ଜିଲ୍ଲା ସଦର ମହକୁମା ତିକିତ୍ସାଳୟର ନୂତନ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା...
ଚୋରା ବାଲି ଚାଲାଣ: ପ୍ରଶାସନର ଆଖି, କାନ ଭଲ ଥିଲେବି ଦେଖି ଶୁଣି ପାରୁନି-...
ଯାଜପୁର ୯-୭ (ଓଡ଼ିଆ ପୁଅ/ମାନସ ରାଉତ) - ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଧର୍ମଶାଳା ତହସିଲ ପ୍ରଶାସନର ଆଖି ଭଲ ଅଛି ଟିକ୍ ଦେଖିପାରୁଛି, କାନ ମଧ୍ୟ ଭଲ ଅଛି ଲୋକଙ୍କ ଅଭିଯୋଗକୁ...
ବାଘୁଆ ଛକ ନିକଟରେ ଦୁର୍ଘଟଣା: ଜଣେ ମୃତ
ଧର୍ମଶାଳା, ୮/୭ (ଓଡ଼ିଆ ପୁଅ/ମାନସ ରାଉତ) ଆଜି ସଂଧ୍ୟା ସମୟରେ ବାଘୁଆ ଛକ ନିକଟରେ ଏକ ଟ୍ରକ ମୋଟର ସାଇକେଲ ଆରୋହୀକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ମୋଟରସାଇକେଲ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ...








