Bureau
କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୋଇଲା ଖଣି ନିଲାମୀ ଆରମ୍ଭ
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୭ଟି କୋଇଲା ଖଣି ନିଲାମ ଏବଂ ୧୫ଟି କୋଇଲା ଖଣି କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ କୋଇଲା ଖଣିକୁ ଆବଂଟନ...
ମଦ୍ୟପ ପ୍ରଧାନ ଶିକ୍ଷକଙ୍କ ପିଲାଙ୍କୁ ଡ଼ରାଇବା ଘଟଣା : ୩ ଶିକ୍ଷକ ବଦଳିଲେ
ବାଲିଗୁଡା, ୫/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ ) ଜଣେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟରେ ପାଠ ପଢିବାକୁ ଆସିଥିବା ଛାତ୍ରଛାତ୍ରୀ ଙ୍କୁ ଅଶୀଳ ଭାଷାରେ...
ଲକ୍ଷାଧିକ ଟଙ୍କାର ପଲିଥିନ୍, ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ
ବାଲିଗୁଡା, ୫/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ ) କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସି ପକ୍ଷରୁ ଶନିବାର ବାଲିଗୁଡା ଇଲେକ୍ଟ୍ରି ସାହିର ଟୁକୁନା ପାତ୍ରଙ୍କ ଗୋଦାମଘରେ ଅଚାନକ ଚଢାଉ କରାଯାଇଛି। ସେଠାରୁ...
ବାଲିଗୁଡାରେ ମାଓ ବିରୋଧୀ ପୋଷ୍ଟର
ବାଲିଗୁଡା, ୫/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ ) ମାଓବାଦୀଙ୍କ ସହିଦ୍ ସପ୍ତାହରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ଆଣ୍ଟି ନକ୍ସଲ ପିପୁଲ ପିସ୍...
ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ, ଦୋକାନକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତିଲେ ଡ୍ରାଇଭର
ଟିଟିଲାଗଡ଼ ୫-୮ (ଓଡ଼ିଆ ପୁଅ//ସନ୍ତୋଷ ନାୟକ) ସହରରେ ବେଆଇନ ଜବର ଦଖଲ ବୃଦ୍ଧି ପାଇ ଚାଲିଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆ ନ ଯିବା ନେଇ ଅସନ୍ତୋଷ ପ୍ରକାଶ...
ପରଲୋକରେ ସୁଷମା ସ୍ବରାଜ
ନୂଆଦିଲ୍ଲୀ,୦୬/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ବରାଜ । ପ୍ରଥମେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା...
ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କର ୬୭ ବର୍ଷ ବୟସରେ ପରଲୋକ
ନୂଆଦିଲ୍ଲୀ,୦୬/୦୮, (ଓଡ଼ିଆ ପୁଅ) : ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କର ୬୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ ସୁଷମା। ମୋଦି...
ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ସୁଷମା ସ୍ବରାଜ
ନୂଆଦିଲ୍ଲୀ,୦୬/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଛନ୍ତି ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ବରାଜ । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା...
ସ୍ବାଭାବିକ ହେବ ତାଳଚେର କୋଇଲା ଖଣି କାମ
ତାଳଚେର,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଏବେ ସ୍ୱାଭାବିକ ହେବ ତାଳଚେର କୋଇଲା ଖଣି କାମ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ତ୍ରିପାକ୍ଷିକ ବୈଠକ ପରେ ଏହା ସଫଳ ହୋଇଛି । ତେବେ...
ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା
ଅମୃତସର,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ପଞ୍ଜାବ ଲୁଧିଆନାରେ ଏବେ ହାଇ ଆଲର୍ଟ ସହ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଆଉ ସହର ସାରା ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ । ୩୭୦ ଧାରା ଉଛେଦ...
ତୀର୍ଥ ଯାତ୍ରୀ ବସ ଉପରେ ପଥର ପଡ଼ି ୭ ମୃତ
ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ବଦ୍ରିନାଥ ହାଇୱେ ଉପରେ ମୁମ୍ବାଇରୁ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଲାମବଗଡ଼ଠାରେ ପାହାଡ଼ରୁ ଏକ ବଡ଼ ପଥର ଖଣ୍ଡ ବସ୍ ଉପରେ ଖସି...
ପୁଣି ଥରେ ଭାରତୀୟ କ୍ରିକେଟ ଟିମ୍ ର କୋଚ ହୋଇପାରନ୍ତି ରବି ଶାସ୍ତ୍ରୀ
ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରବି ଶାସ୍ତ୍ରୀ ପୁଣିଥରେ ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ହେବାନେଇ ଆଶକା ଉଙ୍କି ମାରିଛି । ପ୍ରଶାସକ କମିଟି (ସିଓଏ) ଦ୍ୱାରା ନିଯୁକ୍ତ କ୍ରିକେଟ ପରାମର୍ଶ...
ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍ ତୃତୀୟ ଟି-20 : ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ...
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଟିମ ଇଣ୍ଡିଆ ଟି-୨୦ ସିରିଜ୍ ପୂର୍ବରୁ ହିଁ ୨-୦ରେ ଆଗୁଆ ଅଛି, ତୃତୀୟ ଟି-୨୦ ରେ ବର୍ଷା ବାଧା ସୃଷ୍ଟି କରିଥିବାରୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ...
ଭାରତ ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତି: ରୋହିତ ଶର୍ମାଙ୍କୁ ବିଶ୍ରାମ...
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଗୟାନାରେ ବର୍ଷା ଖେଳ ଖେଲୁଛି। ଅବଶ୍ୟ ବର୍ଷା ବନ୍ଦ ହୋଇଯାଇଛି। ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଛି। ଭାରତ ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନେଲା...
ଲୋକସଭାରେ ପାରିତ ହେଲା ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ରାଜ୍ୟସଭା ପରେ ଏବେ ଲୋକସଭାରେ ମଧ୍ୟ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲକୁ ମଞ୍ଜୁରୀ ମିଳିଛି। ମଙ୍ଗଳବାରଦିନ ଲୋକସଭାରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲକୁ ପାଶ୍ କରିଦିଆଯାଇଛି। ଜାମ୍ମୁ-କାଶ୍ମୀର ପୁନର୍ଗଠନ...
WWEରୁ ସନ୍ନ୍ୟାସ ନେଲେ ଡ୍ବେନ ଜନସନ
ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ‘ଦ ରକ’ ନାମରେ ଜଣାଶୁଣା ଡ୍ୱେନ ଜନସନ WWE ରୁ ସନ୍ନ୍ୟାସ ନେବେ ବୋଲି ରବିବାର ଦିନ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଶାନ୍ତିପୂର୍ଣ୍ଣ...
ପାସ୍ ୱାର୍ଡ ପାଇଁ ଭଉଣୀର ତଣ୍ଟି ଚିପି ହତ୍ୟା
ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବଡ଼ ଭଉଣୀକୁ ହତ୍ୟା କରିବା ଅଭିଯୋଗରେ ଜଣେ ୧୮ ବର୍ଷୀୟ ନାବାଳକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ସୂଚନା ମୁତାବକ, ପାଖାପାଖି ୨ ବର୍ଷ ପୂର୍ବରୁ ୱାଇଫାଇ...
ଭାଇରାଲ ହେଉଛି କୁକୁର ଓ ସିମ୍ପାଜିର ଭିଡିଓ
ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ସାଧାରଣତଃ ସୋସିଆଲ ମିଡ଼ିଆରେ ଅନେକ ସମୟରେ ମଜାଦାର ଭିଡିଓ ଭାଇରଲ ହୋଇଥାଏ । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଏହିଭଳି ଏକ କୁକୁର ଓ ସିମ୍ପାଞ୍ଜିର...
ଅନାଥ ପିଲା ହେବେ ପାଇଲଟ
ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଚୀନର ଜେଓ୍ଵାଇବି ଲିଲୀ ଏୟାରଲାଇନ୍ ଅନାଥ ପିଲାଙ୍କୁ ବିମାନ ଉଡାଇବାର ସ୍ପେଶାଲ ଟ୍ରେନିଂ ଦେଉଛି। ଯାହାଦ୍ୱାରା ସେମାନେ ଭବିଷ୍ୟତରେ ନିଜ ଗୋଡରେ ନିଜେ ଠିଆ ହୋଇପାରିବେ ଏବଂ ପାଇଲଟ...
ମୋବାଇଲ ବ୍ଲାଷ୍ଟ ଯୋଗୁଁ ବିଜେପି ନେତାଙ୍କ ମୃତ୍ୟୁ
ବେଙ୍ଗାଳୁରୁ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କର୍ଣ୍ଣାଟକରେ ଆଜି ଏକ ଅଘଟଣ ଘଟିଛି । ଜଣେ ବିଜେପି ନେତାଙ୍କ ମୋବାଇଲ ବ୍ଲାଷ୍ଟ ଯୋଗୁଁ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ସୁଚନା ଅନୁସାରେ, ବିଜେପି...






