Home Authors Posts by Bureau

Bureau

17676 POSTS 0 COMMENTS

ଏମ୍‌ସ ଭୁବନେଶ୍ୱରକୁ ନେତାଜୀ ସୁଭାଷଙ୍କ ନାମରେ ନାମିତ ହେଉ : ନେତାଜୀ ଜନ୍ମ ମାଟି...

0
ଭୁବନେଶ୍ୱର ୨୫-୮ (ଓଡ଼ିଆ ପୁଅ) ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା, ଏମ୍‌ସ ଭୁବନେଶ୍ୱରକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ତୁରନ୍ତ ନାମିତ କରିବାକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନେତାଜୀ ଜନ୍ମ...

ସ୍ମାର୍ଟ ଇଣ୍ଡିଆ ହାକାଥାନ ୨୦୨୨ର ଗ୍ରାଣ୍ଡ୍ ଫାଇନାଲରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ : ଏକବିଂଶ ଶତାବ୍ଦୀର...

0
ଯୁବପିଢିଙ୍କ ଉଦ୍ୟମରେ ହିଁ ଭାରତର ୫ ଟ୍ରିଲିୟନ ଅର୍ଥନୀତି ସ୍ୱପ୍ନ ପୂରଣ ହେବ -ଧର୍ମେନ୍ଦ୍ର ପ୍ରଧାନ - ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ନବସୃଜନ ଦିଗରେ ନୂଆପିଢିଙ୍କ ଆତ୍ମବିଶ୍ୱାସକୁ ବଢାଇବ - ଆଜିର ଯୁବପିଢି ଦେଶକୁ ଆତ୍ମନିର୍ଭର କରିବା...

ଅଲ ଓଡ଼ିଶା ଇପିଏଫ୍ ପେନ୍‌ସନ୍ ଆସୋସିଏସନ୍‌ର ଗଣଧାରଣା

0
ଭୁବନେଶ୍ୱର, ୨୫ା୮ (ଓଡ଼ିଆ ପୁଅ) : ଆଜି ଅଲ୍ ଓଡ଼ିଶା ଇପିଏଫ୍ ପେନ୍‌ସନ୍ ଆସୋସିଏସନର ଆହ୍ୱାନ କ୍ରମେ ଭୁବନେଶ୍ୱର, ବ୍ରହ୍ମପୁର, କେନ୍ଦୁଝର, ରାଉରକେଲା ସମେତ ବାଲେଶ୍ୱର, ଇପିଏଫ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ...

ଏ ଏସ ଓ ପରୀକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
ପୁରୀ ୨୫/୮ (ଓଡ଼ିଆ ପୁଅ) ପୁରୀ ଜିଲ୍ଲାରେ ଚଳିତ ମାସ ୨୭ ତାରିଖରେ ଏ ଏସ ଓ ପରୀକ୍ଷା ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

0
ପୁରୀ ୨୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଆଜିର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ...

ଆବାସ ଯୋଜନା ଦୁର୍ନୀତି ପାଇଁ ଛଅଟି ଅମୂଲ୍ୟ ଜୀବନ ଚାଲିଗଲା : ସମୀର ମହାନ୍ତି

0
- ମୟୁରଭଞ୍ଜ ଜିଲ୍ଲାରେ ମାତ୍ର ଦୁଇ ଦିନର ବର୍ଷାରେ ବାସହୀନଙ୍କ ଦୟନୀୟ ସ୍ଥିତି ସାମ୍ନାକୁ ଆସିଛି - ଦୁଇ ଦିନର ବର୍ଷାରେ କାନ୍ଥ ପଡି ଛଅ ଜଣଙ୍କ ମୃତ୍ୟୁ ହେବା ଅକଳ୍ପନୀୟ - ଜିରୋ କାଜୁଆଲିଟି...

ପୁରୀ କୋଣାର୍କ ବେଳାଭୂମି ସମୁଦ୍ର କୂଳରେ ମଣିଷ କଙ୍କାଳ

0
ପୁରୀ ୨୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ କୋଣାର୍କ ବେଳାଭୂମି ସମୁଦ୍ର କୂଳରେ ପଡିଛି ମଣିଷ କଙ୍କାଳ। ନୂଆନଈ ମୁହାଣ ଠାରୁ ରାମଚଣ୍ଡୀ ନଇ ମୁହାଣ ମଧ୍ୟରେ ପଡି ରହିଛି ଏହି କଙ୍କାଳ।...

ଓମ୍ ନିବାସରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ

0
ଭୁବନେଶ୍ୱର, ୨୫ା୮ (ଓଡ଼ିଆ ପୁଅ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସେବାକେନ୍ଦ୍ର ତରଫରୁ ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣିଙ୍କର ୧୫ତମ ପୂଣ୍ୟତିଥି ଭକ୍ତିପୂତ ଭାବନା...

ନୟାଗଡ଼ ପୁରୁଣା ଜେଲଜାଗାକୁ ଖୋଲାପାର୍କିଂ ସ୍ଥାନ କରିବାକୁ ଦାବି

0
ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଖୋର୍ଦ୍ଧା-ବଲାଙ୍ଗୀର ୫୭ ଜାତୀୟ ରାଜପଥର ନୟାଗଡ଼ ସହର ଟ୍ରାଫିକ ଛକ ତଥା ନୟାଗଡ଼ ସା‌ମ୍ବାଦିକ ଭବନ ସାମନାରେ ଅବ୍ୟବସ୍ଥା, ଅବ୍ୟବହୃତ ଓ ଅପନ୍ତରାଭାବେ...

ବିପଦ ଶଙ୍କୁଳ ଅବସ୍ଥାରେ ମହୀପୁର ସେତୁ, ଦୁର୍ବଳ ବୋଲି ସୂଚନା ସତ୍ତ୍ୱେ ଭାରିଯାନ ଯାଉଛି

0
ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼-ଦଶପଲ୍ଲା ରାସ୍ତାର ମହିପୁର ସେତୁ ଏବେ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ଦୀର୍ଘଦିନ ହେଲା ସେତୁର...

କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀଙ୍କ ଟିଏଫଏଲ ପ୍ଲାଣ୍ଟ ପରିଦର୍ଶନ

0
ତାଳଚେର, ୨୫/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଭାରତ ସରକାରଙ୍କର କେନ୍ଦ୍ର ସାର ଓ ରସାୟନ ତଥା ନବୀକରଣୀୟ ଉର୍ଜ୍ଜା ବିଭାଗର ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଆଜି ଅନୁଗୋଳ ଜିଲ୍ଲା ତାଳଚେର ଗସ୍ତରେ...

ବୋଲେରୋ -ବାଇକ ମୁହାଁମୁହିଁ ଧକ୍କାରେ ଗୁରୁତର ହେଲେ ବାଇକ ଚାଲକ

0
ନବରଙ୍ଗପୁର ୨୫-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଗତକାଲି ଅପରାହ୍ନ ସମୟରେ ବୋଲେରୋ ସହ ବାଇକର ମୁହାଁମୁହିଁ ଧକ୍କାହେବା ଫଳରେ ବାଇକ ଚାଳକ ଜଣକ ଗୁରୁତର ଥିବା ବେଳେ ବୋଲେରୋ ରେ ଆସିଥିବା ଜଣେ...

ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଥିବା ଘରସବୁ ବୁଲି ଦେଖିଲେ ତହସିଲଦାର

0
ନବରଙ୍ଗପୁର ୨୫-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଜାରି ରହିଥିବା ଲଘୁଚାପ ପରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଝରିଗାଁ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।...

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

0
କେନ୍ଦ୍ରାପଡ଼ା, ୨୫ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ...

“ଆମ କଟକ” ପକ୍ଷରୁ ପ୍ରୀପେଡ ମିଟର ପ୍ରଚଳନକୁ ବିରୋଧ ଓ ଦାବିପତ୍ର ପ୍ରଦାନ

0
କଟକ : ୨୫/୮ (ଓଡ଼ିଆ ପୁଅ/ ଅଭୟ ଜେନା) ପ୍ରୀପେଡ୍ ମିଟର ପ୍ରଚଳନକୁ ବିରୋଧ କରି "ଆମ କଟକ" ସଂଗଠନ ପକ୍ଷରୁ ସଭାପତି ଅନୀଲ ବେଉରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କଟକ...

କେନ୍ଦ୍ରାପଡା କଲେଜରେ ନାମଲେଖା ଫି’ ହ୍ରାସ ପାଇଁ କଂଗ୍ରେସ ଓବିସି ସେଲର ଜିଲ୍ଲାପାଳଙ୍କୁ ଦାବିପତ୍ର

0
କେନ୍ଦ୍ରାପଡ଼ା, ୨୫ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ପଛୁଆ ବର୍ଗ ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନାମଲେଖା ଫି’ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର...

VSSUT କୁ IIT ଓ NIT ପରି ଇଂଜିନିୟରିଙ୍ଗ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବରେ...

0
- ଏକ ହଜ଼ାର କୋଟି ଟଙ୍କା ଖର୍ଚ୍ଚ ହେବ, ୧୫ ଦିନରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ - ମା ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଭୁବନେଶ୍ୱର, ୨୫/୮ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ...

ଅଟା ରପ୍ତାନୀ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

0
- କ୍ୟାବିନେଟ୍ ଗହମ କିମ୍ବା ମେସଲିନ୍ ଅଟା ନିମନ୍ତେ ରପ୍ତାନୀ ନୀତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି ନୂଆ ଦିଲ୍ଲୀ ୨୫ ଅଗଷ୍ଟ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ...

ପ୍ରବଳ ବିରୋଧ ପରେ ନିଳମ୍ବିତ ବିଜେପି ନେତା ଟି ରାଜା ସିଂଙ୍କୁ ଗିରଫ କଲା...

0
ନୂଆ ଦିଲ୍ଲୀ ୨୫-୮ (ଓଡ଼ିଆ ପୁଅ) ପ୍ରବଳ ବିରୋଧ ପରେ ନିଳମ୍ବିତ ବିଜେପି ନେତା ଟି ରାଜା ସିଂଙ୍କୁ ଗିରଫ କରିଛି ତେଲେଙ୍ଗାନା ପୋଲିସ। ଟି ରାଜା ସିଂଙ୍କୁ ପିଡି ଆକ୍ଟ ଅନୁଯାୟୀ...

ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ମେଡିକାଲରେ ଭେଟିଲା କଟକ ନଗର ବିଜେପି

0
କଟକ, ୨୫/୮ (ଓଡ଼ିଆ ପୁଅ/ଅଭୟ ଜେନା) ଓଡ଼ିଶାର ଗୌରବ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିବାରୁ, ତାଙ୍କୁ ଭେଟିବା ପାଇଁ କଟକ ନଗର...