Bureau
ବାଣୀବିହାରରେ ଅଗ୍ନିକାଣ୍ଡ
ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ସନ୍ଧ୍ୟାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ସୂଚନା ଅନୁସାରେ, କୁଳପତିଙ୍କ କାର୍ଯ୍ୟାଳୟରେ ନିଆଁ ଲାଗିଛି । ସିଣ୍ଡିକେଟ ବୈଠକ ପରେ ଭୟାବହ...
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା !
ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏବେ ସାରା ରାଜ୍ୟରେ ବରଷୁଛି ବର୍ଷା । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ଟି ଜିଲ୍ଲାରେ...
ରୀତାଙ୍କୁ ଶୁଭେଚ୍ଛା ଜଣାଇଲେ ନିରଞ୍ଜନ
ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ଶେଷରେ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜେପୁର ବିଜୟୀନି ମୁକୁଟ ପିନ୍ଧିଛନ୍ତି ରୀତା ସାହୁ । ଏନେଇ କଂଗ୍ରେସ ପିସିସି ସଭାପତି...
ଭୁଷୁଡିଲା ପାହାଡ
ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏବେ ସବୁ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇପଡିଛି । ଏହାରି ଭିତରେ ଗଜପତି ଜିଲ୍ଲାରେ ପ୍ରବଳବର୍ଷା ହେତୁ ଗୁମ୍ମା ବ୍ଲକ୍...
ବିଜେପୁରରେ ବାଜିମାତ କଲା ବିଜେଡି
ଭୁବନେଶ୍ୱର,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଶେଷରେ ବିଜେପୁରରେ ବାଜି ମାରିଛନ୍ତି ରୀତା ସାହୁ । ଦ୍ୱିତୀୟ ଥର ପାଇଁ ରୀତା ସାହୁଙ୍କ ଉପରେ ବିଜେପୁରବାସୀ ଆସ୍ଥା ପ୍ରକଟ କରିଛନ୍ତି । ବିଜେଡି ପ୍ରାର୍ଥୀ...
ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ଯୁଵକ
ଫୁଲବାଣୀ,୨୪/୧୦,(ଓଡ଼ିଆ ପୁଅ ପ ନାୟକ): ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଯୁବକ । ଏହି ଘଟଣା ଫୁଲବାଣୀ ମୁନିସିପାଲିଟି ଅନ୍ତର୍ଗତ ପିଅନ ପଡା ଚିଦାନନ୍ଦ ନଗର ସାହିରେ ଘଟିଛି । ତେବେ...
ଋଷିଆ ଏବଂ ଓଡିଶା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ
- ଭୁଡିଭୋକ୍ଟୋକ ଏବଂ ପାରାଦୀପ ସହର ଭଲ ସହଯୋଗୀ ବନ୍ଦର ହୋଇପାରିବେ
- ଋଷରୁ ଅଶୋଧିତ ତୈଳ ଏବଂ କୋକିଂ କୋଲ କ୍ଲାଡିଭୋସ୍କୋକ ଦେଇ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଆସିପାରିବ
- ଭାରତରେ କୋକିଂ କୋଲର...
ଯୁବକଙ୍କ ମୃତ ଦେହ ଉଦ୍ଧାର
ଜଗତସିଂହପୁର,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ଜଗତସିଂହପୁର ରେ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତିତ୍ରୋଲ ଥାନା କଟରା ବଜାର ନିକଟସ୍ଥ ଏକ ପୋଖରୀରେ ଯୁବକଙ୍କର...
ଡାକ୍ତରଙ୍କୁ ମାଡ ଅଭିଯୋଗ
କୋରାପୁଟ,୨୪/୧୦,(ଓଡ଼ିଆ ପୁଅ ପି ନାୟକ): କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଏନେଇ କୋରାପୁଟ ଟାଉନ ଥାନାରେ ମାମଲା...
୮ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା
ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଗତ ଦୁଇ ଦିନଧରି ଲଗାଣ ବର୍ଷା ଆରମ୍ଭ ହେବା ଫଳରେ ଏବେ ଜନଜୀବନ ଅତି ମାତ୍ରାରେ ଅସ୍ତବ୍ୟସ୍ତ ହୋଇପଡିଛି । ଫଳରେ ଏବେ ୮ ଟି ଜିଲ୍ଲାର...
ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ ଫରେଷ୍ଟ ଅଧିକାରୀ
ନୟାଗଡ଼,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଜଙ୍ଗଲରୁ ଜାଳେଣି କାଠ ବିକ୍ରି ପାଇଁ ୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫରେଷ୍ଟ ଅଧିକାରୀ। ଏହି ଘଟଣାରେ ଫରେଷ୍ଟର ଓ...
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ନିଯୁକ୍ତ
ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ ବୁଧବାର ଆଇପିଏସ୍ ଅଫିସର୍ ଧିରେନ୍ଦ୍ର ଏସ୍ କୁଟେଙ୍କୁ ନୂଆ ଦାୟିତ୍ବ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଆଜି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ
ନୂଆଦିଲ୍ଲୀ,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳ ଆଜି ପ୍ରକାଶ ପାଉଛି । ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଆଗୁଆ ଥିବା ସୂଚନା ମିଳିଛି...
ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
ଶିମିଳିପାଳ,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ପହିଲାରୁ ଖୋଲିବ ବୋଲି ସୂଚନା ମିଳିଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ତଥା...
ହୀରାକୁଦରେ ଖୋଲିଲା ୬ ଟି ଗେଟ
ସମ୍ବଲପୁର,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ଯୋଗୁଁ ଆଜି ହୀରାକୁଦ ଜଳଭଣ୍ଡାରରେ ଆଉ ୪ ଟି ଗେଟ ଖୋଲାଯାଇଛି । ଗତକାଲି ୨ ଟି ଗେଟ ଖୋଲାଯାଇଥିଲା । ଏବେ...
ଆଜି ବିଜେପୁର ଫଳାଫଳ
ବିଜେପୁର,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଆସିବ ବିଜେପୁର ବିଧାନସଭା ଉପନିର୍ବାଚନର ଫଳ । ଏହାକୁ ସମସ୍ତେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଫଳ କଣ ହେବ ।...
ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାକୁ ଅରେଞ୍ଜ ୱର୍ଣ୍ଣିଂ
ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଗତ ଦୁଇ ଦିନ ଧରି ରାଜ୍ୟରେ ଏବେ ଜାରି ରହିଛି ଲଗାଣ ବର୍ଷା । ଏଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ...
ସ୍ମିତାରାଣୀଙ୍କ ହତ୍ୟାକାଣ୍ଡର ଯାଂଚ ବ୍ୟକ୍ତିଗତ ଭାବେ ନକରି ବୃତିଗତ ଆଧାରରେ କରାଯାଉ:ବିଜେପି
ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣା ପ୍ରସଙ୍ଗ
- ଋଙ୍ଗମହଲର ରଙ୍ଗନାୟକମାନେ କିଏ ?
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ର୍ଦୁନୀତିକୁ ଚପେଇବା ହୋଇଛି କି ସ୍ମିତାରାଣୀଙ୍କ ହତ୍ୟା ?
- ଏସପି ଚରଣ ସିଂହ ମୀନାଙ୍କ...
ଅନୁସୁଚିତ ଜାତିର ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଦେବା ଦାବିରେ କେନ୍ଦ୍ର ସାମାଜିକ ନ୍ୟାୟ...
ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ହୋମଗାର୍ଡଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ:ବିଜେପି
ଭୁବନେଶ୍ୱର, ୨୩/୧୦ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ...
ଭୁବନେଶ୍ୱର ଜନପଥକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଇ “ଜୟୀ ରାଜଗୁରୁ ଜନପଥ” କରାଯାଉ...
ଭୁବନେଶ୍ୱର, ୨୩ ଅକ୍ଟୋବର (ଓଡ଼ିଆ ପୁଅ) - ଭୁବନେଶ୍ୱରର ବାଣିବିହାର ଛକରୁ ରାଜମହଲ ଛକ, ଯାହାକୁ ଏବେ ଜନପଥ ବୋଲି କୁହାଯାଉଛି ତାହାକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଇ “ଜୟୀ ରାଜଗୁରୁ...





