Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ନିଯୁକ୍ତ

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ନିଯୁକ୍ତ

605

ଭୁବନେଶ୍ଵର,୨୪/୧୦,(ଓଡ଼ିଆ ପୁଅ ପି ନାଏକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ ବୁଧବାର ଆଇପିଏସ୍‌ ଅଫିସର୍‌ ଧିରେନ୍ଦ୍ର ଏସ୍‌ କୁଟେଙ୍କୁ ନୂଆ ଦାୟିତ୍ବ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଏସ୍‌ କୁଟେଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ତେବେ ବିଶେଷ କଥା ହେଲା ଯେ,  ଏହି ପଦବୀରେ ଆଇ ଏଏସ୍‌ ଅଫିସର୍‌ମାନେ ରହୁଥିବା ବେଳେ ପ୍ରଥର ଥର ପାଇଁ ଜଣେ ଆପିଏସ୍‌ ଅଫିସରଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ,  ଏହା ପୂର୍ବରୁ ୨୦୧୭ ମସିହାରେ କୁଟେଙ୍କୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସୁରକ୍ଷା ଦାୟିତ୍ବରେ ନିଯୁକ୍ତି ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.