Home Authors Posts by Bureau

Bureau

17674 POSTS 0 COMMENTS

ଭାରତରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ

0
- ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି - ଭୁବନେଶ୍ୱର, ନଭି ମୁମ୍ବାଇ ଏବଂ ଗୋଆରେ ୧୧ରୁ ୩୦ ଅକ୍ଟୋବର...

କେନ୍ଦ୍ରାପଡାରେ ନୂତନ ଜିଲ୍ଲାଦୈାରାଜଜଙ୍କ ଯୋଗଦାନ

0
କେନ୍ଦ୍ରାପଡା, ୧୪ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାରେ ନୂତନ ଜିଲ୍ଲାଦୈାରାଜଜ ଭାବେ ବିଶ୍ୱଜିତ ମହାନ୍ତି ଯୋଗଦେଇଛନ୍ତି। ଶ୍ରୀ ମହାନ୍ତି କଟକସ୍ଥିତ ରାଜ୍ୟ ଆଇନସେବା ପ୍ରାଧିକରଣରେ ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ଥିଲେ।...

ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ୫ବର୍ଷ ସଶ୍ରମ କାରାଦଣ୍ଡ

0
କେନ୍ଦ୍ରାପଡା, ୧୪ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଏକ ମରଣାନ୍ତଙ୍କ ଆକ୍ରମଣ ମାମଲାରେ କେନ୍ଦ୍ରାପଡା ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପୂଜା ଷଡଙ୍ଗୀ ଅଭିଯୁକ୍ତ ପରମେଶ୍ୱର ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ...

ରାଜ୍ୟରେ ଆଜି ୨୮୬ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୧୫ -୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ : ୨୮୬ ୦-୧୮ ବର୍ଷର : ୩୬ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୬୭ - ସ୍ଥାନୀୟ ଅଞ୍ଚଳରୁ୧୧୯ ୧-...

ହିନ୍ଦୀ ଦିବସ ଓ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜୟନ୍ତୀରେ ପୁସ୍ତକ ପ୍ରଦର୍ଶନୀ

0
ଭୁବନେଶ୍ୱର, ୧୪ା୯ (ଓଡ଼ିଆ ପୁଅ): ହିନ୍ଦୀ ଦିବସ ଓ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଭାରପ୍ରାପ୍ତ ଅଧିକାରୀ...

ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬,୪୨୨...

0
ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୪୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୬,୩୮୯ କୁ...

ଚୋରୀ ସାମଗ୍ରୀ ଜବତ, ଧରାପଡିଲେ ୩ ନାବାଳକ

0
ନବରଙ୍ଗପୁର ୧୪/୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ୩ ନାବାଳକ ଙ୍କୁ ଧରିବା ସହ ଚୋରୀ ସାମଗ୍ରୀ କୁ ଜବତ କରିଛି। ସୂଚନାଯୋଗ୍ୟ:- ୩୧ଅଗଷ୍ଟ ପୂର୍ବରୁ...

ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ହେଲେ ଜଳଧର ଉପ ସଭାପତି ହେଲେ ଭଗବତୀ

0
ନବରଙ୍ଗପୁର, ୧୪/୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଟାପାକାରୀୟାଗୁଡ଼ା ସ୍ଥିତ ଭତ୍ରା ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ସରପଞ୍ଚ ସଙ୍ଘ ଗଠିତ ହୋଇଛି।ଏହି ଅବସରରେ ଝରିଗାଁ ବ୍ଲକ୍ ସରପଞ୍ଚ ମୋହନ...

ଭାରତୀୟ ତଟରକ୍ଷୀ ଏବଂ ଏଟିଏସ୍ ଗୁଜରାଟ ଦ୍ୱାରା ପ୍ରାୟ ୨୦୦କୋଟି ଟଙ୍କାର ମାଦକ ଦ୍ରବ୍ୟ...

0
ନୂଆଦିଲ୍ଲୀ, ୧୪/୯ (ଓଡ଼ିଆ ପୁଅ) : ଭାରତୀୟ ତଟରକ୍ଷୀ ଓ ଏଟିଏସ୍ ଗୁଜରାଟ ମିଳିତଭାବେ ଏକ ପାକିସ୍ତାନୀ ନୌକା ଜବତ କରିଛନ୍ତି। ଭାରତୀୟ ଜଳରାଶି ମଧ୍ୟରେ ଯାଉଥିବା ଏହି ନୌକାରେ ଛଅ ଜଣ...

ବାଣିଜ୍ୟିକ ଖଣି ନିଲାମୀର ଦ୍ୱିତୀୟ ଦିନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି

0
ନୂଆ ଦିଲ୍ଲୀ ୧୪ -୯ (ଓଡ଼ିଆ ପୁଅ) ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦,...

୧୫ ସେପ୍ଟେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିରେ। ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ...

ନୟାଗଡ଼ : ଗ୍ରାମ ରୋଜଗାର ସେବକ ଚାକିରୀରୁ ବହିସ୍କୃତ

0
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଭାପୁର ବ୍ଲକ ଅନ୍ତର୍ଗତ ଭାପୁର ଗ୍ରା.ପ.ର ପୂର୍ବତନ ଗ୍ରାମ ରୋଜଗାର ସେବକ ଜିତେନ୍ଦ୍ର ଚୌଧୁରୀ, ଯିଏ ବର୍ତ୍ତମାନ ସେହି ବ୍ଲକର ପଦ୍ମାବତୀ ଗ୍ରା.ପ.ରେ...

ହବିଷ୍ୟାଳିଙ୍କ ପୁରୀ ରହଣି ପାଇଁ ଦରଖାସ୍ତ ଆହ୍ୱାନ

0
କେନ୍ଦ୍ରାପଡ଼ା, ୧୪ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କାର୍ତ୍ତିକ ମାସରେ ଜଗନ୍ନାଥଙ୍କ ଦର୍ଶନ ଓ କରୁଣା ଲାଭ ଉଦ୍ଦେଶ୍ୟରେ ହବିଷ୍ୟାଳି ମାନଙ୍କ ପାଇଁ ଅକ୍ଟୋବର ୧୦ତାରିଖ ଠାରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ପୁରୀରେ...

ଆଜୀବନ କାରାଦଣ୍ଡ ଭୋଗୁଥିବା ବନ୍ଦୀଙ୍କ ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗ

0
କେନ୍ଦ୍ରାପଡା, ୧୪ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ କାରାଦଣ୍ଡ ଭୋଗୁଥିବା ପିତାମ୍ବର ଲେଙ୍କାଙ୍କ ସେଠାରେ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନା...

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ୱ ପକଳ୍ପର ନା ସରକାରର ?

0
ନବରଙ୍ଗପୁର ୧୪-୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ ମେଡିକାଲ ଏବେ କିଏ ପରିଚାଳନା କରୁଛି, ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ। ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତର ଖାନା ପରିସର...

ଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

0
ଭୁବନେଶ୍ୱର ୧୩.୯ (ଓଡ଼ିଆ ପୁଅ) - ସମ୍ପ୍ରତି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି। ଘୃଣା ଓ ବିଦ୍ୱେଷର ରାଜନୀତିକୁ ପରାହତ...

କଳମଛୁଇଁର ସ୍ମୃତିରଞ୍ଜନ ପାଇଲେ ନିଟ୍‌

0
ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ସିଦ୍ଧେଶ୍ୱର ସାହୁ ଓ ସୁଷମା ସାହୁଙ୍କ ପୁତ୍ର ସ୍ମୃତିରଞ୍ଜନ ସାହୁ ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ ପଢିବା ପାଇଁ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫,୧୦୮...

0
ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୫,୭୪୯ କୁ ହ୍ରାସ ପାଇଛି। ସକ୍ରିୟ...

ରାଜ୍ୟରେ ଆଜି ୨୬୦ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୧୪ -୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୨୬୦ ୦-୧୮ ବର୍ଷର: ୨୯ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୨ - ସ୍ଥାନୀୟ ଅଞ୍ଚଳରୁ୧୦୮ ୧- ଅନୁଗୁଳ ଜିଲ୍ଲାରୁ...

କେନ୍ଦ୍ରାପଡ଼ା ଜିଲ୍ଲାବ୍ୟାପୀ ପରିଭ୍ରମଣ କରିବ ଅହିଂସା ରଥ

0
କେନ୍ଦ୍ରାପଡ଼ା, ୧୩ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଓ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର ସହିତ ଏହି ସ୍ମୃତିକୁ ଜନମାନସରେ ଉଜ୍ଜୀବିତ...