Home Coronavirus Outbreak ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬,୪୨୨ ନୂଆ...

ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬,୪୨୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୪ ମୃତ

25

ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୪୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୬,୩୮୯ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୯,୪୧,୮୪୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫,୭୪୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୧% କୁ ହ୍ରାସ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୫୧୬୪୭୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୬୪୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୨୫୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୦%

ଆରୋଗ୍ୟ ହୋଇଛନ୍ତି ୯୮.୭୧%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୧୫, ୯୮, ୧୬, ୧୨୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୧, ୦୯, ୫୫୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୪୯୫ ୧୨୯
ଆନ୍ଧ୍ରପ୍ରଦେଶ ୩୦୪ ୨୩୨୨୬୭୧ ୭୦ ୧୪୭୩୩
ଅରୁଣାଚଳ ପ୍ରଦେଶ ୪୦ ୬୬୪୫୫ ୨୯୬
ଆସାମ ୨୮୩୪ ୭୩୪୩୦୯ ୮୦୩୪
ବିହାର ୪୯୮ ୮୩୬୯୪୯ ୧୨୦ ୧୨୨୯୯
ଚଣ୍ଡିଗଡ଼ ୧୦୭ ୯୭୮୦୭ ୧୭ ୧୧୮୧
ଛତିଶଗଡ ୬୮୮ ୧୧୬୦୩୩୮ ୧୨୮ ୧୪୧୨୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୭୮
ଦିଲ୍ଲୀ ୫୭୫ ୧୯୭୪୯୬୦ ୧୫୮ ୨୬୪୯୪
୧୦ ଗୋଆ ୫୧୯ ୨୫୨୮୦୭ ୮୮ ୩୯୬୫
୧୧ ଗୁଜୁରାଟ ୧୨୫୬ ୧୨୬୦୫୧୮ ୧୯୦ ୧୧୦୨୫
୧୨ ହରିୟାଣା ୫୦୫ ୧୦୪୨୮୦୮ ୧୧୯ ୧୦୬୯୪
୧୩ ହିମାଚଳ ପ୍ରଦେଶ ୩୨୨ ୩୦୭୨୮୪ ୭୩ ୪୨୦୬
୧୪ ଜାମ୍ମୁ କାଶ୍ମୀର ୨୯୭ ୪୭୩୭୬୦ ୬୪ ୪୭୮୪
୧୫ ଝାଡଖଣ୍ଡ ୧୨୭ ୪୩୬୭୧୬ ୧୮ ୫୩୩୦
୧୬ କର୍ଣ୍ଣାଟକ ୩୬୨୪ ୪୦୧୫୮୧୨ ୬୨୫ ୪୦୨୬୮
୧୭ କେରଳ ୧୨୮୨୩ ୬୬୯୩୪୨୩ ୧୩୭୮ ୭୦୯୪୯
୧୮ ଲଦାଖ ୩୬ ୨୯୦୩୦ ୨୩୦
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୨୦୫ ୧୦୪୨୯୮୨ ୩୮ ୧୦୭୭୦
୨୧ ମହାରାଷ୍ଟ୍ର ୫୪୨୯ ୭୯୫୯୧୩୩ ୯୬୩ ୧୪୮୨୯୫
୨୨ ମଣିପୁର ୨୮ ୧୩୭୫୯୭ ୨୧୪୮
୨୩ ମେଘାଳୟ ୬୦ ୯୪୯୦୭ ୧୪ ୧୬୨୦
୨୪ ମିଜୋରାମ ୨୯୦ ୨୩୬୯୨୨ ୫୪ ୭୨୨
୨୫ ନାଗାଲାଣ୍ଡ ୩୫୧୫୦ ୭୮୧
୨୬ ଓଡ଼ିଶା ୧୪୫୨ ୧୩୨୦୨୧୬ ୨୭୫ ୯୧୮୫
୨୭ ପୁଡୁଚେରୀ ୩୩୧ ୧୭୧୨୧୭ ୬୭ ୧୯୭୦
୨୮ ପଞ୍ଜାବ ୩୯୨ ୭୬୩୧୭୦ ୮୬ ୧୭୯୦୮
୨୯ ରାଜସ୍ଥାନ ୧୩୮୮ ୧୩୦୦୬୧୬ ୧୧୬ ୯୬୨୯
୩୦ ସିକ୍କିମ୍ ୬୯ ୪୩୪୦୦ ୧୮ ୪୯୫
୩୧ ତାମିଲନାଡୁ ୪୭୮୫ ୩୫୩୨୧୦୯ ୪୪୪ ୩୮୦୩୯
୩୨ ତେଲେଙ୍ଗାନା ୮୦୮ ୮୩୧୩୭୮ ୧୫୨ ୪୧୧୧
୩୩ ତ୍ରିପୁରା ୧୧ ୧୦୬୮୦୦ ୯୩୮
୩୪ ଉତ୍ତରାଖଣ୍ଡ ୧୦୯୩ ୪୪୦୦୬୩ ୬୧ ୭୭୪୫
୩୫ ଉତ୍ତରପ୍ରଦେଶ ୯୩୮ ୨୧୦୦୫୮୧ ୧୮୨ ୨୩୬୧୫
୩୬ ପଶ୍ଚିମବଙ୍ଗ ୧୯୫୧ ୨୦୮୬୫୧୬ ୨୦୮ ୨୧୪୮୫
ମୋଟ ୪୬୩୮୯ ୪୩୯୪୧୮୪୦ ୫୭୪୮ ୫୨୮୨୫୦ ୧୪

କେରଳର ୨୦ଟି ମୃତ୍ୟୁ ସମନ୍ୱିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.