Bureau
ୟୁକୋ ବ୍ୟାଙ୍କ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଓ ଦସ୍ତଖତ ଅଭିଯାନ
ପୁରୀ ୪-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଓ ଦସ୍ତଖତ ଅଭିଯାନ ପୁରୀ ବେଳାଭୂମି ଠାରେ ତା-୦୪-୧୧-୨୦୨୨ରିଖ...
୦୫ ନଭେମ୍ବର ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା...
ପାତଳୀ ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
କୋରାପୁଟ : ୪/୧୧ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଗାଧେଇବାକୁ ଯାଇ ପାଡୁଆ ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମର ଜଣେ ବୃଦ୍ଧା ମହିଳା ପାତଳୀ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ...
ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଭୁବନେଶ୍ୱର ସାଂସଦଙ୍କୁ ଦାବିପତ୍ର ପ୍ରଦାନ
ଖୋର୍ଦ୍ଧା, ୪.୧୧ (ଓଡିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ୧୬ ନଂ ଜାତୀୟ ରାଜପଥ ଠାରୁ ପରୀ ଚନ୍ଦନପୁର ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ଘୋଷଣା କରି...
ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବାକୁ...
ସୀମା ବିବାଦ ପ୍ରସଙ୍ଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
- କୋରାପୁଟର କୋଟିଆ ଓ ଗଜପତିର ମାଣିକପାଟଣାରେ ସୀମା ବିବାଦର ସମାଧାନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ
- ସର୍ବଦଳୀୟ ବୈଠକ ଡକାଇ...
ଟ୍ୱିଟର ଡାଉନ୍: ୟୁଜର୍ସ ପ୍ରଭାବିତ
ନୂଆ ଦିଲ୍ଲୀ ୪-୧୧ (ଓଡ଼ିଆ ପୁଅ) ଟ୍ୱିଟର ଡାଉନ୍। ଉପଭୋକ୍ତାମାନେ ଆଜି ସକାଳୁ ନିଜ ୱେବ ଟ୍ୱିଟର ଆକାଉଣ୍ଟକୁ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଭୋକ୍ତାମାନେ ଟ୍ୱିଟରରେ ସେମାନଙ୍କର ଫିଡ୍ କରିବାକୁ...
ଭୟଙ୍କର ସଡ଼କ ଦୁର୍ଘଟଣା : ୧୧ ଜଣଙ୍କର ମୃତ୍ୟୁ
ମଧ୍ୟପ୍ରଦେଶ ୪-୧୧ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ବେତୁଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣା ମଧ୍ୟପ୍ରଦେଶର...
୦୪ ନଭେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ଘରର କଥାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବେ। ପରିଜନମାନଙ୍କ ସହିତ ବୈଠକରେ ମହତ୍ତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସନ୍ତୋଷ ଅନୁଭବ ହେବ। ମହିଳାମାନଙ୍କ...
ପୁରୀ ପାଲଟିଛି ବ୍ରାଉନ ସୁଗାର କାରବାରୀଙ୍କ ଆଡ୍ଡାସ୍ଥଳ
ପୁରୀ ୩-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି...
ଚଳିତ ବର୍ଷ ଏଲଇଡି ପରଦାରେ ଧବଳେଶ୍ୱରଙ୍କ ଦର୍ଶନ କରବେ ଶ୍ରଦ୍ଧାଳୁ
କଟକ : ୩/୧୧ (ଓଡ଼ିଆ ପୁଅ/ ଅଭୟ ଜେନା) ଚଳିତ ବର୍ଷ ଭର୍ଚୁଆଲ ମୋଡ଼ରେ ହେବ ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା। ପଞ୍ଚୁକରେ ଝୁଲାପୋଲ ନିକଟରେ ଏଲ୍ଇଡି ଟିଭିର ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ...
ପୁରୀ : ବ୍ରାଉନ ସୁଗାର ଜବତ ଜଣେ ଗିରଫ
ପୁରୀ ୩-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ଉପ-ନିରିକ୍ଷକ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ...
ଟ୍ରେନରେ କଟି ରେଳ କର୍ମଚାରୀ ମୃତ
ଖୋର୍ଦ୍ଧା ୩.୧୧ (ଓଡିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେସନରେ ଟ୍ରେନରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ। ମୃତକ ଜଣଙ୍କ ରେଳବାଇ ଓ୍ବ।ରଲେସ ମ୍ୟାନ ରତ୍ନାକର...
ଗୁଜରାଟ ନିର୍ବାଚନ ତାରଖ ଘୋଷଣା : ଦୁଇଟି ପର୍ଯ୍ୟାୟରେ ନିର୍ବାଚନ
ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ତେବେ ଗୁଜୁରାଟରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ।
ମହିଳାମାନଙ୍କ ପାଇଁ...
ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗ ଉପରେ କଂଗ୍ରେସର ଟ୍ୱିଟ,...
ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ଆଜି ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବ ନିର୍ବାଟନ ଆୟୋଗ। ମଧ୍ୟାହ୍ନ ୧୨ ଟାରେ ନିର୍ବାଚନ ତାରିଖ ଘୋଷଣା କରାଯିବ ନିର୍ବାଚନ ଆୟୋଗ ପକ୍ଷରୁ...
ଉପ-ନିର୍ବାଚନ : ୬ ରାଜ୍ୟରେ ୭ଟି ବିଧାନସଭା ଆସନରେ ଚାଲିଛି ମତଦାନ
ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଚାଲିଛି ଧାମନଗର ବିଧାନସଭା ପାଇଁ ଉପ ନିର୍ବାଚନ। ବିଜେପି ବିଧାୟକ ବିଷ୍ଣ୍ୁ ସେଠୀଙ୍କର ମୃତ୍ୟୁ ପରେ ଧାମନଗର ଆସନ ଖାଲି ପଡ଼ିଥିଲା। ଏଥିପାଇଁ ବିଜେପି...
ଉଚ୍ଚ ନ୍ୟାୟାଳୟ ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ : ଜିଲ୍ଲା...
ନବରଙ୍ଗପୁର ୩-୧୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲା କୋର୍ଟ ସହ ନବରଙ୍ଗପୁର ର କୋର୍ଟ ଗୁଡିକ ପରିଦର୍ଶନ...
ପୋଷକ ତତ୍ତ୍ବ ଆଧାରିତ ଫସଫେଟ ଓ ପଟାସ ସାର ପାଇଁ ସବସିଡି ଦରକୁ କ୍ୟାବିନେଟ...
୨୦୨୨-୨୩ ରବି ଋତୁ ଲାଗି ଅକ୍ଟୋବର ପହିଲା ୨୦୨୨ରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ହେବ ଲାଗୁ
୫୧,୮୭୫ କୋଟି ଟଙ୍କାର ସବସିଡିକୁ ଅନୁମୋଦନ
ନୂଆଦିଲ୍ଲୀ ୨-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ...
ଡିଆରଡିଓ ଦ୍ବାରା ଓଡ଼ିଶା ଉପକୂଳରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ପରୀକ୍ଷଣ ସଫଳ
ନୂଆ ଦିଲ୍ଲୀ ୨-୧୧ (ଓଡ଼ିଆ ପୁଅ) ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି। ୨ ନଭେମ୍ବର, ୨୦୨୨ରେ...
ଆଜି ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା : ୧୨ରେ ନିର୍ବାଚନ ଆୟୋଗର ସାମ୍ବାଦିକ ସମ୍ମିଳନୀ
ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ଆଜି ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ। ଏ ନେଇ ମଧ୍ୟାହ୍ନ ୧୨ ଟାରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ ଡାକିଛି।
ସୂଚନାଯୋଗ୍ୟଯେ, ଗୁଜୁରାଟରେ ବର୍ତ୍ତମାନର ବିଧାନସଭାର...
୦୩ ନଭେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ।...