Home Top News ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ ଆସେସ ମେଣ୍ଟ -୧ ପରୀକ୍ଷା 

ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ ଆସେସ ମେଣ୍ଟ -୧ ପରୀକ୍ଷା 

33

କଟକ, ୪/୧୧(ଓଡ଼ିଆ ପୁଅ /ଅଭୟ ଜେନା ) ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ୍‌ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାଦେଉଥିବା ବେଳେ ଏଥି ପାଇଁ ୩୦୨୯ଟି ସେଣ୍ଟର କରାଯାଇଥିବା ସୂଚନା ଦେଇଛନ୍ତି ବୋର୍ଡ ଅଫ୍‌ସେକେଣ୍ଡେରୀ ଏଜୁକେସନ୍‌କର୍ତ୍ତୃପକ୍ଷ। ପ୍ରଶ୍ନ ପତ୍ର ପାଇଁ ୩୧୬ଟି ନୋଡାଲ ସେଣ୍ଟର ବ୍ୟବସ୍ଥା କରାଯାଇଛି ଓ ପ୍ରତି ପରୀକ୍ଷା କେନ୍ଦ୍ରକୁଏଠାରୁ ପ୍ରଶ୍ନପତ୍ର ପଠାଯିବ।

ବୋର୍ଡ ସଭାପତିଙ୍କ ସୂଚନା ଅନୁଯାଇ ଆଜିଠାରୁ ବୋର୍ଡ ୱେବ୍‌ସାଇଟ୍‌ରୁ ଡାଉନଲୋଡ଼ କରି ପିଲାମାନେ ନିଜର ଆଡ୍‌ମିଟ୍‌କାର୍ଡ ପାଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.