Bureau
ଡ୍ରଗ୍ସ ମାମଲା : କମେଡ଼ିଆନ୍ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ମୁମ୍ବାଇ କୋର୍ଟଙ୍କ...
ନୂଆ ଜିଲ୍ଲୀ ୨୩ ନଭେମ୍ବର (ଓଡ଼ିଆ ପୁଅ) ସୋମବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଘଟିଥିବା ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ...
ରାଜ୍ୟରେ ୬୬୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର...
ଭୁବନେଶ୍ୱର ୨୩-୧୧ (ଓଡ଼ିଆ ପୁଅ) ରାଜ୍ୟରେ ୬୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୪୬୨୯ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୮୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...
ରାଜ୍ୟରେ ଆଜି କରୋନା ଭାଇରସ୍ ରେ ୧୭ ମୃତ – ମୋଟ ମୃତକଙ୍କ ସଂଖ୍ୟା...
ଭୁବନେଶ୍ୱର ୨୩-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ଭାଇରସ୍ ରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧୬୫୭ କୁ ବୃଦ୍ଧି ପାଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ -
ବଲାଙ୍ଗୀର...
ରାଜ୍ୟରେ ୬୬୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୧୪୬୨୯ କୁ...
ଭୁବନେଶ୍ୱର ୨୩-୧୧ (ଓଡ଼ିଆ ପୁଅ) ରାଜ୍ୟରେ ୬୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୪୬୨୯ କୁ ବୃଦ୍ଧି ପାଇଛି।
- ନୂଆ ଆକ୍ରାନ୍ତ: ୬୬୮
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୮୫
- ସ୍ଥାନୀୟ ଅଞ୍ଚଳରୁ୨୮୩
କେଉଁ...
ଆସୁଛି ବାତ୍ୟା ‘ନିଭାର୍’ : ୨୫ ରେ କରିବ ଲ୍ୟାଣ୍ଡଫଲ, ୨୫ ଏବଂ ୨୬ରେ...
ନଭେମ୍ବର ୨୫ ରେ ପୁଡୁଚେରୀର କରାଇକାଲରେ ସାମୁଦ୍ରିକ ଝଡ଼ ନିଭାର୍ ଲ୍ୟାଣ୍ଡଫଲ କରିବ ବୋଲି ଆଶା କରାଯାଉଛି। ଏହା ଫଳରେ ନଭେମ୍ବର ୨୫ ରେ ରୟାଲାସୀମା ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଜିଲ୍ଲାରେ...
୪୦୦୦ କୋଟି ପଞ୍ଜୀ ସ୍କାମରେ ବିଜେପି ନେତା ତଥା ପୂର୍ବତନ କଂଗ୍ରେସ ମନ୍ତ୍ରୀ ଗିରଫ
ନୂଆ ଦିଲ୍ଲୀ ୨୩-୧୧ (ଓଡ଼ିଆ ପୁଅ) ଶିବାଜୀ ନଗରର ପୂର୍ବତନ ବିଧାୟକ ରୋଶନ ବେଗଙ୍କୁ କୋର୍ଟରେ ହାଜର କରାଯାଇଥିଲା ତାଙ୍କୁ ବର୍ତ୍ତମାନ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।
ରବିବାର ରାତିରେ ଚାରି ହଜାର...
ଆରବିଆଇ ଟ୍ୱିଟରରେ ୧୦ ଲକ୍ଷରୁ ଅଧିକ ଫଲୋୟର୍ସ – ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ...
ନୂଆ ଦିଲ୍ଲୀ ୨୩-୧୧ (ଓଡ଼ିଆ ପୁଅ) ଆରବିଆଇ ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ହୋଇପାରିଛି ଯାହାର ଟ୍ୱିଟରରେ ୧୦ ଲକ୍ଷରୁ ଅଧିକ ଫଲୋୟର୍ସ ହୋଇଛନ୍ତି। ମାଇକ୍ରୋବ୍ଲଗିଂ ସାଇଟରେ ୧ ମିଲିୟନ୍ ଅନୁସରଣକାରୀଙ୍କ ସହ...
ବଢ଼ିଲା ତୈଳ ଦର
ନୂଆ ଦିଲ୍ଲୀ ୨୩-୧୧ (ଓଡ଼ିଆ ପୁଅ) ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ୪୮ ଦିନ ବିରତି ପରେ ଆଜି କ୍ରମାଗତ ତୃତୀୟ ଦିନ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ...
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ପତ୍ନୀଙ୍କର ଦେହାନ୍ତ
ଭୁବନେଶ୍ୱର ୨୩-୧୧ (ଓଡ଼ିଆ ପୁଅ) - ରାଜ୍ୟପାଳ ପ୍ରଫେସର ଗଣେଶାୀ ଲାଲ୍ଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଛି। ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଏକ ଘରୋଇ ହସପିଟାଲରେ ପରଲୋକ ହୋଇଥିବା ରାଜଭବନ ଟ୍ୱିଟ କରି...
ଏହି ମୂର୍ତ୍ତିକୁ ସର୍ବଦା ନିଜ ଘରେ ରଖନ୍ତୁ, ପରିବାରରେ କୌଣସି ଦୁଃଖ ଆସିବ ନାହିଁ...
ବାସ୍ତୁ ଅନୁଯାୟୀ, ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଥାଏ, ତେବେ ପାରିବାରିକ ଦୁଃଖ, ଆର୍ଥିକ ସମସ୍ୟା କିମ୍ବା ବ୍ୟବସାୟ ଚାକିରି ସମ୍ବନ୍ଧୀୟ ସମସ୍ୟା ହେଉ, ଆପଣଙ୍କୁ ଏହା ସହ ଜଡିତ ସମସ୍ୟାର...
ମୋଟର ମଣ୍ଡିରୁ ବଡଟେମରି ମଣ୍ଡି କୁ ଉଚ୍ଛେଦ ଦାବି କଲେ ଚାଷୀ
କଳାହାଣ୍ଡି ୨୨-୧୧ (ଓଡ଼ିଆ ପୁଅ/ତୁଳସିରାମ ଛତ୍ରୀଆ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚାରବାହାଲ ପେକ୍ସ ଅଧିନରେ ଥିବା ମୋଟେର ମଣ୍ଡି ରୁ ରଣମାଲ ପ୍ୟାକ୍ସର ବଡଟେମରି ମଣ୍ଡି କୁ ସଂପୂର୍ଣ୍ଣ ଭାବରେ...
ଶୋଇବା ସମୟରେ ଏହି ୩ ଟି ଭୁଲ କେବେବି କରନ୍ତୁ ନାହିଁ, ନଚେତ୍ ଆପଣ...
ଶୋଇବା ଆମ ଶରୀର ପାଇଁ ପ୍ରକୃତିର ଏକ ମୂଲ୍ୟବାନ ଉପହାର। ସମସ୍ତେ ଶରୀର ପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଉଚିତ୍। ଏହା ସହିତ ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ...
ଅମିତ ଶାହା ଏବଂ ଏନ ଶ୍ରୀ ନିବାସନ୍ ଭାରତୀୟ କ୍ରିକେଟ୍ ଚଳାଉଛନ୍ତି – ବିସିସିଆଇ...
ନୂଆ ଦିଲ୍ଲୀ ୨୨ ନଭେମ୍ବର (ଓଡ଼ିଆ ପୁଅ) ବିସିସିଆଇ (BCCI) ଗତ କିଛି ବର୍ଷ ଧରି କମିଟି ଅଫ୍ ଆଡମିନିଷ୍ଟ୍ରେଟର (CoA) ଦ୍ୱାରା ପରିଚାଳିତ ହୋଇଥିଲା, କିନ୍ତୁ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି...
ରାଜ୍ୟରୁ ପୁଣି ସୁସ୍ଥ ହେଲେ ୯୦୫
ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ରାଜ୍ୟରେ ରାଜ୍ୟରୁ ପୁଣି ସୁସ୍ଥ ହେଲେ ୯୦୫ ଜଣ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ -
୯୨ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୬୦ ଜଣ କେନ୍ଦୁଝର ଜିଲ୍ଲାରୁ
୫୯ ଜଣ କଟକ...
ଶ୍ରୀକ୍ଷେତ୍ରରୁ ଆସିଲା ପାଟଶାଢୀ ତୁଳସୀକ୍ଷେତ୍ରକୁ
କେନ୍ଦ୍ରାପଡା, ୨୨ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରୁ ତୁଳସୀ କ୍ଷେତ୍ରାଧିପତି ବଡଭାଇ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପାଇଁ ଆସିଛି ତିନିଖଣ୍ଡ ପାଟଶାଢୀ। ପୁରାଣନୁଯାଇ...
ରାଜ୍ୟସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତି ଆତ୍ମଘାତୀ ସଦୃଶ୍ୟ : ବିଷ୍ଣୁ ସେଠୀ
ଭୁବନେଶ୍ୱର, ୨୨/୧୧ (ଓଡ଼ିଆ ପୁଅ) : ପାଠ ପଢିବା ପିଲାମାନଙ୍କର ମୌଳିକ ଅଧିକାର। କିନ୍ତୁ ରାଜ୍ୟସରକାର ଏଠି ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବା...
ଉତ୍କଳିୟମ୍ ଫାଉଣ୍ଡେସନର ଜିଲ୍ଲା ସଭାପତି ହେଲେ ସରୋଜ ସାହୁ
ସମ୍ବଲପୁର, ୨୨/୧୧ (ଓଡ଼ିଆ ପୁଅ) : ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ସର୍ବ ଭାରତୀୟ ଉତ୍କଳିୟମ ଫାଉଣ୍ଡେସନର ଜିଲ୍ଲା ସଭାପତି ରୂପେ ସାମ୍ବାଦିକ ତଥା ସଂଗଠକ ସରୋଜ ସାହୁ ଙ୍କୁ ସମ୍ବଲପୁର...
ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ...
ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ରାଜ୍ୟରେ ୬୩୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୩୯୬୧ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...
ରାଜ୍ୟରେ ଆଜି କରୋନା ଭାଇରସ୍ ରେ ୧୫ ମୃତ – ମୋଟ ମୃତକଙ୍କ ସଂଖ୍ୟା...
ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ଭାଇରସ୍ ରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧୬୪୦ କୁ ବୃଦ୍ଧି ପାଇଛି।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...
ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୧୩୯୬୧ କୁ ବୃଦ୍ଧି
ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୩୯୬୧ କୁ ବୃଦ୍ଧି ପାଇଛି।
- ନୂଆ ଆକ୍ରାନ୍ତ: ୬୩୮
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୭୩
- ସ୍ଥାନୀୟ ଅଞ୍ଚଳରୁ...











