Home Coronavirus Outbreak ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ...

ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –

79

ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ରାଜ୍ୟରେ ୬୩୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୩୯୬୧ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରୁ ୨୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତକାଲି ସୁସ୍ଥ ହୋଇଥିଲେ ୧୦୧୧ ଜଣ, ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୫୫୬୩୯୨୬। ମୋଟ ଆକ୍ରାନ୍ତ ୩୧୩୯୬୧ ଜଣ। ମୋଟ ସୁସ୍ଥ ହେଲେଣି ୩୦୪୯୦୮ ଜଣ। ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୭୩।

ରାଜ୍ୟରେ ଆଜି କରୋନା ଭାଇରସ୍ ରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧୬୪୦ କୁ ବୃଦ୍ଧି ପାଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ –

ଅନୁଗୁଳ ଜିଲ୍ଲାର ଜଣେ
ବଲାଙ୍ଗୀର ଜିଲ୍ଲାର ଜଣେ
ଭୁବନେଶ୍ୱରର ୨ ଜଣ
କଟକ ଜିଲ୍ଲାର ଜଣେ
ଗଞ୍ଜାମ ଜିଲ୍ଲାର ଜଣେ
ଝାରସୁଗୁଡା ଜିଲ୍ଲାର ଜଣେ
ଖୋର୍ଦ୍ଧା ଜିଲ୍ଲାର ଜଣେ
କେନ୍ଦୁଝର ଜିଲ୍ଲାର ୨ ଜଣ
ସମ୍ବଲପୁର ଜିଲ୍ଲାର ଜଣେ
ସୁନ୍ଦରଗଡ ଜିଲ୍ଲାର ୪ ଜଣ
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ବିଷୟରେ –

୧. ଅନୁଗୁଳ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ।
୨. ବଲାଙ୍ଗୀର ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୩. ଭୁବନେଶ୍ୱରର ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪. ଭୁବନେଶ୍ୱରର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୫. କଟକ ଜିଲ୍ଲାର ୫୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୬. ଗଞ୍ଜାମ ଜିଲ୍ଲାର ୪୮ ବର୍ଷ ବୟସ୍କା ମହିଳା।
୭. ଝାରସୁଗୁଡା ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ମେଲିଟସ୍ ଏବଂ AKI & CLD ରେ ମଧ୍ୟ ପୀଡିତ ଥିଲେ।
୮. ଖୋର୍ଦ୍ଧା ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।
୯. କେନ୍ଦୁଝର ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।
୧୦. କେନ୍ଦୁଝର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୧. ସମ୍ବଲପୁର ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ।
୧୨. ସୁନ୍ଦରଗଡ ଜିଲ୍ଲାର ଜଣେ ୯୧ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୩. ସୁନ୍ଦରଗଡ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ପୁରୁଣା
୧୪. ଜଣେ ସୁନ୍ଦରଗଡ ଜିଲ୍ଲାର ୫୯ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ CKD ରେ ମଧ୍ୟ ପୀଡିତ ଥିଲେ।
୧୫. ସୁନ୍ଦରଗଡ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ :

୧- ଅନୁଗୁଳ ଜିଲ୍ଲାରୁ – ୪୦
୨- ବାଲେଶ୍ୱର ଜିଲ୍ଲାରୁ – ୨୧
୩- ବରଗଡ଼ ଜିଲ୍ଲାରୁ – ୨୭
୪- ଭଦ୍ରକ ଜିଲ୍ଲାରୁ – ୭
୫- ବଲାଙ୍ଗୀର ଜିଲ୍ଲାରୁ – ୨୩
୬- ବୌଦ୍ଦ ଜିଲ୍ଲାରୁ – ୪
୭- କଟକ ଜିଲ୍ଲାରୁ – ୩୯
୮- ଦେବଗଡ଼ ଜିଲ୍ଲାରୁ – ୫
୯- ଢେଙ୍କାନାଳ ଜିଲ୍ଲାରୁ – ୧୧
୧୦- ଗଞ୍ଜାମ ଜିଲ୍ଲାରୁ – ୮
୧୧- ଜଗତସିଂହପୁର ଜିଲ୍ଲାରୁ – ୫୦
୧୨- ଯାଜପୁର ଜିଲ୍ଲାରୁ – ୨୯
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୨୩
୧୪- କଳାହାଣ୍ଡି ଜିଲ୍ଲାରୁ – ୨୧
୧୫- କନ୍ଧମାଳ ଜିଲ୍ଲାରୁ – ୩
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୩
୧୭- କେନ୍ଦୁଝର ଜିଲ୍ଲାରୁ – ୩୧
୧୮- ଖୋର୍ଦ୍ଧା : ୭୦
୧୯- କୋରାପୁଟ ଜିଲ୍ଲାରୁ – ୯
୨୦- ମାଲକାନଗିରି : ୪
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୬୫
୨୨- ନବରଙ୍ଗପୁର ଜିଲ୍ଲାରେ: ୧୩
୨୩- ନୟାଗଡ଼ ଜିଲ୍ଲାରୁ – ୫
୨୪- ନୂଆପଡ଼ା ଜିଲ୍ଲାରୁ – ୪
୨୫- ପୁରୀ ଜିଲ୍ଲାରୁ – ୯
୨୬- ରାୟଗଡ଼ା ଜିଲ୍ଲାରୁ – ୧
୨୭- ସମ୍ବଲପୁର ଜିଲ୍ଲାରୁ – ୨୩
୨୮- ସୋନପୁର ଜିଲ୍ଲାରୁ – ୧
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୪୬
୩୦- State Pool: ୧୩

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲା ରେ ୯, ୫୦୨ [+୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୫ [+୩୯] ଜଣ ସକ୍ରୀୟ ଅଛନ୍ତି। ୯, ୦୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୧୧, ୩୦୫ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୮ [+୨୧] ଜଣ ସକ୍ରୀୟ ଅଛନ୍ତି। ୧୦, ୯୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୯, ୫୫୨ [+୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୪ [+୨୭] ଜଣ ସକ୍ରୀୟ ଅଛନ୍ତି। ୯, ୨୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୭, ୧୨୧ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୮୯ [+୭] ଜଣ ସକ୍ରୀୟ ଅଛନ୍ତି। ୭, ୦୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୭, ୭୮୧ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୨ [+୨୨] ଜଣ ସକ୍ରୀୟ ଅଛନ୍ତି। ୭, ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲା ରେ ୨, ୭୧୮ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୫ [+୪] ଜଣ ସକ୍ରୀୟ ଅଛନ୍ତି। ୨, ୬୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲା ରେ ୨୭, ୭୦୨ [+୩୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ [+୩୮] ଜଣ ସକ୍ରୀୟ ଅଛନ୍ତି। ୨୭, ୦୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୧, ୧୬୭ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧ [+୫] ଜଣ ସକ୍ରୀୟ ଅଛନ୍ତି। ୧, ୧୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲା ରେ ୫, ୫୬୮ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୨ [+୧୧] ଜଣ ସକ୍ରୀୟ ଅଛନ୍ତି। ୫, ୪୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲା ରେ ୩, ୯୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨୩ ଜଣ ସକ୍ରୀୟ ଅଛନ୍ତି। ୩, ୮୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୨୧, ୫୬୭ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୭୪ [+୭] ଜଣ ସକ୍ରୀୟ ଅଛନ୍ତି। ୨୧, ୨୪୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୮, ୬୭୯ [+୫୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୭ [+୫୦] ଜଣ ସକ୍ରୀୟ ଅଛନ୍ତି। ୮, ୨୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୧୧, ୪୯୨ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬୮ [+୨୯] ଜଣ ସକ୍ରୀୟ ଅଛନ୍ତି। ୧୧, ୨୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୭, ୦୦୮ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୮ [+୨୨] ଜଣ ସକ୍ରୀୟ ଅଛନ୍ତି। ୬, ୭୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲା ରେ ୫, ୯୦୧ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୦ [+୨୧] ଜଣ ସକ୍ରୀୟ ଅଛନ୍ତି। ୫, ୬୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲା ରେ ୫, ୮୭୩ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬ [+୩] ଜଣ ସକ୍ରୀୟ ଅଛନ୍ତି। ୫, ୭୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୮, ୫୭୦ [+୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫୭ [+୩୩] ଜଣ ସକ୍ରୀୟ ଅଛନ୍ତି। ୮, ୧୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୭, ୨୮୪ [+୩୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୦ [+୨୯] ଜଣ ସକ୍ରୀୟ ଅଛନ୍ତି। ୬, ୯୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୫୧, ୧୨୬ [+୭୦] ଜଣ ସଂକ୍ରମିତ ହୋଇଥିବା ବେଳେ ୬୫୭ [+୬୭] ଜଣ ସକ୍ରୀୟ ଅଛନ୍ତି। ୫୦, ୧୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭୬ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୭, ୭୨୭ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୫ [+୯] ଜଣ ସକ୍ରୀୟ ଅଛନ୍ତି। ୭, ୫୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୫, ୧୩୬ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୯୦ [+୪] ଜଣ ସକ୍ରୀୟ ଅଛନ୍ତି। ୫, ୦୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲା ରେ ୧୨, ୮୫୧ [+୬୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ [+୬୫] ଜଣ ସକ୍ରୀୟ ଅଛନ୍ତି। ୧୨, ୨୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୫, ୬୭୬ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୪ [+୧୩] ଜଣ ସକ୍ରୀୟ ଅଛନ୍ତି। ୫, ୫୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୬, ୩୩୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨ [+୫] ଜଣ ସକ୍ରୀୟ ଅଛନ୍ତି। ୬, ୨୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲା ରେ ୬, ୬୦୭ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬୬ [+୪] ଜଣ ସକ୍ରୀୟ ଅଛନ୍ତି। ୬, ୩୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲା ରେ ୧୩, ୩୭୯ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୩ [+୯] ଜଣ ସକ୍ରୀୟ ଅଛନ୍ତି। ୧୩, ୦୬୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୮, ୨୬୧ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୮୪ [+୧] ଜଣ ସକ୍ରୀୟ ଅଛନ୍ତି। ୮, ୧୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୮, ୬୫୨ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୦ [+୨୨] ଜଣ ସକ୍ରୀୟ ଅଛନ୍ତି। ୮, ୩୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲା ରେ ୪, ୬୪୦ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭ [+୧] ଜଣ ସକ୍ରୀୟ ଅଛନ୍ତି। ୪, ୫୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ରେ ୧୨, ୮୯୫ [+୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୬୮ [+୪୨] ଜଣ ସକ୍ରୀୟ ଅଛନ୍ତି। ୧୨, ୧୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୩ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରେ ୭, ୯୫୪ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୩ [+୧୩] ଜଣ ସକ୍ରୀୟ ଅଛନ୍ତି। ୭, ୭୭୧ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.