Home ଓଡ଼ିଶା ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୧୩୯୬୧ କୁ ବୃଦ୍ଧି

ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୧୩୯୬୧ କୁ ବୃଦ୍ଧି

47

ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୩୯୬୧ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୬୩୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୭୩
– ସ୍ଥାନୀୟ ଅଞ୍ଚଳରୁ ୨୬୫

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ :

୧- ଅନୁଗୁଳ ଜିଲ୍ଲାରୁ – ୪୦
୨- ବାଲେଶ୍ୱର ଜିଲ୍ଲାରୁ – ୨୧
୩- ବରଗଡ଼ ଜିଲ୍ଲାରୁ – ୨୭
୪- ଭଦ୍ରକ ଜିଲ୍ଲାରୁ – ୭
୫- ବଲାଙ୍ଗୀର ଜିଲ୍ଲାରୁ – ୨୩
୬- ବୌଦ୍ଦ ଜିଲ୍ଲାରୁ – ୪
୭- କଟକ ଜିଲ୍ଲାରୁ – ୩୯
୮- ଦେବଗଡ଼ ଜିଲ୍ଲାରୁ – ୫
୯- ଢେଙ୍କାନାଳ ଜିଲ୍ଲାରୁ – ୧୧
୧୦- ଗଞ୍ଜାମ ଜିଲ୍ଲାରୁ – ୮
୧୧- ଜଗତସିଂହପୁର ଜିଲ୍ଲାରୁ – ୫୦
୧୨- ଯାଜପୁର ଜିଲ୍ଲାରୁ – ୨୯
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୨୩
୧୪- କଳାହାଣ୍ଡି ଜିଲ୍ଲାରୁ – ୨୧
୧୫- କନ୍ଧମାଳ ଜିଲ୍ଲାରୁ – ୩
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୩
୧୭- କେନ୍ଦୁଝର ଜିଲ୍ଲାରୁ – ୩୧
୧୮- ଖୋର୍ଦ୍ଧା : ୭୦
୧୯- କୋରାପୁଟ ଜିଲ୍ଲାରୁ – ୯
୨୦- ମାଲକାନଗିରି : ୪
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୬୫
୨୨- ନବରଙ୍ଗପୁର ଜିଲ୍ଲାରେ: ୧୩
୨୩- ନୟାଗଡ଼ ଜିଲ୍ଲାରୁ – ୫
୨୪- ନୂଆପଡ଼ା ଜିଲ୍ଲାରୁ – ୪
୨୫- ପୁରୀ ଜିଲ୍ଲାରୁ – ୯
୨୬- ରାୟଗଡ଼ା ଜିଲ୍ଲାରୁ – ୧
୨୭- ସମ୍ବଲପୁର ଜିଲ୍ଲାରୁ – ୨୩
୨୮- ସୋନପୁର ଜିଲ୍ଲାରୁ – ୧
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୪୬
୩୦- State Pool: ୧୩

– ନୂଆ ସୁସ୍ଥ ହୋଇଥିଲେ୧୦୧୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୫୫୬୩୯୨୬
– ମୋଟ ଆକ୍ରାନ୍ତ ୩୧୩୯୬୧
– ମୋଟ ସୁସ୍ଛ ହୋଲେଣି ୩୦୪୯୦୮
– ସକ୍ରୀୟ ଆକ୍ରାନ୍ତ – ୭୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.