Bureau
ସରକାରୀ କର୍ମଚାରୀମାନଙ୍କୁ ଗୋଟିଏ ସପ୍ତାହରେ ୩ ଦିନ ଛୁଟି ମିଳିବ କି ? କେନ୍ଦ୍ର...
ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ଦେଶରେ କିଛି ଦିନ ଧରି ଏକ ଆଲୋଚନା ଚାଲିଛି ଯେ, ଆଗାମୀ ସମୟରେ ଲୋକଙ୍କୁ ସପ୍ତାହରେ ମାତ୍ର ଚାରି ଦିନ କାମ କରିବାକୁ ପଡିବ। ଏଥିପାଇଁ...
CBSE ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଖବର – ଶିକ୍ଷା ମନ୍ତ୍ରୀ ଆରମ୍ଭ କଲେ ସିବିଏସ୍ଇ...
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଆଜି ବିଜ୍ଞାନ, ଗଣିତ ଏବଂ ଇଂରାଜୀ ପାଇଁ ଯୋଗ୍ୟତା ଭିତ୍ତିକ ମୂଲ୍ୟାଙ୍କନ ଫ୍ରେମ୍ୱାର୍କ ଢାଞ୍ଚା ଘୋଷଣା କରିଛି। ମୂଲ୍ୟାଙ୍କନ...
ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧: ୨୭-୨୮ ମାର୍ଚ୍ଚ ରେ...
ନୂଆଦିଲ୍ଲୀ, ୨୩ ମାର୍ଚ୍ଚ ୨୦୨୧(ଓଡ଼ିଆ ପୁଅ): ପୁଣି ଥରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଓଡିଶା ପର୍ବ। ଚଳିତ ବର୍ଷ ଏହି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ରୂପରେ, ଚମତ୍କାର ଢଙ୍ଗରେ...
ମାଲକାନଗିରି ଜିଲ୍ଲାପରେ ନବରଙ୍ଗପୁର ଜିଲ୍ଲା ପାଇଁ ନାଇଟ୍ କର୍ଫ୍ୟୁ – ରାତି ୮ଟାରୁ ସକାଳ...
ନବରଙ୍ଗପୁର ୨୪-୩ (ଓଡ଼ିଆ ପୁଅ): ମାଲକାନଗିରି ଜିଲ୍ଲାପରେ ନବରଙ୍ଗପୁର ଜିଲ୍ଲା ପାଇଁ ନାଇଟ୍ କର୍ଫ୍ୟୁ ଲାଗୁ ହେଲା। ଆସନ୍ତାକାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ରାତି ୮ଟାରୁ ଏହି...
ବଡ ଖବର: ମହାରାଷ୍ଟ୍ରର ନାନ୍ଦେଡ ଏବଂ ବିଡ୍ ରେ ୪ ଏପ୍ରିଲ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ...
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ କରୋନାଭାଇରସ୍ କାରଣରୁ ଲକ୍ଡାଉନ୍କୁ ନେଇ ନେଇ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଖବର ଅନୁଯାୟୀ, ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ନନ୍ଦେଡ୍ ଏବଂ...
ଦେଶରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି – ୧୮ ଟି ରାଜ୍ୟରେ ମିଳିଲା ଡବଲ୍...
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଜରେଇଲାଣି କରୋନା। ଆହୁରି ଡରେଇଲାଣି କରୋନାଭାଇରସ୍ ଦ୍ୱିତୀୟ ତରଙ୍ଗ। ଦେଶରେ କରୋନା ଭାଇରସ୍ (କୋଭିଡ୍ -୧୯ ପାଣ୍ଡାମିକ୍) ସଙ୍କଟ ପୁଣି ଗଭୀର ହେବାରେ ଲାଗିଛି। ଦେଶର...
ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ପାଇଁ...
ଭୁବନେଶ୍ୱର ୨୪-୩ (ଓଡ଼ିଆ ପୁଅ) ସର୍ବଭାରତୀୟ ସ୍ତରରେ ନିଟ୍ ଏବଂ JEE ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ...
ଅମୀର ଖାନଙ୍କୁ କରୋନା, ଏବେ ଆଇସୋଲେସନ୍ରେ
ମୁମ୍ବାଇ ୨୪-୩ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଅମୀର ଖାନ କରୋନା ସଂକ୍ରମିତ ହୋଇଛନ୍ତି। ସେ ବର୍ତ୍ତମାନେ କ୍ୱାରେଣ୍ଟିନ୍ରେ ଅଛନ୍ତି। ଅଭିନେତା ତାଙ୍କ କର୍ମଚାରୀଙ୍କୁ କରୋନା ଭୂତାଣୁ ଟେଷ୍ଟ କରିବାକୁ ମଧ୍ୟ କହିଛନ୍ତି।...
କି, କ୍ୟାଟୱାକ କରୁଛି କାଉ! ଲୋକେ କହିଲେ ବଡ଼ ମଡ଼େଲକୁ ବି ପଛରେ ପକେଇଦେବ!
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କେବେ ଦେଖିଛନ୍ତିକି କାଉର କ୍ୟାଟ୍ ୱାକ। ପ୍ରକୃତରେ କ'ଣ ଟ୍ରେନିଂ ନେଇଛି ନାଁ କେଉଁଠି ଦେଖିଛି। ବୋଧ ହୁଏ ନୁହେଁ। ଏହା ତାହାର ନ୍ୟାଚୁରାଲ ଚାଲି...
ଏପ୍ରିଲ୍ ୧ ରୁ ଏହି ୭ଟି କ୍ଷେତ୍ରରେ ହେବ ପରିବର୍ତ୍ତନ, କର୍ମଚାରୀ ଏବଂ ବ୍ୟବସାୟୀ...
ନୂଆଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ନୂତନ ଆର୍ଥିକ ବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ନୂତନ ଆର୍ଥିକ ବର୍ଷରୁ ଏହିପରି ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି। ଯାହା...
କରୋନା ଟୀକାକରଣ : ବର୍ତ୍ତମାନ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଟୀକାକରଣ କରିପାରିବେ,...
- କୋରୋନା ଟିକା: ପଞ୍ଜୀକରଣ ପ୍ରକ୍ରିୟା କିପରି କରିବେ
- ୪୫ ବର୍ଷରୁ ଅଧିକ ବୟସ୍କମାନେ ଟୀକାକରଣ କରିପାରିବେ
- ଆରୋଗ୍ୟସେତୁ ଆପରେ ପଞ୍ଜୀକରଣ କରାଯିବ
- ଘରୋଇ ଡାକ୍ତରଖାନାଗୁଡ଼ିକ ୨୫୦ ଟଙ୍କା ଚାର୍ଜ
ନୂଆ ଦିଲ୍ଲୀ ୨୩-୩...
ରବିବାର ଥିଲା ଲକଡାଉନ, ମଦ ଦୋକାନ ଥିଲା ବନ୍ଦ, ମିଳିଲାନି ମଦ, ତିନି ଭାଇ...
ଭୋପାଳ ୨୪ ମାର୍ଚ୍ଚ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଭୋପାଳରେ ରବିବାର ଲକ୍ଡାଉନ୍ ଥିଲା। ଲକଡାଉନ୍ ସମୟରେ ତିନି ଭାଇ ମଦ ପିଇବା ପାଇଁ ବାୟା ହୋଇଯାଇଥିଲେ। ସେମାନେ ସେଥିପାଇଁ ସାନିଟାଇଜର କିଣି ଆଣିଥିଲେ।...
ଜଷ୍ଟିସ୍ ଏନ.ଭି ରମଣଙ୍କୁ ପରବର୍ତ୍ତୀ ପ୍ରଧାନବିଚାରପତି ପାଇଁ ସୁପାରିଶ କଲେ, CJI ବୋବଡେ
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) CJI ଏସ୍ଏ ବୋବଡେ ଆସନ୍ତା ଏପ୍ରିଲ୍ ୨୩ ରେ ଅବସର ନେବାକୁ ଯାଉଛନ୍ତି। ଇତି ମଧ୍ୟରେ ଭାରତର ପ୍ରଧାନ ବିଚାରପତି (ସିଜେଇ) ଏସ୍ ଏ ବୋବଡେ...
ବୃଦ୍ଧାବସ୍ଥାରେ ପ୍ରତି ମାସରେ ରୋଜଗାର କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ସୁଯୋଗ – ଜାଣନ୍ତୁ...
ନୂଆଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କିଛି ବିଶେଷ ଯୋଜନା ଅଛି, ଯାହା ଦ୍ୱାରା ଆପଣଙ୍କୁ ବୃଦ୍ଧାବସ୍ଥାରେ ମଧ୍ୟ ଟଙ୍କା ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ।...
ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ –...
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ଭାରତ ପୁଣିଥରେ ଦୁଇ ନମ୍ବରରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ କରୋନା...
ବିଶ୍ୱ ଅର୍ଥନୀତି ଫୋରମର “କ୍ଲିନ୍ ସ୍କାଏ୍ ଫର୍ ଟୁମୋର” ବ୍ଲୁ ପ୍ରିଂଟ୍ ଉନ୍ମୋଚିତ :...
- ଘରୋଇ ସମ୍ବଳର ବ୍ୟବହାର କରି ଉର୍ଜା ଚାହିଦା ପୂରଣ କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ
ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୨୩ – ଭାରତ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ଗ୍ରହଣ କରି ବିଶ୍ୱରେ ଏକ ସବୁଜ...
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ଡାକ ଟିକେଟ...
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କେନ୍ଦ୍ର ଶିକ୍ଷା, ସଞ୍ଚାର ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ...
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ୨୦୧୯-୨୦ର ପ୍ରଗତି ସମ୍ପର୍କରେ କେନ୍ଦ୍ର କ୍ୟାବିନେଟକୁ କରାଗଲା ଅବଗତ
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକକୁ ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ୨୦୧୯-୨୦ର ପ୍ରଗତି ସମ୍ପର୍କରେ ଅବଗତ କରାଯାଇଛି।...
ଭାରତର କେନ୍ଦ୍ରୀୟ ଲୋକସେବା ଆୟୋଗ ଏବଂ ଆଫଗାନିସ୍ତାନର ସ୍ୱାଧୀନ ପ୍ରଶାସନିକ ସୁଧାର ଓ ପ୍ରଶାସନିକ...
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତର କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଏବଂ ଆଫଗାନିସ୍ତାନର ସ୍ୱାଧୀନ ପ୍ରଶାସନିକ ସୁଧାର ଏବଂ ପ୍ରଶାସନିକ...
ଜଳସମ୍ପଦ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୁଝାମଣାପତ୍ର (ଏମଓସି)କୁ କ୍ୟାବିନେଟ ଅନୁମୋଦନ
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ଜଳସମ୍ପଦ କ୍ଷେତ୍ରରେ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ...






















