Home Top News ଜଷ୍ଟିସ୍ ଏନ.ଭି ରମଣଙ୍କୁ ପରବର୍ତ୍ତୀ ପ୍ରଧାନବିଚାରପତି ପାଇଁ ସୁପାରିଶ କଲେ, CJI ବୋବଡେ

ଜଷ୍ଟିସ୍ ଏନ.ଭି ରମଣଙ୍କୁ ପରବର୍ତ୍ତୀ ପ୍ରଧାନବିଚାରପତି ପାଇଁ ସୁପାରିଶ କଲେ, CJI ବୋବଡେ

65

ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) CJI ଏସ୍‌ଏ ବୋବଡେ ଆସନ୍ତା ଏପ୍ରିଲ୍ ୨୩ ରେ ଅବସର ନେବାକୁ ଯାଉଛନ୍ତି। ଇତି ମଧ୍ୟରେ ଭାରତର ପ୍ରଧାନ ବିଚାରପତି (ସିଜେଇ) ଏସ୍ ଏ ବୋବଡେ ବୁଧବାର ସରକାରଙ୍କୁ ଏକ ଚିଠି ପଠାଇଛନ୍ତି। ସେଥିରେ ସେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ.ଭି ରମଣଙ୍କୁ ପରବର୍ତ୍ତୀ CJI ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.