Bureau
ଟିକା ଦ୍ୱନ୍ଦକୁ ଦୂର କରିବା ପାଇଁ କାମ କରିବାକୁ ସମସ୍ତ ଷ୍ଟେକ୍ ହୋଲଡ୍ରଙ୍କୁ ଆହ୍ୱାନ...
କର୍ଣ୍ଣାଟକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
- ଲୋକାର୍ପିତ ଅକ୍ସିଜେନ୍ ପ୍ଲାଂଟ୍ ଏବଂ କୋଭିଡ୍ ବେଡ୍ କର୍ଣ୍ଣାଟକରେ କୋଭିଡ୍ ମହାମାରୀ ବିରୋଧରେ ଲଢ଼ିବାରେ ସହାୟକ ହେବ
- ତୁମକୁର ଠାରେ କେଆଇଓସିଏଲର ୨୪.୪୪...
ଓଡ଼ିଶା ପୋଲିସ୍ ର ୪୭୭ ପୋଲିସ୍ ସବ୍ ଇନ୍ସପେକ୍ଟର ନିଯୁକ୍ତି ନିମନ୍ତେ ଆବେଦନ ପ୍ରକ୍ରିୟା...
ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ) ଓଡ଼ିଶା ପୋଲିସ୍ ତରଫରୁ ୪୭୭ ପୋଲିସ୍ ସବ୍ ଇନ୍ସପେକ୍ଟର ନିଯୁକ୍ତି ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ଅନ୍ଲାଇନ ଆପ୍ଲିକେସନ୍ ପୋର୍ଟାଲ (https://odipolsi21.onlineapplicationform.org/ODIPOL/) ମାଧ୍ୟମରେ ପ୍ରାର୍ଥୀମାନେ...
ଭାରତୀୟ ଦୂତାବାସ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦ (BICAS), AOL (Art...
ବାହାରିନ (ମାନାମା) ୨୨.୬ (ଓଡ଼ିଆ ପୁଅ) ଭାରତୀୟ ଦୂତାବାସ ର ଆମନ୍ତ୍ରଣରେ ବାହାରିନ ଓଡ଼ିଆ ସମାଜ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦ, AOL (Art Of Living) ସପ୍ତମ ଆନ୍ତର୍ଜାତିକ...
ବିଶ୍ୱର ସର୍ବ ବୃହତ ରଥ, କେନ୍ଦୁଝରରେ ରଥଯାତ୍ରା କରିବା ଦାବୀରେ ହାଇକୋଟକୁ ଗଲା ମାମଲା...
କେନ୍ଦୁଝର, ୨୨ ଜୁନ ୨୧ (ଓଡ଼ିଆ ପୁଅ) ବିଶ୍ୱର ସର୍ବ ବୃହତ ରଥ, କେନ୍ଦୁଝର ରଥର ରଥ ଯାତ୍ରା ଆୟୋଜନ କରାଯିବା ଦାବୀରେ ହାଇକୋର୍ଟରେ ପହଁଚିଲା ମାମଲା। ରଥ ଯାତ୍ରା ବନ୍ଦ କରାଯିବା...
୨୩ ଜୁନ୍ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜି ଆପଣ ନିର୍ଦ୍ଧାରିତ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ କରି ପାରିବେ। ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। ତୀର୍ଥଯାତ୍ରାର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର...
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିନା କାମରେ ଦୁଇ ଲକ୍ଷ ଟଙ୍କା...
ଛତିଆ, ୨୨।୬ (ଓଡିଆ ପୁଅ /ଶରତ ନାୟକ) ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବଡଚଣା ବ୍ଲକର ଛତିଆ ପଞ୍ଚାୟତରେ ମହାଦୁର୍ନୀତି ସାମ୍ନାକୁ ଆସିଛି। ଏହି ପଞ୍ଚାୟତର ଇଛା ନଗର ପାଟଣା...
CBSE, ICSE ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନ ନୀତିକୁ ସୁପ୍ରିମ କୋର୍ଟଙ୍କ ମଞ୍ଜୁରୀ, ପରୀକ୍ଷା ବାତିଲ୍...
ନୂଆଦିଲ୍ଲୀ ଜୁନ ୨୨ (ଓଡିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆଇସିଏସ୍ଇ) ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଢ଼ାଞ୍ଚାର...
ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ଓ ଦଇତାପତି ପ୍ରବେଶ ନୀତି
ପୁରୀ ୨୨-୬ (ଓଡ଼ିଆ ପୁଅ) ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସକାଳ ଧୂପ, ଭୋଗ ମଣ୍ଡପ ନୀତି ଓ ଆଲଟ...
ଅଧିକ ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମିଜୋରାମର ମନ୍ତ୍ରୀ ଦେବେ ପୁରସ୍କାର ଏବଂ...
ଆଇଜଲ୍ / ନୂଆଦିଲ୍ଲୀ ୨୨ ଜୁନ୍ (ଓଡିଆ ପୁଅ) ମିଜୋରାମ କ୍ରୀଡା ମନ୍ତ୍ରୀ ରବର୍ଟ ରୋମାୱିଆ ରାଉତେ ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ସଂଖ୍ୟକ ସନ୍ତାନ ଥିବା ପିତାମାତାଙ୍କୁ ୧ ଲକ୍ଷ ଟଙ୍କା ନଗଦ...
ଆସିଗଲା କରୋନା ସମ୍ବନ୍ଧିତ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ଏବଂ ରାଜ୍ୟୱାରୀ ତଥ୍ୟ – ଜାଣନ୍ତୁ କେଉଁ...
ଭୁବନେଶ୍ୱର ୨୧-୬ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୩,୬୩୩ କୁ ବୃଦ୍ଧି ପାଇଛି।
ବରଗଡ ଜିଲ୍ଲାର ୫...
ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୨, ୬୪୦ ନୂଆ କରୋନା ସଂକ୍ରମଣ, ୧,୧୬୭...
ନୂଆଦିଲ୍ଲୀ ୨୨ ଜୁନ୍ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୨, ୬୪୦ ନୂଆ କରୋନା ସଂକ୍ରମଣ: ୯୧ ଦିନରେ ୫୦, ୦୦୦ ରୁ କମ୍ ମାମଲା ରେକର୍ଡ ହୋଇଛି।
ଭାରତର...
ରାଜ୍ୟରେ କମିଲା ସଂକ୍ରମଣ: ରାଜ୍ୟରେ ୨,୯୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮ ମୃତ –...
ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୨,୯୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂତନ ପଜିଟିଭ୍ କେସ୍ : ୨୯୫୭
କ୍ୱାରେଣ୍ଟିନରୁ :...
ରାଜ୍ୟରେ ଆଜି କରୋନା ନେଲା ୩୮ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୩,୬୭୧...
ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୩,୬୭୧ କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାର ଜଣେ
ବରଗଡ...
ରେକର୍ଡ ସଂଖ୍ୟକ ଟୀକାକରଣ : ୮୧ ଲକ୍ଷ ଟିକା ଗୋଟିଏ ଦିନରେ, ଜାଣନ୍ତୁ କେଉଁ...
ନୂଆ ଦିଲ୍ଲୀ ୨୧ ଜୁନ୍ (ଓଡ଼ିଆ ପୁଅ) ଗୋଟିଏ ଦିନରେ ୮୦ ଲକ୍ଷରୁ ଅଧିକ କରୋନାଭାଇରସ୍ ଟିକାକରଣର ଏକ ମାଇଲଖୁଣ୍ଟ ଭାରତ ଅତିକ୍ରମ କରିଛି। ଆଜିଠାରୁ ସମସ୍ତ ବୟସ ବର୍ଗର ଲୋକମାନଙ୍କୁ କରୋନା...
ଇଟାଲୀରେ ଜୁନ୍ ୨୮ ରୁ ମାସ୍କ ଆଉ ବାଧ୍ୟତାମୂଳକ ନୁହେଁ
ରୋମ / ନୂଆଦିଲ୍ଲୀ ଜୁନ୍ ୨୨ (ଓଡିଆ ପୁଅ) ୨୮ ଜୁନ୍ ଠାରୁ ୟୁରୋପର ଅନ୍ୟତମ ଦେଶ ଇଟାଲୀରେ ଫେସ୍ ମାସ୍କ ଆଉ ବାଧ୍ୟତାମୂଳକ ହେବ ନାହିଁ ବୋଲି ଇଟାଲିର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ...
୨୨ ଜୁନ୍ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ପରିବାରର ଆନନ୍ଦଦାୟୀ ବାତାବରଣ ମଧ୍ୟ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିବାରେ ସହାୟତା କରିବ। ସ୍ଵାସ୍ଥ୍ୟରେ ବୃଦ୍ଧି ହେବ। ସହଯୋଗିମାନଙ୍କର ଭଲ ସହଯୋଗ...
୬ ଜୁଲାଇ ସୁଦ୍ଧା ଗ୍ରାହକ ସୁରକ୍ଷା ଆଇନରେ ପ୍ରସ୍ତାବିତ ସଂଶୋଧନ ଉପରେ ସରକାର ଲୋଡିଲେ...
ଇ କମର୍ସର ସମ୍ପ୍ରସାରଣ ଏବଂ ନୂତନ ବ୍ୟବସାୟ ପ୍ରକ୍ରିୟା ଗତ କିଛି ବର୍ଷ ମଧ୍ୟରେ ଏକ ନାଟକୀୟ ଢଙ୍ଗରେ ରୂପାନ୍ତରିତ ହୋଇଛି।
ଏହି ପରିବର୍ତ୍ତନଗୁଡିକୁ ଦୃଷ୍ଟିରେ ରଖି ବିଦ୍ୟମାନ ସିପିଏ (CPA-Consumers Protection Act)କୁ...
କୋଭିଡ ପ୍ରଭାବିତ ବିଶ୍ୱରେ ଯୋଗ ଆଶାର କିରଣ ହୋଇ ରହିଛି : ପ୍ରଧାନମନ୍ତ୍ରୀ
ସମ୍ମୁଖ ଯୋଦ୍ଧାମାନେ ଯୋଗକୁ ସେମାନଙ୍କର ସୁରକ୍ଷା କବଚରେ ପରିଣତ କରିଛନ୍ତି : ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମାରୀ ସମୟରେ...
ବିଶ୍ୱର କୋଣ ଅନୁକୋଣରେ ଯୋଗର ପ୍ରସାର ସୁନିଶ୍ଚିତ କରିବା ଲାଗି ଆମେ ପଦକ୍ଷେପ ନେବା...
ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ବିଶ୍ୱର କୋଣ ଅନୁକୋଣରେ ଯୋଗର ପ୍ରସାର ସୁନିଶ୍ଚିତ କରିବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଗ ଗୁରୁ, ପ୍ରଚାରକ ଓ ଅନ୍ୟ ସମସ୍ତଙ୍କୁ...
ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ କଲେ ପ୍ରାର୍ଥନା
ଏମ-ଯୋଗ ଆପ୍ ଘୋଷଣା କରି କହିଲେ ଏହି ଆପ୍ ‘ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ’ ଲକ୍ଷ୍ୟ ହାସଲ କରିବାରେ ହେବ ସହାୟକ
ବିଶ୍ୱବ୍ୟାପୀ...





















