Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୩୮ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୩,୬୭୧ କୁ...

ରାଜ୍ୟରେ ଆଜି କରୋନା ନେଲା ୩୮ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୩,୬୭୧ କୁ ବୃଦ୍ଧି

45

ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୩,୬୭୧ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାର ଜଣେ

ବରଗଡ ଜିଲ୍ଲାର ୫ ଜଣ

ଖୋର୍ଦ୍ଧା ଜିଲ୍ଲାର ୬ ଜଣ (ଭୁବନେଶ୍ୱରର ୪ ଜଣ)

କଟକ ଜିଲ୍ଲାର ୫ ଜଣ,

ଦେବଗଡ଼ ଜିଲ୍ଲାର ଜଣେ

ଢେଙ୍କାନାଳ ଜିଲ୍ଲାର ଜଣେ

ଗଞ୍ଜାମ ଜିଲ୍ଲାର ଜଣେ

ଜଗତସିଂହପୁର ଜିଲ୍ଲାର ୨ ଜଣ

ଝାରସୁଗୁଡା ଜିଲ୍ଲାର ୨ ଜଣ

କେନ୍ଦୁଝର ଜିଲ୍ଲାର ଜଣେ

କୋରାପୁଟ ଜିଲ୍ଲାର ଜଣେ

ମୟୂରଭଞ୍ଜ ଜିଲ୍ଲାର ୪ ଜଣ

ପୁରୀ ଜିଲ୍ଲାର ୪ ଜଣ

ସମ୍ବଲପୁର ଜିଲ୍ଲାର ୩

ସୁନ୍ଦରଗଡ ଜିଲ୍ଲାର ଜଣେ

ମୋଟ ୩୮ ଜଣଙ୍କର ମୃତ୍ୟୁ ଘଟିଛି।

୧ – ଅନୁଗୁଳ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୨ – ବରଗଡ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩ – ବରଗଡ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪ – ବରଗଡ ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା।

୫ – ବରଗଡ ଜିଲ୍ଲାର ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ସେରେବ୍ରୋ ଭାସ୍କୁଲାର ଦୁର୍ଘଟଣାରେ ପୀଡିତ ଥିଲେ।

୬ – ବରଗଡ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭ – ଭୁବନେଶ୍ୱରର ୪୫ ବର୍ଷ ବୟସ୍କ ପୁରୁଷ।

୮ – ଭୁବନେଶ୍ୱରର ୬୨ ବର୍ଷ ବୟସ୍କା ମହିଳା ଯିଏ କି ଡାଇବେଟିସ୍ ମିଲିଟସ୍, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୯ – ଭୁବନେଶ୍ୱରର ୪୮ ବର୍ଷ ବୟସ୍କା ମହିଳା ଯିଏ କି ଡାଇବେଟିସ୍ ମିଲିଟସ୍ ରୋଗରେ ପୀଡିତ ଥିଲେ।

୧୦ – ଭୁବନେଶ୍ୱରର ୭୧ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍ ମେଲିଟସ୍ ରୋଗରେ ପୀଡିତ ଥିଲେ।

୧୧ – କଟକ ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ।

୧୨ – କଟକ ଜିଲ୍ଲାର ୭୯ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୩ – କଟକ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ ଯିଏ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ, ଡାଇବେଟିସ୍ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୪ – କଟକ ଜିଲ୍ଲାର ୭୮ ବର୍ଷ ବୟସ୍କ ପୁରୁଷ।

୧୫ – କଟକ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୧୬ – ଦେବଗଡ଼ ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୧୭ – ଢେଙ୍କାନାଳ ଜିଲ୍ଲାର ୬୨ ବର୍ଷ ବୟସ୍କା ମହିଳା।

୧୮ – ଗଞ୍ଜାମ ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ।

୧୯ – ଜଗତସିଂହପୁର ଜିଲ୍ଲାର ୧୩ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ନେଫ୍ରୋଟିକ୍ ସିଣ୍ଡ୍ରୋମରେ ପୀଡିତ ଥିଲେ।

୨୦ – ଜଗତସିଂହପୁର ଜିଲ୍ଲାର ୬୮ ବର୍ଷ ବୟସ୍କ ପୁରୁଷ।

୨୧ – ଝାରସୁଗୁଡା ଜିଲ୍ଲାର ୩୦ ବର୍ଷ ବୟସ୍କ ପୁରୁଷ।

୨୨ – ଝାରସୁଗୁଡା ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

୨୩ – କେନ୍ଦୁଝର ଜିଲ୍ଲାର ୨୮ ବର୍ଷ ବୟସ୍କା ମହିଳା।

୨୪ – ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୨୫ – ଖୋର୍ଦ୍ଧା ଜିଲ୍ଲାର ୮୦ ବର୍ଷ ବୟସ୍କା ମହିଳା।

୨୬ – କୋରାପୁଟ ଜିଲ୍ଲାର ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୨୭ – ମୟୂରଭଞ୍ଜ ଜିଲ୍ଲାର ୫୮ ବର୍ଷ ବୟସ୍କ ପୁରୁଷ।

୨୮ – ମୟୂରଭଞ୍ଜ ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୨୯ – ମୟୂରଭଞ୍ଜ ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା।

୩୦ – ମୟୂରଭଞ୍ଜ ଜିଲ୍ଲାର ୬୬ ବର୍ଷ ବୟସ୍କ ପୁରୁଷ।

୩୧ – ପୁରୀ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ ଏବଂ ଗର୍ଭାଶୟ କର୍କଟରେ ମଧ୍ୟ ପୀଡିତ ଥିଲେ।

୩୨ – ପୁରୀ ଜିଲ୍ଲାର ୭୩ ବର୍ଷ ବୟସ୍କ ପୁରୁଷ।

୩୩ – ପୁରୀ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୩୪ – ପୁରୀ ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୫ – ସମ୍ବଲପୁର ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୩୬ – ସମ୍ବଲପୁର ଜିଲ୍ଲାର ୩୨ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୩୭ – ସମ୍ବଲପୁର ଜିଲ୍ଲାର ୬୧ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୩୮ – ସୁନ୍ଦରଗଡ ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ।

ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୩୯, ୩୮୩ [+୧୧୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୪୦୯ [+୧୦୯] ଜଣ ସକ୍ରୀୟ ଅଛନ୍ତି ଏବଂ ୩୭, ୮୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧୬୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୧, ୩୨୬ [+୨୪୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୦୫୨ [+୨୪୭] ଜଣ ସକ୍ରୀୟ ଅଛନ୍ତି ଏବଂ ୨୮, ୧୪୪ ଜଣ ସୁସ୍ଥ ହୋଇଥିବା ବେଳେ ୧୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୨୯, ୮୬୫ [+୪୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦୮ [+୩୬] ଜଣ ସକ୍ରୀୟ ଅଛନ୍ତି ଏବଂ ୨୯, ୧୫୭ ଜଣ ସୁସ୍ଥ ହୋଇଥିବା ବେଳେ ୧୦୦ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୧, ୨୫୪ [+୧୯୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୭୬୨ [+୧୯୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧୯, ୪୪୭ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୨, ୭୪୭ [+୩୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୬ [+୩୭] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୩୬୧ ଜଣ ସୁସ୍ଥ ହୋଇଥିବା ବେଳେ ୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୧, ୯୯୭ [+୪୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦୬ [+୪୭] ଜଣ ସକ୍ରୀୟ ଅଛନ୍ତି ଏବଂ ୧୧, ୫୧୪ ଜଣ ସୁସ୍ଥ ହୋଇଥିବା ବେଳେ ୭୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୭୨, ୯୫୧ [+୨୭୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୪୦୧ [+୨୬୭] ଜଣ ସକ୍ରୀୟ ଅଛନ୍ତି ଏବଂ ୬୯, ୨୯୯ ଜଣ ସୁସ୍ଥ ହୋଇଥିବା ବେଳେ ୨୪୭ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୫, ୯୪୯ [+୧୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୪ [+୯] ଜଣ ସକ୍ରୀୟ ଅଛନ୍ତି ଏବଂ ୫, ୭୫୩ ଜଣ ସୁସ୍ଥ ହୋଇଥିବା ବେଳେ ୩୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୬, ୮୩୪ [+୪୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୩ [+୪୧] ଜଣ ସକ୍ରୀୟ ଅଛନ୍ତି ଏବଂ ୧୬, ୦୦୫ ଜଣ ସୁସ୍ଥ ହୋଇଥିବା ବେଳେ ୫୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୧୩୮ [+୨୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୧ [+୨୪] ଜଣ ସକ୍ରୀୟ ଅଛନ୍ତି ଏବଂ ୮, ୮୨୭ ଜଣ ସୁସ୍ଥ ହୋଇଥିବା ବେଳେ ୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୨, ୯୦୦ [+୧୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୨ [+୧୭] ଜଣ ସକ୍ରୀୟ ଅଛନ୍ତି ଏବଂ ୩୨, ୩୬୪ ଜଣ ସୁସ୍ଥ ହୋଇଥିବା ବେଳେ ୩୧୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୧, ୨୮୫ [+୧୦୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୪୨୮ [+୧୦୧] ଜଣ ସକ୍ରୀୟ ଅଛନ୍ତି ଏବଂ ୧୯, ୭୮୮ ଜଣ ସୁସ୍ଥ ହୋଇଥିବା ବେଳେ ୬୯ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୪, ୯୧୫ [+୨୬୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୩୯୮ [+୨୬୦] ଜଣ ସକ୍ରୀୟ ଅଛନ୍ତି ଏବଂ ୩୧, ୪୭୮ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡା ଜିଲ୍ଲାରେ ୨୩, ୨୦୨ [+୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୫ [+୧] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୯୬୨ ଜଣ ସୁସ୍ଥ ହୋଇଥିବା ବେଳେ ୧୧୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୩, ୬୨୨ [+୩୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୫ [+୩୮] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୧୬୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୦, ୫୦୫ [+୫୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬୮ [+୫୧] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୯୯୧ ଜଣ ସୁସ୍ଥ ହୋଇଥିବା ବେଳେ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୧୯, ୬୨୦ [+୧୧୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୭ [+୧୧୬] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୬୧୯ ଜଣ ସୁସ୍ଥ ହୋଇଥିବା ବେଳେ ୭୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୮, ୪୨୫ [+୫୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୪ [+୫୬] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୯୪୨ ଜଣ ସୁସ୍ଥ ହୋଇଥିବା ବେଳେ ୬୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୩୧, ୪୮୭ [+୪୦୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫, ୫୨୯ [+୪୦୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧, ୨୫, ୩୬୭ ଜଣ ସୁସ୍ଥ ହୋଇଥିବା ବେଳେ ୫୮୧ [+୬] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୭, ୫୧୫ [+୬୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୩ [+୫୯] ଜଣ ସକ୍ରୀୟ ଅଛନ୍ତି ଏବଂ ୧୬, ୫୮୭ ଜଣ ସୁସ୍ଥ ହୋଇଥିବା ବେଳେ ୫୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୦, ୦୦୩ [+୫୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୨ [+୫୬] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୪୦୯ ଜଣ ସୁସ୍ଥ ହୋଇଥିବା ବେଳେ ୩୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୂରଭଞ୍ଜ ଜିଲ୍ଲାରେ ୩୪, ୦୯୯ [+୧୩୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୫୪୨ [+୧୩୧] ଜଣ ସକ୍ରୀୟ ଅଛନ୍ତି ଏବଂ ୩୨, ୪୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧୨୨ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୨, ୬୯୯ [+୪୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩୮ [+୪୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୦୧୬ ଜଣ ସୁସ୍ଥ ହୋଇଥିବା ବେଳେ ୪୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୧୯, ୩୨୩ [+୧୧୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୨୫୭ [+୧୧୨] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୦୦୨ ଜଣ ସୁସ୍ଥ ହୋଇଥିବା ବେଳେ ୬୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୨୨, ୫୩୪ [+୧୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ [+୧୦] ଜଣ ସକ୍ରୀୟ ଅଛନ୍ତି ଏବଂ ୨୨, ୩୦୮ ଜଣ ସୁସ୍ଥ ହୋଇଥିବା ବେଳେ ୬୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୩୭, ୯୯୦ [+୨୧୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୮୧୪ [+୨୧୫] ଜଣ ସକ୍ରୀୟ ଅଛନ୍ତି ଏବଂ ୩୫, ୯୬୯ ଜଣ ସୁସ୍ଥ ହୋଇଥିବା ବେଳେ ୨୦୪ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୮, ୪୬୨ [+୬୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧୧ [+୬୩] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୭୦୭ ଜଣ ସୁସ୍ଥ ହୋଇଥିବା ବେଳେ ୧୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୨୯, ୫୦୪ [+୨୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୨ [+୨୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୯, ୧୧୫ ଜଣ ସୁସ୍ଥ ହୋଇଥିବା ବେଳେ ୧୦୭ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୧୨, ୫୧୩ [+୨୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୦ [+୨୫] ଜଣ ସକ୍ରୀୟ ଅଛନ୍ତି ଏବଂ ୧୨, ୦୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୫୮, ୫୭୮ [+୫୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬୨ [+୫୭] ଜଣ ସକ୍ରୀୟ ଅଛନ୍ତି ଏବଂ ୫୭, ୩୮୧ ଜଣ ସୁସ୍ଥ ହୋଇଥିବା ବେଳେ ୩୩୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଷ୍ଟେଟ୍ ପୁଲ ୨୨, ୮୬୫ [+୭୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୮ [+୭୦] ଜଣ ସକ୍ରୀୟ ଅଛନ୍ତି ଏବଂ ୨୧, ୯୮୭ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.