Bureau
ପତ୍ନୀଙ୍କୁ ସନ୍ଦେହ ! ପତ୍ନୀର ପ୍ରାଇଭେଟ୍ ପାର୍ଟ୍ସ ସିଲେଇ କଲା ପତି
ମଧ୍ୟପ୍ରଦେଶ ୨୮-୮ (ଓଡ଼ିଆ ପୁଅ) ପତ୍ନୀଙ୍କୁ ଅବିଶ୍ୱାସ କରି ଅଥବା ପର ପୁରୁଷ ସହ ସମ୍ବନ୍ଧ ରଖୁଥିବା ସନ୍ଦେହ କରି ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ...
ଲଘୁଚାପ ପ୍ରଭାବରେ ନିମ୍ନ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ
ଭୁବନେଶ୍ୱର ୨୮ ଅଗଷ୍ଟ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗ ଉପକୂଳରୁ ସୃଷ୍ଟି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି ଏବଂ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ...
ଡଙ୍ଗା ବୁଡ଼ିଯିବାରୁ ୨୧ ମୃତ୍ୟୁ, ଅନେକ ନିଖୋଜ, ୧୦୦ ଯାଉଥିଲେ ଡଙ୍ଗାରେ
ନୂଆ ଦିଲ୍ଲୀ ୨୮ ଅଗଷ୍ଟ (ଓଡ଼ିଆ ପୁଅ) ବାଂଲାଦେଶର ଟାଇଟାସ ନଦୀରେ ଏକ ବାଲିଲଦା ହୋଇଥିବା ଜାହାଜ ଧକ୍କା ହେବା ପରେ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ଯାଉଥିବା ଏକ ଡଙ୍ଗା...
ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୬,୭୫୯ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୬, ୭୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୫୯,୭୭୫ କୁ ବୃଦ୍ଧି...
ରାଜ୍ୟରେ ଆଜି କରୋନା କାରଣରୁ ୬୮ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୭,...
ଭୁବନେଶ୍ୱର ୨୮-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୮ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ଭାରତର ପାରା ଟେବୁଲ୍ ଟେନିସ୍ ଖେଳାଳି ଭବୀନା ପଟେଲ ସୃଷ୍ଟି କଲେ ଇତିହାସ :...
ଟୋକିଓ/ନୂଆ ଦିଲ୍ଲୀ ୨୮ ଅଗଷ୍ଟ (ଓଡ଼ିଆ ପୁଅ) ଟୋକିଓ ପାରାଅଲିମ୍ପିକ୍ସରେ ଭାରତର ପଦକ ଜିତିବା ଆରମ୍ଭ ହୋଇଛି। ଭାରତର ଭାଭିନା ପଟେଲ ପ୍ରଥମ ପାରାଲିମ୍ପିକ୍ସରେ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ଟେବୁଲ୍...
ରାଜ୍ୟରେ ଆଜି ୭୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮ ମୃତ୍ୟୁ – ଜାଣନ୍ତୁ କେଉଁ...
ଭୁବନେଶ୍ୱର ୨୮-୮ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୭୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୭୭୯
୦-୧୮ ବର୍ଷର...
ଘୁର୍ନିବଳୟ ପ୍ରଭାବରେ ବଙ୍ଗୋପସାଗରେ ଲଘୁଚାପକ୍ଷେତ୍ର ସୃଷ୍ଟି – ଏହି ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର ୨୮ ଅଗଷ୍ଟ (ଓଡ଼ିଆ ପୁଅ) ଗତକାଲିର ଉତ୍ତର ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଘୁର୍ନିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ତତ-ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା...
କାବୁଲ ଏୟାରପୋର୍ଟ ଆକ୍ରମଣର ପ୍ରତିଶୋଧ ନେଇ ଆମେରିକାର ଏୟାର ଷ୍ଟ୍ରାଇକ : ଆଇଏସ ସଦସ୍ୟଙ୍କୁ...
ନୂଆଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) : କାବୁଲରେ ଆମେରିକା ବିରୋଧରେ ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଥିବା ଇସଲାମିକ୍ ଷ୍ଟେଟ୍ ସଦସ୍ୟଙ୍କ ବିରୋଧରେ ଆମେରିକା ଶନିବାର ଡ୍ରୋନ୍ ଷ୍ଟ୍ରାଇକ୍ କରିଛି ବୋଲି ସେନା ପକ୍ଷରୁ...
ବିଜେପି ନେତାଙ୍କ ଗଞ୍ଜାମ ବିରୋଧି ମନ୍ତବ୍ୟକୁ ଲୋକେ ଭୁଲିନାହାନ୍ତି: ବିଜେଡି
ଭୁବନେଶ୍ୱର, ୨୭/୦୮ (ଓଡ଼ିଆ ପୁଅ) : କୋଭିଡ ସଂକ୍ରମଣ ଗତବର୍ଷ ଯେତେବେଳେ ସର୍ବୋଚ୍ଚ ସ୍ତରରେ ଥିଲା ସେତେବେଳେ ଗଞ୍ଜାମ ଜିଲ୍ଲାକୁ କାହିଁକି ଅଧିକ ଡାକ୍ତର ପଠାଯାଉଛି ବୋଲି ବିଜେପି ନେତା ଭୃଗୁ ବକ୍ସିପାତ୍ର...
ବ୍ରହ୍ମପୁରଠାରେ ବିଜେଡି ବିଧାୟକଙ୍କ ଅସ୍ଥାୟୀ ହୋଟେଲରେ ମୈାଜ ମଜଲିସ୍ କରିବା ଜନବିରୋଧୀ : ଭୃଗୁ...
ଭୁବନେଶ୍ୱର ୨୭/୦୮ (ଓଡ଼ିଆ ପୁଅ) : ଓଡିଶା ପ୍ରଦେଶରେ ଆସନ୍ନ ମରୁଡି କାରଣରୁ ଆଜି ଚାଷୀକୁଳ ଚିନ୍ତାଗ୍ରସ୍ତ। ଅନ୍ୟ ପଟେ ଶାସକ ବିଜେଡି ନିଜ ଦଳୀୟ ବିଧାୟକଙ୍କୁ ନେଇ ମୈାଜ ମଜଲିସ୍ରେ ବ୍ୟସ୍ତ।...
ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂମିକା ଅତୁଳନୀୟ -ଧର୍ମେନ୍ଦ୍ର...
ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମିନି ସଂଘର ଭର୍ଚୁଆଲ ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
- ଓଡ଼ିଶାକୁ ଆଗକୁ ନେବାକୁ ହେଲେ ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ପାଇଁ ପଡ଼ିବ
ଭୁବନେଶ୍ୱର, ଅଗଷ୍ଟ ୨୭ (ଓଡ଼ିଆ ପୁଅ) – ରାଜ୍ୟରେ...
୨୮ ଅଗଷ୍ଟ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ ଲାଭଦାୟକ ରହିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ସମ୍ପୂର୍ଣ୍ଣ କରି ପାରିବେ। ବ୍ୟବସାୟରେ ମଧ୍ୟ ଯୋଜନା ଭଲ ବନି ପାରିବ। ପରୋପକାର...
ରାଜ୍ୟ କ୍ୟାବିନେଟ ବୈଠକ : ୧୪ଟି ପ୍ରସ୍ତାବ ସହ ଇ-ଯାନ ନୀତିରେ ବାଜିଲା କ୍ୟାବିନେଟ...
ଭୁବନେଶ୍ୱର ୨୭ ଅଗଷ୍ଟ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ଏଥିରେ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
- ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାକୁ ଆସିବ ପଲିସି,...
ଆସନ୍ତା କାଲି ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା – ଏହି ଜିଲ୍ଲାଗୁଡ଼ିକୁ...
ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗ ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଏକ ଘୂର୍ଣ୍ଣିବଳୟ ଦେଖାଦେଇଛି। ଏହାର ପ୍ରଭାବରେ, ଆସନ୍ତା କାଲି ଏକ ଲଘୁ ଚାପ କ୍ଷେତ୍ର ହେବାର ସମ୍ଭାବନା ଥିବା ପାଣିପାଗ...
SCBରେ ୯ଟି ଏକ୍ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ : ପୂର୍ବ ଭାରତର ସବୁଠାରୁ...
ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ - ମୁଖ୍ୟମନ୍ତ୍ରୀ
ସଂପୂର୍ଣ୍ଣ ମାଗଣା ଏକ୍ମୋ ଚିକିତ୍ସା ଦେବାରେ ସରକାରୀ ଭାବରେ ଏହା ଦେଶରେ ପ୍ରଥମ ଓ ସର୍ବବୃହତ
ପିଲାମାନଙ୍କ...
ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୪,୬୫୮ ନୂଆ...
ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୪,୬୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୪୪,୮୯୯ କୁ ବୃଦ୍ଧି ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି କରୋନା କାରଣରୁ ୬୯ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୭,...
ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୯ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ରାଜ୍ୟରେ ଆଜି ୮୧୬ ନୂଆ ଆକ୍ରାନ୍ତ ଚିହ୍ନଟ, ୬୯ ମୃତ୍ୟୁ – ଜାଣନ୍ତୁ...
ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୮୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୮୧୬
୦-୧୮ ବର୍ଷ:...
୨୭ ଅଗଷ୍ଟ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆର୍ଥିକ ଏବଂ ବ୍ୟବସାୟୀକ ରୂପରେ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ...




















