Home Coronavirus Outbreak ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୪,୬୫୮ ନୂଆ ଆକ୍ରାନ୍ତ...

ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୪,୬୫୮ ନୂଆ ଆକ୍ରାନ୍ତ ଚିହ୍ନଟ, ୪୯୬ ମୃତ

55

ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୪,୬୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୪୪,୮୯୯ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୦୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୮,୨୧,୪୨୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୨,୯୮୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୬୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୦୩,୧୮୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୧୧୭୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୯୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୬,୮୬୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୦୬%

ଆରୋଗ୍ୟ ହୋଇଛନ୍ତି ୯୭.୬୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୧, ୨୨, ୦୮, ୫୪୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୯, ୪୮, ୪୩୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୧, ୪୯, ୫୪, ୩୦୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୮, ୨୪, ୯୩୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୨୭ ୧୨୯
ଆନ୍ଧ୍ରପ୍ରଦେଶ ୧୪୪୪୮ ୧୯୭୯୫୦୪ ୧୧୪୦ ୧୩୭୭୮ ୧୨
ଅରୁଣାଚଳ ପ୍ରଦେଶ ୧୧୫୦ ୫୧୨୨୪ ୧୨୦ ୨୬୦
ଆସାମ ୭୭୮୧ ୫୭୩୫୪୧ ୭୭୬ ୫୬୧୮ ୧୧
ବିହାର ୧୦୭ ୭୧୫୮୯୪ ୧୩ ୯୬୫୦
ଚଣ୍ଡିଗଡ଼ ୩୯ ୬୪୨୨୬ ୮୧୨
ଛତିଶଗଡ ୫୯୫ ୯୯୦୧୭୯ ୭୯ ୧୩୫୫୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୩
ଦିଲ୍ଲୀ ୪୧୩ ୧୪୧୨୧୦୨ ୨୧ ୨୫୦୮୦
୧୦ ଗୋଆ ୯୫୦ ୧୬୯୩୮୫ ୭୧ ୩୧୯୧
୧୧ ଗୁଜୁରାଟ ୧୫୭ ୮୧୫୧୨୬ ୧୮ ୧୦୦୮୦
୧୨ ହରିୟାଣା ୬୬୦ ୭୬୦୦୮୦ ୧୫ ୯୬୭୧
୧୩ ହିମାଚଳ ପ୍ରଦେଶ ୨୦୭୭ ୨୦୭୦୬୮ ୨୪୭ ୩୫୮୨
୧୪ ଜାମ୍ମୁ କାଶ୍ମୀର ୧୦୬୦ ୩୧୯୧୮୩ ୧୧୯ ୪୪୦୪
୧୫ ଝାଡଖଣ୍ଡ ୧୩୯ ୩୪୨୫୨୩ ୩୨ ୫୧୩୨
୧୬ କର୍ଣ୍ଣାଟକ ୧୯୩୨୬ ୨୮୮୬୯୦୬ ୧୨୦୬ ୩୭୨୩୧ ୨୫
୧୭ କେରଳ ୧୮୧୭୪୭ ୩୭୧୧୬୨୫ ୧୮୯୯୭ ୨୦୧୩୪ ୧୬୨
୧୮ ଲଦାଖ ୬୬ ୨୦୨୪୯ ୨୦୭
୧୯ ଲକ୍ଷଦୀପ ୩୨ ୧୦୨୪୫ ୫୧
୨୦ ମଧ୍ୟପ୍ରଦେଶ ୭୬ ୭୮୧୫୨୮ ୧୦୫୧୬
୨୧ ମହାରାଷ୍ଟ୍ର ୫୩୯୦୮ ୬୨୫୨୧୫୦ ୪୭୩୬ ୧୩୬୭୩୦ ୧୫୯
୨୨ ମଣିପୁର ୩୫୯୬ ୧୦୬୯୯୨ ୩୫୨ ୧୭୬୭
୨୩ ମେଘାଳୟ ୨୬୮୨ ୭୦୮୪୧ ୩୬୨ ୧୨୯୪
୨୪ ମିଜୋରାମ ୭୪୭୦ ୪୮୦୮୦ ୫୧୩ ୨୦୬
୨୫ ନାଗାଲାଣ୍ଡ ୮୪୫ ୨୮୩୨୧ ୮୬ ୬୧୨
୨୬ ଓଡ଼ିଶା ୭୫୭୭ ୯୮୮୮୫୪ ୭୬୪ ୭୬୨୮ ୬୬
୨୭ ପୁଡୁଚେରୀ ୭୬୭ ୧୨୦୫୭୫ ୬୬ ୧୮୦୯
୨୮ ପଞ୍ଜାବ ୪୦୭ ୫୮୩୬୫୧ ୩୨ ୧୬୩୬୨
୨୯ ରାଜସ୍ଥାନ ୧୦୭ ୯୪୪୯୯୦ ୧୭ ୮୯୫୪
୩୦ ସିକ୍କିମ୍ ୧୪୦୯ ୨୭୮୨୧ ୭୯ ୩୬୭
୩୧ ତାମିଲନାଡୁ ୧୮୦୬୯ ୨୫୫୪୩୨୩ ୧୮୧୬ ୩୪୮୧୪ ୨୬
୩୨ ତେଲେଙ୍ଗାନା ୬୨୪୬ ୬୪୬୩୪୪ ୪୦୫ ୩୮୬୫
୩୩ ତ୍ରିପୁରା ୧୧୫୦ ୮୦୬୫୫ ୧୧୪ ୭୯୫
୩୪ ଉତ୍ତରାଖଣ୍ଡ ୩୨୪ ୩୩୫୧୪୨ ୨୧ ୭୩୭୭
୩୫ ଉତ୍ତରପ୍ରଦେଶ ୩୪୨ ୧୬୮୬୦୫୬ ୨୨ ୨୨୭୯୪
୩୬ ପଶ୍ଚିମବଙ୍ଗ ୯୧୬୭ ୧୫୧୭୯୬୫ ୭୨୬ ୧୮୪୦୨
ମୋଟ ୩୪୪୮୯୯ ୩୧୮୨୧୪୨୮ ୩୨୯୮୮ ୪୩୬୮୬୧ ୪୯୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.