Home Coronavirus Outbreak ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୬,୭୫୯ ନୂଆ ଆକ୍ରାନ୍ତ ଚିହ୍ନଟ, ୫୦୯...

ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୬,୭୫୯ ନୂଆ ଆକ୍ରାନ୍ତ ଚିହ୍ନଟ, ୫୦୯ ମୃତ

37

ନୂଆ ଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୬, ୭୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୫୯,୭୭୫ କୁ ବୃଦ୍ଧି ହୋଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୮,୫୨,୮୦୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୧,୩୭୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୪୯,୯୪୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୪,୮୭୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୦୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୭,୩୭୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୦%

ଆରୋଗ୍ୟ ହୋଇଛନ୍ତି ୯୭.୫୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୨, ୨୯, ୮୯, ୧୩୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧, ୦୩, ୩୫, ୨୯୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୧, ୬୮, ୮୭, ୬୦୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୬୧, ୧୧୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୨୮ ୧୨୯
ଆନ୍ଧ୍ରପ୍ରଦେଶ ୧୫୦୫୦ ୧୯୮୦୪୦୭ ୯୦୩ ୧୩୭୮୮ ୧୦
ଅରୁଣାଚଳ ପ୍ରଦେଶ ୧୧୧୨ ୫୧୩୮୮ ୧୬୪ ୨୬୦
ଆସାମ ୭୫୩୨ ୫୭୪୨୮୦ ୭୩୯ ୫୬୨୭
ବିହାର ୧୧୫ ୭୧୫୯୦୫ ୧୧ ୯୬୫୨
ଚଣ୍ଡିଗଡ଼ ୪୨ ୬୪୨୩୦ ୮୧୨
ଛତିଶଗଡ ୫୪୫ ୯୯୦୨୬୦ ୮୧ ୧୩୫୫୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୩
ଦିଲ୍ଲୀ ୪୧୨ ୧୪୧୨୧୬୪ ୬୨ ୨୫୦୮୦
୧୦ ଗୋଆ ୯୩୫ ୧୬୯୪୮୦ ୯୫ ୩୧୯୧
୧୧ ଗୁଜୁରାଟ ୧୫୫ ୮୧୫୧୪୦ ୧୪ ୧୦୦୮୧
୧୨ ହରିୟାଣା ୬୬୪ ୭୬୦୦୯୬ ୧୬ ୯୬୭୨
୧୩ ହିମାଚଳ ପ୍ରଦେଶ ୧୯୬୫ ୨୦୭୩୬୩ ୨୯୫ ୩୫୮୫
୧୪ ଜାମ୍ମୁ କାଶ୍ମୀର ୧୧୪୯ ୩୧୯୨୫୯ ୭୬ ୪୪୦୫
୧୫ ଝାଡଖଣ୍ଡ ୧୪୬ ୩୪୨୫୩୭ ୧୪ ୫୧୩୨
୧୬ କର୍ଣ୍ଣାଟକ ୧୮୯୯୬ ୨୮୮୮୫୨୦ ୧୬୧୪ ୩୭୨୪୮ ୧୭
୧୭ କେରଳ ୧୯୫୭୯୬ ୩୭୩୦୧୯୮ ୧୮୫୭୩ ୨୦୩୧୩ ୧୭୯
୧୮ ଲଦାଖ ୬୪ ୨୦୨୫୯ ୧୦ ୨୦୭
୧୯ ଲକ୍ଷଦୀପ ୩୩ ୧୦୨୫୦ ୫୧
୨୦ ମଧ୍ୟପ୍ରଦେଶ ୮୨ ୭୮୧୫୩୮ ୧୦ ୧୦୫୧୬
୨୧ ମହାରାଷ୍ଟ୍ର ୫୫୦୯୧ ୬୨୫୫୪୫୧ ୩୩୦୧ ୧୩୬୯୦୦ ୧୭୦
୨୨ ମଣିପୁର ୩୪୮୬ ୧୦୭୪୧୦ ୪୧୮ ୧୭୭୦
୨୩ ମେଘାଳୟ ୨୬୬୩ ୭୧୧୨୦ ୨୭୯ ୧୨୯୬
୨୪ ମିଜୋରାମ ୮୧୦୦ ୪୮୩୩୬ ୨୫୬ ୨୦୬
୨୫ ନାଗାଲାଣ୍ଡ ୮୧୮ ୨୮୪୦୯ ୮୮ ୬୧୪
୨୬ ଓଡ଼ିଶା ୭୩୩୮ ୯୮୯୮୪୦ ୯୮୬ ୭୬୯୭ ୬୯
୨୭ ପୁଡୁଚେରୀ ୭୬୮ ୧୨୦୬୫୪ ୭୯ ୧୮୦୯
୨୮ ପଞ୍ଜାବ ୪୧୦ ୫୮୩୬୮୯ ୩୮ ୧୬୩୬୪
୨୯ ରାଜସ୍ଥାନ ୧୧୧ ୯୪୫୦୦୩ ୧୩ ୮୯୫୪
୩୦ ସିକ୍କିମ୍ ୧୩୪୨ ୨୭୯୨୯ ୧୦୮ ୩୬୮
୩୧ ତାମିଲନାଡୁ ୧୭୭୯୭ ୨୫୫୬୧୧୬ ୧୭୯୩ ୩୪୮୩୫ ୨୧
୩୨ ତେଲେଙ୍ଗାନା ୬୧୬୬ ୬୪୬୭୬୧ ୪୧୭ ୩୮୬୭
୩୩ ତ୍ରିପୁରା ୧୦୯୦ ୮୦୭୮୮ ୧୩୩ ୭୯୬
୩୪ ଉତ୍ତରାଖଣ୍ଡ ୩୨୧ ୩୩୫୧୭୪ ୩୨ ୭୩୮୦
୩୫ ଉତ୍ତରପ୍ରଦେଶ ୩୨୯ ୧୬୮୬୦୮୩ ୨୭ ୨୨୭୯୬
୩୬ ପଶ୍ଚିମବଙ୍ଗ ୯୧୪୩ ୧୫୧୮୬୮୪ ୭୧୯ ୧୮୪୧୦
ମୋଟ ୩୫୯୭୭୫ ୩୧୮୫୨୮୦୨ ୩୧୩୭୪ ୪୩୭୩୭୦ ୫୦୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.