Home Authors Posts by Bureau

Bureau

17676 POSTS 0 COMMENTS

ABP Cvoter ସର୍ଭେ: ପଞ୍ଜାବରେ କିଏ କରିବ ସରକାର? କାହାକୁ ମିଳିବ କେତେ ଆସନ?

0
ନୂଆ ଦିଲ୍ଲୀ ୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆସନ୍ତା ବର୍ଷ ଆରମ୍ଭରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ରାଜ୍ୟରେ ସର୍ବାଧିକ...

ରାଜ୍ୟରେ ଆଜି ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୭ ମୃତ୍ୟୁ – ଜାଣନ୍ତୁ କେଉଁ...

0
ଭୁବନେଶ୍ୱର ୦୩-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ? ନୂଆ ଆକ୍ରାନ୍ତ: ୮୪୯ ୦-୧୮ ବର୍ଷ...

ରାଜ୍ୟରେ ଆଜି କରୋନା କାରଣରୁ ୭ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୮୦୩୫

0
ଭୁବନେଶ୍ୱର ୦୩-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...

ଭାରତୀୟ ମଧ୍ୟବିତ ପରିବାର ମହାସଙ୍ଘ ପକ୍ଷରୁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

0
କେନ୍ଦ୍ରାପଡ଼ା ୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତୀୟ ମଧ୍ୟବିତ ପରିବାର ମହାସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରନ୍ଧନ ଗ୍ୟାସର ଦର ଅହେତୁକ ବୃଦ୍ଧିକୁ ନେଇ...

ଖରସ୍ରୋତା ନଦୀ ଜଳ ବିବାଦ ଘଟଣା : ଗିରଫ ୨୩ଜଣଙ୍କ ଜାମିନ ଆବେଦନ ଖାରଜ...

0
କେନ୍ଦ୍ରାପଡ଼ା ୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଜକନିକାର ଖରସ୍ରୋତା ନଦୀ ଜଳ ବିବାଦରେ ପୋଲିସ ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୁରୁବାର ସେହି ୨୪ଜଣଙ୍କ ପକ୍ଷରୁ କେନ୍ଦ୍ରାପଡା...

ସେବାନିବୃତ୍ତ ପ୍ରଧାନଶିକ୍ଷକ ଉପେନ୍ଦ୍ର ସ୍ୱାଇଁଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା

0
କେନ୍ଦ୍ରାପଡ଼ା ୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସ୍ୱାଇଁଙ୍କୁ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ଉତ୍ସବରେ ଭବ୍ୟ...

୦୩ ସେପ୍ଟେମ୍ବର ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ (Aries) - ଆଜିର ଦିନ ସମସ୍ତ ପ୍ରକାରର ଲାଭପ୍ରଦ ଅଟେ। ସାମାଜିକ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ ଏବଂ ଏହାର ଫଳସ୍ଵରୁପ ମାନ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ହେବ। ବିବାହୋତ୍ସୁକମାନଙ୍କୁ...

ରବିନ୍ଦ୍ର ମଣ୍ଡପରେ ସଂଗ୍ରାମ ଜେନାଙ୍କ ସର୍ବଦଳୀୟ ସ୍ମୃତିସଭା ଆୟୋଜିତ : ସଂଗ୍ରାମ ଜେନା ଓଡ଼ିଶାରେ...

0
ଭୁବନେଶ୍ୱର ୧.୯ (ଓଡ଼ିଆ ପୁଅ) - “ଆଜି ସଂଗ୍ରାମ ଜେନା ସ୍ମୃତି ସଂସଦ” ପକ୍ଷରୁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏବଂ ଅଭ୍ୟର୍ଥନା କମିଟିର ଆବାହକ ଶ୍ରୀ ମାନସ ଚୌଧୁରୀଙ୍କ ଆବାହକତ୍ୱରେ ସ୍ଥାନୀୟ...

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ 

0
କଟକ, ୧/୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲାର ସମସ୍ତ ବ୍ଲକ ର ଡ୍ରାଇଭର ସଙ୍ଘ ଏକତ୍ରିତ ହୋଇ ଦଶ ଦଫା ଦାବିନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ...

ରାଜ୍ୟରେ ଆଜି କରୋନା କାରଣରୁ ୬ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୮,...

0
ଭୁବନେଶ୍ୱର ୦୨-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮, ୦୨୮ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ...

ଦେଶରେ ଆଜି ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୭,୦୯୨ ନୂଆ...

0
ନୂଆ ଦିଲ୍ଲୀ ୦୨-୯ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୪୭,୦୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୮୯,୫୮୩ କୁ ବୃଦ୍ଧି ପାଇଛି। ସକ୍ରିୟ...

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଦେହାନ୍ତ

0
ନୂଆ ଦିଲ୍ଲୀ ୨ ସେପ୍ଟେମ୍ବର (ଓଡ଼ିଆ ପୁଅ) ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଗତକାଲି ରାତିରେ ଦିଲ୍ଲୀରେ ଦେହାନ୍ତ ହୋଇଛି ବୋଲି ତାଙ୍କ ପୁଅ କୁଶନ ମିତ୍ର...

ରାଜ୍ୟରେ ଆଜି ୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ମୃତ୍ୟୁ – ଜାଣନ୍ତୁ କେଉଁ...

0
ଭୁବନେଶ୍ୱର ୦୨-୯ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ? ନୂଆ ଆକ୍ରାନ୍ତ: ୭୫୪ - ୦-୧୮...

କାଶ୍ମୀରରେ କର୍ଫ୍ୟୁ ପରି ସୁରକ୍ଷା ବ୍ୟବସ୍ଥା :ବିଚ୍ଛିନ୍ନତାବାଦୀ ନେତା ଗିଲାନିଙ୍କ ମୃତ୍ୟୁ, ଆଜି ଶ୍ରୀନଗରରେ...

0
ନୂଆ ଦିଲ୍ଲୀ ୨ ସେପ୍ଟେମ୍ବର (ଓଡ଼ିଆ ପୁଅ) କାଶ୍ମୀରରେ କର୍ଫ୍ୟୁ ପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଚ୍ଛିନ୍ନତାବାଦୀ ନେତା ଗିଲାନିଙ୍କ ଗତକାଲି ରାତ୍ରୀରେ ପରଲୋକ ହୋଇଥିଲା। ଆଜି ଶ୍ରୀନଗରରେ ଶେଷ କୃତ୍ୟ...

ଆଫଗାନିସ୍ତାନର ସର୍ବୋଚ୍ଚ ନେତା ହେବେ ହିବତୁଲ୍ଲା ଅଖଣ୍ଡଜାଦା ତାଲିବାନ ନିଶ୍ଚିତ କଲା

0
ନୂଆ ଦିଲ୍ଲୀ ୨ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଫଗାନିସ୍ତାନର ସର୍ବୋଚ୍ଚ ନେତା ହେବେ ହିବତୁଲ୍ଲା ଅଖଣ୍ଡଜାଦା। ଟୋଲୋ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ତାଲିବାନ ଘୋଷଣା କରିଛି ଯେ, ମଲ୍ଲିକ ହିବତୁଲ୍ଲା ଅଖଣ୍ଡଜାଦା ସେମାନଙ୍କର...

0୨ ସେପ୍ଟେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା...

କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୟଦ ଗିଲାନୀଙ୍କ ୯୧ ବର୍ଷ ବୟସରେ ଦେହାନ୍ତ

0
ନୂଆ ଦିଲ୍ଲୀ ୧ ସେପ୍ଟେମ୍ବର (ଓଡ଼ିଆ ପୁଅ) ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ବିଚ୍ଛିନ୍ନତାବାଦୀ ନେତା ତଥା ପାକିସ୍ତାନ ସମର୍ଥକ ସୟଦ ଅଲି ଶାହା ଗିଲାନିଙ୍କ ଶ୍ରୀନଗରରେ ଦେହାନ୍ତ ହୋଇଛି।...

ଡ୍ରାଇଭରମାନଙ୍କୁ ସ୍ୱତନ୍ତ୍ର ସୁଵିଧା, ସୁଯୋଗ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...

0
ବଲାଙ୍ଗୀର, ୦୧-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲ୍ଲା ସଭାପତି ଅଚ୍ୟୁତ ସେଠଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜିଲ୍ଲାପାଳ କାର୍ୟ୍ୟାଳୟ ଆଗରେ...

ଶାଶୁଘର ଲୋକଙ୍କ ନିର୍ଯାତନା ସହ୍ୟ ନ କରି ଵୋହୁ ରସି ଲଗାଇ ଆତ୍ମହତ୍ୟା :...

0
ରାଜନଗର - ୧.୦୯ (ଓଡ଼ିଆ ପୁଅ/ସୁକାନ୍ତ ବେହେରା) ଆଜି ରାଜନଗର ଥାନା ଅନ୍ତର୍ଗତ କୋଇଲିପୁରୁ ପଞ୍ଚାୟତର ବଡକୋଟ ଗ୍ରାମରେ ଜଣେ କୁଳବଧୂ ଵେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଏକ ଦୁଃଖଦ ଅଭାବନୀୟ...

କଂଗ୍ରେସ ଦେଶର ସଂପତି ତିଆରି କଲା, ମୋଦି ତାକୁ ବିକିଲେ : କଂଗ୍ରେସ

0
ଭୁବନେଶ୍ୱର ୦୧.୯ (ଓଡ଼ିଆ ପୁଅ) ୨୦୧୪ ମସିହା ପାଖରୁ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହାଶୟ କେବଳ ଦେଶରେ ମିଛ ବିକ୍ରୀ କରିଚାଲିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି...